ଛୁଟିକୁ ଅବହେଳା କରି ନିରନ୍ତର କାର୍ଯ୍ୟରେ ବ୍ୟସ୍ତ ମୁଖ୍ୟମନ୍ତ୍ରୀ :
By – SUBHASMITA Aug 29 2025 ଭୁବନେଶ୍ୱର, ଅଗଷ୍ଟ 29: ସରକାରୀ ଛୁଟିଦିନରେ ସାଧାରଣତଃ ସମସ୍ତେ ବିଶ୍ରାମ କରନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ ତାହାରୁ ଅଲଗା। ନୂଆଁଖାଇ, ଗଣେଶ ପୂଜା ଓ ଆସନ୍ତାକାଲିର ଛୁଟିଦିନକୁ ସେ ନିଜର ବ୍ୟସ୍ତ ସରକାରୀ କାର୍ଯ୍ୟକ୍ରମରେ ବ୍ୟତୀତ କରୁଛନ୍ତି। ଦାୟିତ୍ୱ ନେବା ପରଠାରୁ ପ୍ରତିଦିନ ସକାଳୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ, ମିଟିଂ ଓ ଫାଇଲ କାମରେ ସେ ବ୍ୟସ୍ତ ରହୁଛନ୍ତି। ଗତକାଲି ସେ ୫୧ଲକ୍ଷରୁ ଅଧିକ ଚାଷୀଙ୍କ … Read more