ଆଜି ମଧ୍ୟାହ୍ନରେ ପହଁଞ୍ଚିବେ ନବୀନ ….
BBSR – ସୁସ୍ଥ ହେବା ପରେ ଘରକୁ ଆସୁଛନ୍ତି ଵିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ! ଶନିବାର ଦିନ ପ୍ରାୟ 12 ଟାରୁ 01 ଭିତରେ ମୁମ୍ବାଇରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ନବୀନ ! ପ୍ରିୟ ନେତାଙ୍କୁ ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ଉତ୍କଣ୍ଠାର ସହ ଆପେକ୍ଷା କରିଛନ୍ତି ! ହଜାରେ ହଜାରେ କର୍ମୀ ଶୁଭେଚ୍ଛା ସହିତ ବିମାନବନ୍ଦର ଟର୍ମିନାଲ ଓ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଥିବା ବିମାନବନ୍ଦର … Read more