କେମିତି କଟିବ ଆଜିର ଦିନ :

By -SUBHASMITA ସେପ୍ଟେମ୍ବର 16 2025 ମେଷ: ପରିବାର ସହ ଅଧିକ ସମୟ ଅତିବାହିତ କରିବେ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଆଗକୁ ବଢ଼ିବା ଲାଗି କିଛି ନୂଆ ଭାବିବେ। ବୃଷ: ପ୍ରିୟ ବନ୍ଧୁ ଠାରୁ ସାହାଯ୍ୟ ମିଳିବାର ସମ୍ଭାବନା ଅଛି। ସିନେ କଳାକାରଙ୍କ ଲାଗି ଭଲ ଦିନଟିଏ। ଦ୍ବିପ୍ରହର ସୁଦ୍ଧା ଆପଣ ଭଲ ଖବର ପାଇବେ। ମିଥୁନ: କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଢାଳି କାମ କରିବେ। ନିଜ କାମରେ ଅଧିକ ପାଣ୍ଠି ଲଗାଇ ପାରନ୍ତି। … Read more

ଜିଏସ୍‌ଟି ହ୍ରାସ: ସରକାରଙ୍କ ୪୮ ହଜାର କୋଟି କ୍ଷତି ଆକଳନକୁ ପ୍ରଶ୍ନ, ବିଶେଷଜ୍ଞଙ୍କ ମତ ହାନି ୨ ଲକ୍ଷ କୋଟି ପର୍ଯ୍ୟନ୍ତ :

By -SUBHASMITA ସେପ୍ଟେମ୍ବର 15 2025 ନୂଆଦିଲ୍ଲୀ: ଜିଏସ୍‌ଟି ହ୍ରାସ ଫଳରେ ସରକାରଙ୍କୁ କେବଳ ୪୮ ହଜାର କୋଟି ଟଙ୍କା କ୍ଷତି ହେବ ବୋଲି ଅର୍ଥ ମନ୍ତ୍ରାଳୟ ଆକଳନ କରିଛି। କିନ୍ତୁ, ବିଶେଷଜ୍ଞମାନେ ଏହାକୁ ‘ଅତ୍ୟଧିକ ଆଶାବାଦୀ’ ବୋଲି କହି, ପ୍ରକୃତ କ୍ଷତି ୧.୫ ଲକ୍ଷରୁ ୨ ଲକ୍ଷ କୋଟି ମଧ୍ୟରେ ହେବାର ସଙ୍କେତ ଦେଇଛନ୍ତି। ଅର୍ଥନୀତିଜ୍ଞ ସୁଭାଷ ଚନ୍ଦ୍ର ଗର୍ଗ ମତାମତ ଦେଇଛନ୍ତି ଯେ ୨୦୨୫-୨୬ ରେ କ୍ଷତିର ପରିମାଣ ୧.୧ ଲକ୍ଷ କୋଟି ଟଙ୍କା … Read more

କେମିତି କଟିବ ଆଜିର ଦିନ :

By -SUBHASMITA ସେପ୍ଟେମ୍ବର 15 2025 ମେଷ: ପରିବାର ସହ ଅଧିକ ସମୟ ଅତିବାହିତ କରିବେ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଆଗକୁ ବଢ଼ିବା ଲାଗି କିଛି ନୂଆ ଭାବିବେ। ବୃଷ: ପ୍ରିୟ ବନ୍ଧୁ ଠାରୁ ସାହାଯ୍ୟ ମିଳିବାର ସମ୍ଭାବନା ଅଛି। ସିନେ କଳାକାରଙ୍କ ଲାଗି ଭଲ ଦିନଟିଏ। ଦ୍ବିପ୍ରହର ସୁଦ୍ଧା ଆପଣ ଭଲ ଖବର ପାଇବେ। ମିଥୁନ: କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଢାଳି କାମ କରିବେ। ନିଜ କାମରେ ଅଧିକ ପାଣ୍ଠି ଲଗାଇ ପାରନ୍ତି। … Read more

ସୁପର ସଣ୍ଡେରେ ଭାରତ-ପାକିସ୍ତାନ ମୁକାବିଲା; ଟିକେଟ୍‌ ମୂଲ୍ୟ, ତାରକାଙ୍କ ଅନୁପସ୍ଥିତି ଓ ବିତର୍କରେ ହ୍ରାସ ପ୍ରଶଂସକଙ୍କ ଉତ୍ସାହ :

