କାଠଯୋଡ଼ି ପଠାରେ ଜଳବନ୍ଧୀ ଗୋରୁ,
ବନ୍ୟାଭୟରେ ଚାଷୀମାନେ ଚିନ୍ତାଗ୍ରସ୍ତ By -SUBHASMITA ସେପ୍ଟେମ୍ବର 6 2025 କଟକ: କାଠଯୋଡ଼ି ପଠାରେ ହଠାତ୍ ନଦୀର ଜଳସ୍ତର ବଢ଼ିଯାଇଥିବାରୁ ୨୦ରୁ ଅଧିକ ଗୋରୁ ଜଳବନ୍ଧୀ ହୋଇପଡ଼ିଛି । କଟକ ତ୍ରିଶୁଳିଆ ବ୍ରିଜ୍ ନିକଟ କାଜିପାଟଣା ଅଞ୍ଚଳରେ ଚାଷୀମାନେ ଗୋରୁ ଚରିବାକୁ ନେଇଥିବା ବେଳେ ପାଣି ହଠାତ୍ ବଢ଼ିଯାଇଥିଲା । ଏହା ପରେ ପଲଟିଆ ପାଣିରେ ଚାରିଦିଗରୁ ଘିରି ଫସିଗଲେ ଗୋରୁମାନେ । ସ୍ଥାନୀୟମାନେ କହିଛନ୍ତି, ହୀରାକୁଦ ବନ୍ଧରୁ ଗେଟ୍ ଖୋଲାରୁ କାଠଯୋଡ଼ିର ଜଳସ୍ତର ଆହୁରି ବଢିବା … Read more