ଝାରସୁଗୁଡ଼ାରେ ୬୦ ହଜାର କୋଟିର ପ୍ରକଳ୍ପ ବର୍ଷା, ଯୁବପିଢ଼ି ପାଇଁ ବିକାଶର ନୂଆ ଦିଗ
By -SUBHASMITA ସେପ୍ଟେମ୍ବର 27 2025 ଝାରସୁଗୁଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂଜା ଭେଟିରେ ଓଡ଼ିଶାକୁ ମିଳିଲା ବିକାଶର ବଡ଼ ପୁଣ୍ୟାହ। ଶନିବାର ଝାରସୁଗୁଡ଼ାରେ ୬୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୮ଟି ଆଇଆଇଟିର କ୍ଷମତା ବୃଦ୍ଧି ପ୍ରକଳ୍ପ, ସମ୍ବଲପୁର ସିଟି–ସର୍ଲା ରେଳ ଫ୍ଲାଏଓଭର, ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଓ ଇଏସଡିଏମ୍ ପାର୍କ, ଓଡିଶାର ୧୩୦ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୱାଇଫାଇ ସୁବିଧା, ଏବଂ … Read more