By -SUBHASMITA 13 2025 ଦୁବାଇରେ ଆସନ୍ତା ରବିବାର ଖେଳାଯିବାକୁ ଥିବା ଏସିଆ କପ୍‌ରେ ଭାରତ-ପାକିସ୍ତାନ ମୁକାବିଲାକୁ ନେଇ ସାଧାରଣତଃ ଯେପରି ଉତ୍ସାହ ଥାଏ, ସେପରି ଏଥର ଦେଖାଯାଉନାହିଁ। ଟିକେଟ୍‌ ଦର ବହୁତ ବଢ଼ିଥିବା, ରୋହିତ-ବିରାଟ ଭଳି ତାରକାଙ୍କ ଅନୁପସ୍ଥିତି ଓ ପହଲଗାମ୍‌ ଆକ୍ରମଣ ପରେ ଉଦ୍ଭବିତ ବିତର୍କରୁ ପ୍ରଶଂସକଙ୍କ ଉତ୍ସାହ କମିଛି। ଭାରତ ୯-୧୦ରେ ପାକିସ୍ତାନଠାରୁ ଏସିଆ କପ୍‌ରେ ଅଗ୍ରଣୀ ଥିବା ସତ୍ତ୍ୱେ, ସୋସିଆଲ ମିଡିଆରେ #boycottindvspak ଟ୍ରେଣ୍ଡ୍‌ କରୁଛି। ସୁପ୍ରିମ୍ କୋର୍ଟରେ ମ୍ୟାଚ୍‌କୁ ସ୍ଥଗିତ … Read more

Amazon Great Indian Festival: iPhone 15 ଓ Samsung S24 Ultra ମିଳିବ ଶସ୍ତାରେ, 80% ପର୍ଯ୍ୟନ୍ତ ରିହାତି :

By -SUBHASMITA ସେପ୍ଟେମ୍ବର 13 2025 ଭୁବନେଶ୍ୱର: ଇ-କମର୍ସ ଜାଇଆଣ୍ଟ୍ ଆମାଜନ୍ ଆଣୁଛି ବର୍ଷର ସବୁଠାରୁ ବଡ଼ ସେଲ୍ – ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭ୍ । ଏହା ୨୩ ସେପ୍ଟେମ୍ବରରୁ ଆରମ୍ଭ ହେବ, ଯଦିକି ପ୍ରାଇମ୍ ସଦସ୍ୟମାନେ ୨୨ ସେପ୍ଟେମ୍ବରରୁ ଏହାର ଆକ୍ସେସ୍ ପାଇପାରିବେ । କମ୍ପାନି ସ୍ମାର୍ଟଫୋନ୍, ଇଲେକ୍ଟ୍ରୋନିକ୍ସ, ଘରୋଇ ଉପକରଣ, ଫ୍ୟାଶନ୍ ସାମଗ୍ରୀ ଉପରେ ଭାରୀ ରିହାତି ଘୋଷଣା କରିଛି । ସ୍ମାର୍ଟଫୋନ୍‌ଗୁଡ଼ିକ ୪୦% ପର୍ଯ୍ୟନ୍ତ ଡିସକାଉଣ୍ଟରେ, ଫ୍ୟାଶନ୍ ସାମଗ୍ରୀ ୮୦% ପର୍ଯ୍ୟନ୍ତ ରିହାତିରେ … Read more

ସୃଜନଶୀଳତା ବିନା ଆତ୍ମିକ ସୁଖ ସମ୍ଭବ ନୁହେଁ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ :

By – SUBHASMITA ସେପ୍ଟେମ୍ବର 13 2025 ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୫ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି – “ଭୌତିକ ସୁଖରେ ସତ୍ୟ ସୁଖ ନାହିଁ, ଆତ୍ମିକ ସୁଖ ପାଇଁ ସୃଜନଶୀଳତା ଅତ୍ୟାବଶ୍ୟକ।” ସେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି, ଇତିହାସ ପାଠାଦାନର ଆବଶ୍ୟକତା ଉପରେ ଜୋର ଦେଲେ । “ଆମେ ଇତିହାସକୁ ପଢ଼ିବାକୁ ହେବ, ନହେଲେ ଆଗକୁ ଝୁଣ୍ଟି ପଡ଼ିବାକୁ ପଡ଼ିବ,” ବୋଲି ମନ୍ତ୍ରୀ କହିଲେ ଏହି ସମାରୋହରେ … Read more

ସାର ସଂକଟରେ ଚିନ୍ତାଗ୍ରସ୍ତ ସରକାର, ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ :

