ମରିଗଲା ମାନବିକତା,ଦୁର୍ବୃତ୍ତ କଲେ ଏସିଡ ମାଡ଼ ||

ସତରେ ମରିଗଲା ମାନବିକତା,ମାନବିକତାର ର ସବୁ ସୀମା ଟପିଗଲେ । ବାଡ଼ି ଭିତରେ ଗାଈ ପଶିଯିବାରୁ ଏସିଡ ଫିଙ୍ଗିଲେ ଦୁର୍ବୃତ୍ତ । ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗର ସ୍ଥିତ ମାରୁତି ବିହାରରୁ ଆସିଛି ଏଭଳି ଏକ ଅଭାବନୀୟ ଖବର । ସେହି ଅଞ୍ଚଳର ଏମ. ରାମ କ୍ରିଷ୍ଣାଙ୍କର ଏକ ଗାଈ ଫାର୍ମ ରହିଛି । ଗାଈ ଗୁଡ଼ିକ ଚରିବା ପାଇ ଦିନରେ ଏଣେତେଣେ ବୁଲୁଥିବା ବେଳେ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ବାଡ଼ିରେ ପଶିଯାଇଥିଲେ … Read more

ଅନଲାଇନ ସପିଂ କରୁଛନ୍ତି କି ??

ଭୁବେନେଶ୍ୱର : ଆଜିକାଲି ଲୋକ ମାନେ ଧୀରେ ଧୀରେ ଅଳସୁଆ ହେଇଗଲେଣି! ସାଧାରଣତଃ ସହଜ ଉପାୟକୁ ଆପଣାଇଛନ୍ତି ତେବେ ଏହି ସହଜ ଉପାୟ ଯେ ଗୋଟେ ବ୍ୟକ୍ତିର ଜୀବନକୁ ଆଳସ୍ୟ କରିଦେଉଛି ତାହା କେହି ବୁଝିବାକୁ ଚେଷ୍ଟା କରୁନାହାନ୍ତି ! ବଜାର ଯାଇ କିଣିବାକୁ କାହା ପାଖେ ସମୟ ନାହିଁ । ଘରେ ବସି ମୋବାଇଲ ଜରିଆରେ ଜିନିଷ କିଣିବା ସହଜ ହୋଇଗଲାଣି । ଏହି ସପିଂ ଅଭ୍ୟାସ ଶରୀର ପାଇଁ ବେଶ କ୍ଷତିକାରକ ହୋଇପାରେ ବୋଲି … Read more

ବନ ବିଭାଗ ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍‌ ||

କୋରାପୁଟ : ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର । ଜୟପୁର ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ଏହି ଚଢାଉରେ ୬ ଜଣ ଡିଏସପି, ୫ ଜଣ ଇନିସ୍ପେକ୍ଟର, ୯ ଜଣ ଏଏସଆଇଙ୍କ ସହ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି । ଏହି ଚଢାଉରେ ବର୍ତ୍ତମାନ ସୁଦ୍ଧା ୩.୫ ଲକ୍ଷ ଟଙ୍କା ଜବତ ହୋଇଛି । … Read more

ପାଟନା: ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ବୁଧବାର ବିହାର ବିଧାନସଭାରେ ଏକ ବଡ଼ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଯେତେବେଳେ ଆରଜେଡି ନେତା ତେଜସ୍ୱୀ ଯାଦବ ସ୍ୱତନ୍ତ୍ର ସଂଶୋଧନ କରିବା ନେଇ ତୀବ୍ର ପ୍ରଶ୍ନ ପଚାରିଲେ, ସେତେବେଳେ ନୀତିଶ କୁମାର ତାଙ୍କ ଆସନରୁ ଉଠିପଡ଼ି ତାଙ୍କୁ ଛୁଆ ବୋଲି କହିଥିଲେ। ଏହା ସହ ତାଙ୍କ ବାପାଙ୍କ ସରକାରରେ କୌଣସି ଉନ୍ନତିମୂଳକ କାମ ହୋଇନଥିବା କହିଥିଲେ। ଆଗକୁ ନିର୍ବାଚନ ଥିବା ବେଳେ ଏବେ ବିହାରରେ ରାଜନୀତି ଜୋରସୋରରେ ଆରମ୍ଭ ହୋଇଛି। … Read more

ଖୋଲିବ ୨ ନୂଆ OISF ବାଟାଲିୟନ୍, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ :

ମୟୂରଭଞ୍ଜରେ ସର୍ବାଧିକ ୧୩ଟି କୋର୍ଟ ସ୍ଥାପନ ହେବରାଜ୍ୟରେ ଖୋଲିବ ଆଉ ୫୬ଟି ସିଭିଲ କୋର୍ଟ । ରାଜ୍ୟ ଆଇନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ପୁରୀ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ୫୬ଟି ନୂଆ କୋର୍ଟ ଖୋଲିବ । ଏହାସହ ୮୪୦ ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି । ମୟୂରଭଞ୍ଜରେ ସର୍ବାଧିକ ୧୩ଟି କୋର୍ଟ ସ୍ଥାପନ ହେବ … Read more

ପାଟନା: ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ:

