30 ଦିନ ଜେଲ୍ ପଦ ଶୂନ୍ୟ :
ନୂଆ ବିଲ୍ ଆଣୁଛି କେନ୍ଦ୍ର ସରକାର : By -SUBHASMITA 20 ଅଗଷ୍ଟ 2025, ନୂଆଦିଲ୍ଲୀ: ରାଜନେତାମାନେ ଯଦି ସଙ୍ଗୀନ ଅପରାଧ ମାମଲାରେ ଜେଲ୍ରେ ପହଞ୍ଚନ୍ତି, ଏବେ ସେମାନଙ୍କୁ ପଦ ରକ୍ଷା କରିବାର ଅବସର ମିଳିବ ନାହିଁ । କେନ୍ଦ୍ର ସରକାର ଏକ କଡା ବିଲ୍ ଲୋକସଭାରେ ଉପସ୍ଥାପନ କରିବାକୁ ଯାଉଛି ।ବିଲ୍ର ପ୍ରମୁଖ ପ୍ରାବଧାନପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା କୌଣସି ବି ନେତା 30 ଦିନରୁ ଅଧିକ ଜେଲ୍ରେ ରହିଲେ ସ୍ୱତଃ ପଦ ହରାଇବେ ।ଯଦି … Read more