By – SUBHASMITA ସେପ୍ଟେମ୍ବର 11 2025 ରାଜ୍ୟରେ ବିଭିନ୍ନ ସ୍ଥାନରେ ୟୁରିଆ ସାରର ଅଭାବ ଚାଷୀଙ୍କ ଚିନ୍ତା ବଢ଼ାଇଛି । କିଛି ଜିଲ୍ଲାରେ ପ୍ୟାକ୍ସ ଓ ଲାମ୍ପସ୍‌ରେ ସାର କଳାବଜାରୀ ହେଉଥିବା ଅଭିଯୋଗ ଆସିଥିବାରୁ ସରକାର ଗୁରୁତ୍ୱ ସହକାରେ ଏହାକୁ ନେଇ ଚିନ୍ତିତ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାର ସଂକଟକୁ ନେଇ ସମୀକ୍ଷା ବୈଠକ କରିବେ । ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଖାଦ୍ୟ ଖାଉଟି ଓ ଯୋଗାଣ ମନ୍ତ୍ରୀ … Read more

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ,ସାଂସଦମାନଙ୍କ ଭିଡ଼,ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

ନୂଆଦିଲ୍ଲୀ : ଦେଶର ଦ୍ୱିତୀୟ ସର୍ବୋଚ୍ଚ ସଂବିଧାନିକ ପଦବୀ ଉପରାଷ୍ଟ୍ରପତି ପାଇଁ ଆଜି ନିର୍ବାଚନୀ ଭୋଟଗ୍ରହଣ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚି ନିଜ ଭୋଟ ଅଧିକାର ପ୍ରୟୋଗ କରିଛନ୍ତି । ସେପରି, ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ମଧ୍ୟ ପାଳେ ପାଳେ ଭୋଟ ଦେଉଛନ୍ତି । ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଏହି ଉପରାଷ୍ଟ୍ରପତି ନିର୍ବାଚନ ହେଉଛି । ବିଜେପି ନେତୃତ୍ବାଧୀନ ଏନଡିଏ ପକ୍ଷରୁ ମହାରାଷ୍ଟ୍ରର ରାଜ୍ୟପାଳ … Read more

ଭାରତୀୟଙ୍କୁ ଲାଗିଲା ବଡ଼ ଝଟକା

By- SUBHASMITA ସେପ୍ଟେମ୍ବର 8 2025 ନୂଆଦିଲ୍ଲୀ: ଭାରତ ଉପରେ ଟାରିଫ ଲାଗୁ କରିବା ପରେ, ଆମେରିକା ଅଣ-ପ୍ରବାସୀ ଭିସା (NIV) ନିୟମରେ ବଡ଼ ପରିବର୍ତ୍ତନ କରିଛି। ଏହି ନୂତନ ନିୟମ ଅନୁସାରେ, ସମସ୍ତ ଆବେଦନକାରୀଙ୍କୁ ଏବେ ସେମାନଙ୍କର ନାଗରିକତା ଦେଶ କିମ୍ବା ବୈଧ ବାସସ୍ଥାନରେ ହିଁ ଭିସା ସାକ୍ଷାତକାର ଦେବାକୁ ପଡିବ। ଏହାର ଅର୍ଥ, ଭାରତୀୟ ଆବେଦନକାରୀମାନେ ଆଉ ଥାଇଲ୍ୟାଣ୍ଡ, ସିଙ୍ଗାପୁର କିମ୍ବା ଜର୍ମାନୀ ଭଳି ଦେଶକୁ ଯାଇ B-1 (ବ୍ୟବସାୟ) କିମ୍ବା B-2 (ପର୍ଯ୍ୟଟନ) … Read more

୨୭ ବର୍ଷରେ ଇତିହାସ:

ଇଂଲଣ୍ଡରେ ଦିନିକିଆ ସିରିଜ୍‌ ଜିତିଲା ଦକ୍ଷିଣ ଆଫ୍ରିକା BY -SUBHASMITA september 6 2025 ଲର୍ଡସ୍‌: ୨୭ ବର୍ଷର ପ୍ରତୀକ୍ଷାରେ ସଫଳତା ପାଇଲା ଦକ୍ଷିଣ ଆଫ୍ରିକା । ଲର୍ଡସ୍‌ରେ ହୋଇଥିବା ଦ୍ୱିତୀୟ ଦିନିକିଆରେ ୫ ରନ୍‌ରେ ବିଜୟ ସହ ତେମ୍ବା ବଭୂମାଙ୍କ ଦଳ ସିରିଜ୍‌ରେ ୨-୦ରେ ଅପରାଜେୟ ଲିଡ୍‌ ନେଲା । ଏହା ୧୯୯୮ ପରେ ପ୍ରଥମଥର ପାଇଁ ଇଂଲଣ୍ଡ ମାଟିରେ ଦକ୍ଷିଣ ଆଫ୍ରିକାଙ୍କ ଏକଦିନିଆ ସିରିଜ୍‌ ବିଜୟ । ଦକ୍ଷିଣ ଆଫ୍ରିକାର ଇନିଂସ୍‌: ପ୍ରଥମେ ବ୍ୟାଟିଂ … Read more