ଆଜିର ରାଶିଫଳ :କେମିତି କଟିବ ଆଜିର ଦିନ !

By -SUBHASMITA 20 Aug 2025ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।ବୃଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।ମିଥୁନ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା … Read more

“ଇଂରାଜୀ ପଢିପାରୁନାହାନ୍ତି ଅଷ୍ଟମ ଶ୍ରେଣୀ ପିଲା; ତାଜୁବ୍ ହେଲେ ଜିଲ୍ଲାପାଳ”

By -Subhasmitaଗଞ୍ଜାମ: ସ୍କୁଲର ପାଠପଢ଼ାର ସ୍ଥିତି ନେଇ ପୁନିଥରେ ପ୍ରଶ୍ନ ଉଠିଛି । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍ ହଠାତ୍ ପାତ୍ରପୁର ବ୍ଲକ ସୁବର୍ଣ୍ଣପୁର ବିଦ୍ୟାଳୟ ପରିଦର୍ଶନ କଲାବେଳେ ଚମକପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଲା ।ଜିଲ୍ଲାପାଳ ପିଲାଙ୍କୁ ବହି ପଢିବାକୁ କହିଥିଲେ । ଓଡ଼ିଆ ବହି ସୁଗମରେ ପଢିଥିଲେ ପିଲାମାନେ, କିନ୍ତୁ ଯେବେ ଇଂରାଜୀ ବହି ପଢିବାର କଥା ଆସିଲା, ଅଷ୍ଟମ ଶ୍ରେଣୀର ପିଲାମାନେ ମଧ୍ୟ ପଢିପାରିଲେନାହିଁ। କେହି କେହି ଅଳ୍ପଶବ୍ଦ ଉଚ୍ଚାରଣ କରିପାରିଲେ, ତେବେ ଅନ୍ୟମାନେ … Read more

କିଏ ହେବେ ଇଣ୍ଡିଆ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ?

ଆଜି ହୋଇପାରେ ଘୋଷଣା, ଗାନ୍ଧୀଙ୍କ ଅଣନାତିଙ୍କ ନାଁ ସହିତ କିଛି ଚେହେରା ଉପରେ ଚର୍ଚ୍ଚାBy -SUBHASMITA Aug – 19 2025 ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ– ଏହାକୁ ନେଇ ରାଜନୈତିକ ପଟଭୂମିରେ ଚର୍ଚ୍ଚା ତୀବ୍ର ହୋଇଛି। ଏନଡିଏ ଇତିମଧ୍ୟେ ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ନିଜ ପ୍ରାର୍ଥୀ ଭାବେ ଘୋଷଣା କରିଦେଇଛି। କିନ୍ତୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏଯାଏଁ ନାଁ ଘୋଷଣା ହୋଇନଥିବାରୁ ସମସ୍ତଙ୍କ ନଜର ବିରୋଧୀ ଶିବିର ଉପରେ।ଆଜି କଂଗ୍ରେସ ଅଧ୍ୟକ୍ଷ … Read more

ଅଦିନିଆ ରଥଯାତ୍ରାକୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧ

By Social Talk TeamPublished 18.08.2025 ପୁରୀ ଶ୍ରୀକ୍ଷେତ୍ର ଧାମ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦିପୀଠ l ଏଠାରେ ପାଳନ ହେଉଥିବା ରୀତିନୀତି ଅନୁଯାୟୀ ଅନ୍ୟ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିର ମୁଖ୍ୟତଃ ନିୟମ ଅନୁସାରେ ହିଁ ପୂଜାବିଧି ସମ୍ପାଦନ କରିଥାନ୍ତି l କିନ୍ତୁ କିଛି ବର୍ଷ ହେବ ଇସ୍କନ ଦ୍ଵାରା ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ ଦେଖିବାକୁ ମିଳିଛି, ଯାହାକି ପ୍ରତିଟି ଜଗନ୍ନାଥ ପ୍ରେମୀ ଓ ଓଡ଼ିଆଙ୍କ ଭାବାବେଗକୁ କୁଠାରଘାତ କରିଛି l ତେଣୁ … Read more

କାହିଁକି ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ସି.ପି. ରାଧାକ୍ରିଷ୍ଣନ?

By Social Talk TeamPublished 18.08.2025 ମହାରାଷ୍ଟ୍ରର ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ରୂପେ ଘୋଷଣା କରିଛି ବିଜେପି l ସମସ୍ତ ଏନଡିଏର ସହଯୋଗୀ ଦଳ ମାନଙ୍କ ପୂର୍ଣ୍ଣ ସମର୍ଥନ ତାଙ୍କ ପଛରେ ରହିଥିବା ବିଷୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେ.ପି.ନଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ତାମିଲନାଡୁରେ ଜନ୍ମିତ ରାଧାକ୍ରିଷ୍ଣନ ମାତ୍ର ୧୬ ବର୍ଷ ବୟସରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ସହ ଜଡିତ ହୋଇ ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟି … Read more

ପ୍ରେମାନନ୍ଦ ମହାରାଜଏମିତି କାହିଁକି କହିଲେ !

