ଲଘୁଚାପ ପ୍ରଭାବରେ ୩୦ ଯାଏଁ ଅବିରତ ବର୍ଷା :
ମାଲକାନଗିରିରେ ଅରେଞ୍ଜ ୱାର୍ଣ୍ଣିଂ By- SUBHASMITA Aug 27 2025 ଭୁବନେଶ୍ୱର, 27 ଅଗଷ୍ଟ 2025: ରାଜ୍ୟରେ ବର୍ଷା ଲାଗିଥିବା ଅବସ୍ଥାରେ ବଙ୍ଗୋପସାଗରରେ ଆଜି ସକାଳେ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପାଣିପାଗ ବିଭାଗ କହିଛି, ଏହି ଲଘୁଚାପ ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ସରିବା ସହ ଆସନ୍ତା ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବ। ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ 30–40 କି.ମି. ବେଗରେ ପବନ ବହିବା ଆଶଙ୍କା ରହିଛି। ଏହିକାରଣରୁ ମାଲକାନଗିରି … Read more