ପୁଣି ଭାରତୀୟ ଫେରିଲେ :

୧୭୦୦ ଭାରତୀୟଙ୍କୁ ବିଦା କରିଛି ଆମେରିକା୧୭୦୦ ଭାରତୀୟଙ୍କୁ ବିଦା କରିଛି ଆମେରିକା୭ ମାସରେ ଆମେରିକା ପାଖାପାଖି ୧୭୦୩ ଭାରତୀୟ ନାଗରିକଙ୍କୁ ଦେଶରୁ ନିର୍ବାଶିତ କରିଛି । ଯେଉଁଥରେ ୧୪୧ ମହିଳା ସାମିଲ ଅଛନ୍ତି । ଲୋକସଭାରେ ଏହି ସୂଚନା ଦେଇଛନ୍ତି ବିଦେଶ ରାଜ୍ୟ ମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂ । ସିଂ କହିଛନ୍ତି ୨୦୨୦ରୁ ୨୦୨୪ ମଧ୍ୟରେ ୫ ହଜାର ୫ଶହ ୪୧ ଭାରତୀୟଙ୍କୁ ଆମେରିକାରୁ ବିଦା କରାଯାଇଥିଲା ।ଚଳିତ ବର୍ଷ ୨୨ ଜୁଲାଇ ପର୍ଯ୍ୟନ୍ତ ଆମରିକାରୁ … Read more

କଥା ଦେଇ କଥା ରଖିଲି :

ମୋଦୀ ବାରଣାସୀ ଆଜି ନିଜର ସଂସଦୀୟ କ୍ଷେତ୍ର ବାରଣାସୀରୁ ସାରା ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି, ‘‘ଆଜି ମୁଁ ‘ଅପରେସନ ସିନ୍ଦୂର’ ପରେ ପ୍ରଥମ ଥର ପାଇଁ କାଶୀ ଆସିଛି। ଯେତେବେଳେ ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ସେମାନଙ୍କ ପରିବାରର ସେହି ପିଲାମାନେ ଓ ଝିଅମାନଙ୍କ ଯନ୍ତ୍ରଣା ଦେଖି … Read more

ଆଜି ଖାତାକୁ ଆସିବ 2000 :

ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ଖୁସି ଖବର। ଆଜି ଆସିବ ପିଏମ କିଶାନ ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଲେଖାଏଁ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୦ତମ କିସ୍ତି ପ୍ରଦାନ କରାଯିବ । ୧୦ କୋଟି କୃଷକଙ୍କ ପାଖକୁ ପଠାଯିବ ୨୦ ହଜାର ୫୦୦ କୋଟି ଟଙ୍କା । ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୦ତମ କିସ୍ତି ପ୍ରଦାନ କରାଯିବ । କୃଷି … Read more

କାହିଁକି ନିର୍ଦ୍ଧେଶ ଦେଲେ ରାଷ୍ଟ୍ରପତି :

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିର୍ଦ୍ଦେଶ, ରୁଷରେ ଦୁଇଟି ପରମାଣୁ ବୁଡ଼ାଜାହାଜ ହେଲା ମୁତୟନଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ସେ ରୁଷରେ ଦୁଇଟି ପରମାଣୁ ବୁଡ଼ାଜାହାଜ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବତନ ରୁଷ ରାଷ୍ଟ୍ରପତି ଏବଂ ବର୍ତ୍ତମାନ ରୁଷ ସୁରକ୍ଷା ପରିଷଦର ଉପ-ସଭାପତି ଦିମିତ୍ରୀ ମେଦଭେଦେବଙ୍କ ଧମକର ଜବାବରେ ଟ୍ରମ୍ପ ଏହି ନିର୍ଦ୍ଦେଶ ଦେଇଛନ୍ତି ଯେ। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି କହିଛନ୍ତି … Read more

ଭାରତ ଆଣିବନି ତେଲ :

ହଁ ଆଜ୍ଞା ଭାରତ ଆଉ ଋଷରୁ ତେଲ କିଣିବ ନାହିଁ, ଏହା ଏକ ଭଲ ପଦକ୍ଷେପ, ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଦାବି !ମୁଁ ଶୁଣିବାକୁ ପାଇଛି ଯେ ଭାରତ ଋଷରୁ ତେଲ କିଣିବା ବନ୍ଦ କରିଦେଇଛି !ସତରେ କଣ ଟ୍ରମ୍ପଙ୍କ ବାଚଳାମି ବଢିବାରେ ଲାଗିଛି ? କାରଣ ଆମେ ଏଇଥିପାଇଁ କହୁଛୁ ଯେ ଟ୍ରମ୍ପ ପୁଣି ଏକ ଦାବି କରିଛନ୍ତି ଭାରତର ତେଲ କିଣିବାକୁ ନେଇ । ଯାହାର କିଛି ସତ୍ୟତା ନାହିଁ । ଟ୍ରମ୍ପ ଦାବି … Read more

ସେନାକୁ ବଡ଼ ସଫଳତା :