ଆଧ୍ୟାତ୍ମିକ ଗୁରୁ ଶ୍ରୀ ପ୍ରେମାନନ୍ଦ ମହାରାଜ । ଦେଶରେ ତାଙ୍କୁ କିଏ ବା ନଜାଣେ । ଘରେ ଘରେ ବେଶ ପରିଚିତ ମହାରାଜ ଜୀ । ଶ୍ରୀ ରାଧାରାଣୀଙ୍କ ଭଜନ କୀର୍ତ୍ତନ କରୁଥିବା ପ୍ରେମାନନ୍ଦ ମହାରାଜଙ୍କ କଥା ଯିଏ ବି ଶୁଣିବ ସିଏ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବ । କାରଣ ନିଜର ଦୁଇଟି ଯାକ କିଡନୀ ଫେଲ ହେଲା ପରେ ବି ଜନତାଙ୍କୁ ସତମାର୍ଗରେ ନେବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି, ପ୍ରବଚନ ବି ଦେଉଛନ୍ତି । … Read more

କିଏ ହେବେ ଦଳରେ ସାମିଲ?

By Social Talk TeamPublished 16.08.2025 ଆସନ୍ତା ଏସିଆ କପ୍ ଟ୍ଵେଣ୍ଟି ଟ୍ଵେଣ୍ଟି ଫର୍ମାଟରେ ଖେଳାଯିବାକୁ ଥିବାରୁ ଭାରତୀୟ ଦଳରେ କିଏ ସାମିଲ ହେବେ ସେଥିପାଇଁ ବିସିସିଆଇ ପକ୍ଷରୁ ଅଗଷ୍ଟ୧୯ ତାରିଖରେ ଦଳ ଘୋଷଣା କରାଯିବ l ତେବେ ଏହା ପୂର୍ବରୁ ପ୍ରଶ୍ନ ଉଠୁଛି କିଏ ହେବେ ସାମିଲ? କିଏ ପଡିବେ ବାଦ ଏବଂ କିଏ ହେବେ ଅଧିନାୟକ ଓ ଉପଅଧିନାୟକ? ନିକଟରେ ସମାପ୍ତ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଡ୍ର ପରେ ଏବେ ଦଳ … Read more

FASTag Annual Pass:

ପ୍ରଥମ ଦିନରେ ୧.୪ ଲକ୍ଷ ୟୁଜର୍ସର ଜବରଦସ୍ତ ସଫଳତା BY_ SUBHASMITA AUG 13 2025 ଭୁବନେଶ୍ବର, ୧୬ ଅଗଷ୍ଟ ୨୦୨୫: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଆନୁଷ୍ଠାନିକ ଭାବରେ FASTag Annual Pass ଲଞ୍ଚ କରିଛି, ଯାହା ଦେଶବ୍ୟାପୀ ଚୟନିତ ଜାତୀୟ ରାଜପଥ (NH) ଏବଂ ଜାତୀୟ ଏକ୍ସପ୍ରେସୱେ (NE) ରେ ପ୍ରାୟ ୧,୧୫୦ ଟୋଲ୍ ପ୍ଲାଜାରେ ବ୍ୟବହୃତ ହେବ।ପ୍ରଥମ ଦିନରେ ୟୁଜର୍ସଙ୍କ ମଧ୍ୟରୁ ଏହି Annual Pass ପାଇଁ ଜବରଦସ୍ତ ରିସ୍ପନ୍ସ ମିଳିଛି। … Read more

ଓଡ଼ିଶାରେ ଖୋଲାଯାଉଛି ନୂଆ ୪ଟି ମେଡିକାଲ କଲେଜ,

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଚିକିତ୍ସା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ଡେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରରେ ଆଉ ୪ଟି ସରକାରୀ ମେଡିକାଲ କଲେଜ ଖୋଲାଯିବ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟର ୧୨ଟି ସରକାରୀ ମେଡିକାଲ କଲେଜ ରହିଛି ଓ ବ୍ରହ୍ମପୁର ମେଡିକାଲ କଲେଜକୁ ଏମ୍ସ ପ୍ଲସ ସ୍ତରକୁ ଉନ୍ନତ କରିବା ପ୍ରସ୍ତାବ ଅଛି। ଏହି କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ।ସହ ଏହାରେ … Read more

ଚେନ୍ନାଇ ଛାଡିବେ ଅଶ୍ବିନ :

By Social Talk TeamPublished 16.08.2025 ଇଣ୍ଡିଆନ୍ ପ୍ରିମିଅର ଲିଗର ଅନ୍ୟତମ ସଫଳ ଦଳ ରୂପେ ପରିଚିତ ଚେନ୍ନାଇ ସୁପର କିଙ୍ଗସ୍ ସହ ସମ୍ପର୍କ ତୁଟାଇବା ପାଇଁ ଯାଉଛନ୍ତି ଅଲରାଉଣ୍ଡର ରବି ଚନ୍ଦ୍ରନ୍ ଅଶ୍ବିନ l ଚଳିତବର୍ଷ ଅନୁଷ୍ଠିତ ଆଇପିଏଲ ଟୁର୍ନାମେଣ୍ଟରେ ଚେନ୍ନାଇ ତାର ଇତିହାସରେ ସବୁଠୁ ଖରାପ ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଥିଲା l ତେଣୁ ଅଧିକ ଟଙ୍କା ଖର୍ଚ୍ଚ କରି କିଣି ଥିବା କିଛି ଖେଳାଳି ଯେଉଁମାନେ ଚଳିତ ବର୍ଷ … Read more