ବୁଧବାର ବିହାର ବିଧାନସଭାରେ ଏକ ବଡ଼ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଯେତେବେଳେ ଆରଜେଡି ନେତା ତେଜସ୍ୱୀ ଯାଦବ ସ୍ୱତନ୍ତ୍ର ସଂଶୋଧନ କରିବା ନେଇ ତୀବ୍ର ପ୍ରଶ୍ନ ପଚାରିଲେ, ସେତେବେଳେ ନୀତିଶ କୁମାର ତାଙ୍କ ଆସନରୁ ଉଠିପଡ଼ି ତାଙ୍କୁ ଛୁଆ ବୋଲି କହିଥିଲେ। ଏହା ସହ ତାଙ୍କ ବାପାଙ୍କ ସରକାରରେ କୌଣସି ଉନ୍ନତିମୂଳକ କାମ ହୋଇନଥିବା କହିଥିଲ ଆଗକୁ ନିର୍ବାଚନ ଥିବା ବେଳେ ଏବେ ବିହାରରେ ରାଜନୀତି ଜୋରସୋରରେ ଆରମ୍ଭ ହୋଇଛି। ବିହାରରେ କ୍ଷମତା ହାସଲ କରିବା ପାଇଁ … Read more

ସଭ୍ୟ ସମାଜକୁ କଳଙ୍କିତ କରୁଛି ବଢୁଥିବା ନାରୀ ନିର୍ଯାତନା ||

ସହରର ଚାକଚକ୍ୟଠାରୁ ଆରମ୍ଭ କରି ଗାଁର ଶାନ୍ତ ପରିବେଶ ପର୍ଯ୍ୟନ୍ତ, ସବୁଠି ନାରୀଟିଏ ଆଜି ଭୟ ଓ ଆଶଙ୍କାରେ ବଞ୍ଚିବାକୁ ବାଧ୍ୟ । ଆଇନର ଶାସନ ଥିବା ଏକ ଗଣତାନ୍ତ୍ରିକ ଦେଶରେ ନାରୀର ସୁରକ୍ଷା ଆଜି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି! ଘରୁ ଗୋଡ଼ କାଢ଼ିଲେ ଅସୁରକ୍ଷିତ, ଘରେ ରହିଲେ ବି ନିର୍ଯାତିତ । ଏହା ହେଉଛି ଆଜିର ସମାଜରେ ନାରୀର କଠୋର ବାସ୍ତବତା । ଦିନକୁ ଦିନ ରାଜ୍ୟରେ ନାରୀଙ୍କ ପ୍ରତି ବଢିଚାଲିଥିବା ଅସଦାଚରଣ, … Read more

ଲ୍ୟାଣ୍ଡିଂବେଳେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ ||

ନୂଆଦିଲ୍ଲୀ :ଦିଲ୍ଲୀ ବିମାନବନ୍ଦରରେ ଲ୍ୟାଣ୍ଡିଂ ବେଳେ ମଙ୍ଗଳବାର ଏକ ଏୟାର ଇଣ୍ଡିଆ ବିମାନରେ ନିଆଁ ଲାଗିଯାଇଥିଲା। ବିମାନର ପଛଭାଗରେ ଥୁବା ଅକ୍ତିଲାରୀ ପାଓ୍ବାର ୟୁନିଟ୍ (ଏପିୟୁ) ହଠାତ୍ ଜଳିବାରେ ଲାଗିଥିଲା। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି ଏବଂ ପାଇଲଟ, କୁ ମେମ୍ବରଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ଏଆଇ ୩୧୫ ବିମାନଟି ଦିନ ୧୨ଟା ୧୨ରେ ହଂଙ୍କରୁ ଦିଲ୍ଲୀ ଆସିଥିଲା। ଏହା ଅବତରଣ କରିବା ଏବଂ ଗେଟରେ ପାକିଂ କରିବା ପରେ … Read more

ଯୁବମୋର୍ଚ୍ଚା ସଭାପତି ଅଭିଳାଷ ବର୍ଷିଲେ ||

ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଅସଲ ଚେହେରା ଜଣାପଡ଼ିଛିଏବେ ନୈତିକତା ଦୃଷ୍ଟିରୁ ଭକ୍ତ ଦାସ ପଦରୁ ଇସ୍ତଫା ଦିଅନ୍ତୁ | ଗିରଫ ଉଦିତଙ୍କୁ ସସପେଣ୍ଡ କରି କଂଗ୍ରେସ ହାତ ସଫା କରିବାକୁ ଚାହୁଁଛି ଅଳକା ଲାମ୍ବା ଓ ସୋଫିଆ ଫିର୍କୋଷ ସାମ୍ବାଦିକ ସମ୍ମିଳନୀ କରିବେ କି?ଭୁବନେଶ୍ବର, ତା ୨୧ ।୭ (ପିଏନଏସ).ସୋମବାର ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଗିରଫ ଘଟଣାରେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ … Read more

ଅଙ୍ଗଦାନ ଅଟେ ମହତ ଦାନ ||

ଅଙ୍ଗଦାନ କରି ମହାନ ହୋଇଗଲେ ସୌମ୍ୟ କିମ୍‍ସରେ ଓଡ଼ିଶାର ପ୍ରଥମ ସଫଳ ବହୁଅଙ୍ଗ ପ୍ରତିରୋପଣ ସଫଳ ହେଇଛି !କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌ (କିମ୍‍ସ)ରେ ପ୍ରଥମଥର ପାଇଁ ବହୁଅଙ୍ଗ ପ୍ରତିରୋପଣ ସଫଳତାର ସହ କରାଯାଇଛି। ନୟାଗଡ଼ର ୩୭ ବର୍ଷ ବୟସ୍କ ସୌମ୍ୟ ରଞ୍ଜନ ବେହେରାଙ୍କ ବ୍ରେନ୍ ଷ୍ଟ୍ରୋକ୍ ହେବା ପରେ ଗତ ୧୦ ତାରିଖରେ ତାଙ୍କୁ କିମ୍‍ସରେ ଭର୍ତ୍ତି କରାଯାଇଥିଲା।