ଗୁଳିରେ ଟଳିଲା ଜଣେ, ଧରାପଡ଼ିଲେ ୨ ଆତଙ୍କବାଦୀ :ସେନାକୁ ସଫଳତା: ଗୁଳିରେ ଟଳିଲା ଜଣେ, ଧରାପଡ଼ିଲେ ୨ ଆତଙ୍କବାଦୀଶ୍ରୀନଗର ସେନାକୁ ପୁଣି ସଫଳତା । ଜାମ୍ମୁ କାଶ୍ମୀରରେ ଜଣେ ଆତଙ୍କବାଦୀକୁ ନିପାତ କଲେ ଯବାନ । ବାକି ୨ ଜଣ ଆତଙ୍କୀ ଧରାପଡ଼ିଥିବା ସୂଚନା ମିଳିଛି । ତେବେ ଅପରେସନ୍ ଅଖଲ ଜରିଆରେ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦିଆଯାଉଛି ।ଶୁକ୍ରବାର ଜାମ୍ମୁ କାଶ୍ମୀରର ଅଖଲ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ଯରେ ଗୁଳି ବିନିମୟ ହୋଇଥିଲା । … Read more

ପାକିସ୍ତାନ କୁ ଶେଷ କରିବ ଭାରତ :

ଓ୍ୱାଟର୍ ବମ୍’ରେ ପାକିସ୍ତାନକୁ ମାରିବ ଭାରତ ! ଶୋଷରେ ମରିବ ଶତ୍ରୁ ଦେଶ! ତଥ୍ୟ ଅନୁଯାୟୀଏନଏଚପିସି (NHPC) ଜୁଲାଇ ୨୯ ତାରିଖରେ ଜାମ୍ମୁ କାଶ୍ମୀରର ଚେନାବ୍ ନଦୀ ଉପରେ ୧୮୫୬ ମେଗାଓ୍ୱାଟର ଏହି ହାଇଡ୍ରୋପାଓ୍ୱାର ପ୍ରୋଜେକ୍ଟ ପାଇଁ ଗ୍ଲୋବାଲ୍ ଟେଣ୍ଡର ଡାକିଛି । ଏଥି ପାଇଁ ମୋଟ ୨୨ ହଜାର ୭୦୪ କୋଟି ଟଙ୍କା ଖର୍ଚ୍ଚ ହେବ । ଆଉ ଏହି ପ୍ରୋଜେକ୍ଟ ଏବେ ପାକିସ୍ତାନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।ସିନ୍ଧୁ ଜଳ ଚୁକ୍ତିକୁ … Read more

ପ୍ରଧାନମନ୍ତ୍ରୀଙ୍କ ୭୫ ବର୍ଷ ଜନ୍ମଦିନରେ ଏକ୍ ପେଡ୍ ମା’ କେ ନାମ୍ ଅଭିଯାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଗୋଟିଏ ଦିନରେ ଲାଗିବ ୭୫ ଲକ୍ଷ ଗଛ :

ଭୁବନେଶ୍ୱର : ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ୭୫ ବର୍ଷରେ ପ୍ରଦାର୍ପଣ କରିବାକୁ ଯାଉଛନ୍ତି । ଦେଶପ୍ରତି, ବିଶେଷକରି ଓଡିଶା ପ୍ରତି, ପ୍ରଧାନମନ୍ତ୍ରୀଙ୍କ ଅନେକ ଅବଦାନ ରହିଛି । ଗତ ବର୍ଷ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ଓଡିଶା ଆସି ଆମର ମା’ ମାନଙ୍କ ସମ୍ମାନରେ ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ । ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା, ଓଡିଶାବାସୀଙ୍କ ପ୍ରତି ସଦିଚ୍ଛାର ସମ୍ମାନ ଜଣାଇ ଏକ୍ ପେଡ୍ ମା କେ … Read more

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଝଟକା :

ଜେଲ ଯିବେ ପିଟିଆଇ ସାଂସଦଙ୍କ ସମେତ ୧୬୬ ସଦସ୍ୟ : ଇସ୍ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ଼ ଝଟକା ଲାଗିଛି । ଏକ କୋର୍ଟ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳର କିଛି ସାଂସଦଙ୍କ ସମେତ ୧୬୬ ଜଣ ସଦସ୍ୟଙ୍କୁ ୧୦ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି । ସେମାନଙ୍କ ବିରୋଧରେ ୯ ମେ’, ୨୦୨୩ରେ ପଞ୍ଜାବ ପ୍ରଦେଶରେ ଆଇଏସଆଇ କୋଠା ଏବଂ ଅନ୍ୟାନ୍ୟ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ମାମଲା … Read more

କାହିଁକି ଫେରିଆସିଲା ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ, ଜଣାପଡ଼ିଲା ତାର କାରଣ :

ନୂଆଦିଲ୍ଲୀ: ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଉଡ଼ାଣ ଭରିବାର କିଛି ସମୟ ପରେ ଫେରି ଆସିଛି । ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର ବିମାନ ନମ୍ବର AI2017କୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପୁଣି ଦିଲ୍ଲୀ ବିମାନବନ୍ଦରକୁ ଫେରିବାକୁ ପଡ଼ିଛି । ଏବେ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ଲଣ୍ଡନ ପଠାଇବାର ବ୍ୟବସ୍ଥା କରାଯାଉଛି ।ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ, ଜୁଲାଇ ୩୧ ତାରିଖରେ ଦିଲ୍ଲୀରୁ ଲଣ୍ଡନ ଯାଉଥିବା … Read more