ସାନ୍ତାଳୀ ଶାଢ଼ିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, ବୁଣା ବସ୍ତ୍ର ପିନ୍ଧିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ :

By -SUBHASMITA ସେପ୍ଟେମ୍ବର 3 2025 ଭୁବନେଶ୍ୱର : ଦେଶର ପାରମ୍ପରିକ ବୟନ ଶିଳ୍ପକୁ ପୁନରୁଦ୍ଧାର କରିବାକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ । ରବିବାର ୧୨୪ତମ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ମହିଳାଙ୍କ ସଫଳତାର କାହାଣୀ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ୬୫୦ରୁ ଅଧିକ ଆଦିବାସୀ ମହିଳା ସାନ୍ତାଳୀ ଶାଢ଼ିକୁ ପୁନରୁଦ୍ଧାର କରି, ନିଜେମାନଙ୍କ ପାଇଁ ମାସକୁ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । … Read more

ମହାନଦୀରେ ବୁଡ଼ି ନିଖୋଜ ଛାତ୍ର, ଖୋଜାଖୋଜି ଜାରି

By -SUBHASMITA ସେପ୍ଟେମ୍ବର 3 2025 କଟକ : କଟକ ଶିଖରପୁର କାଳୀ ମନ୍ଦିର ନିକଟରେ ମହାନଦୀରେ ବୁଡ଼ି ଗୋଟିଏ ସ୍କୁଲ ଛାତ୍ର ନିଖୋଜ ହୋଇଛନ୍ତି । ନିଖୋଜ ଛାତ୍ରଙ୍କ ପରିଚୟ ହେଉଛି ଶିଖରପୁର ଗଉଡ଼ ସାହିର ବାସିନ୍ଦା ପ୍ରଭୁଦତ୍ତ ସେନାପତି । ସୂଚନା ଅନୁସାରେ, ମଙ୍ଗଳବାର ଦିନ ସେ ନଦୀ କୂଳରେ ଗୋଡ଼ ଧୋଇବାକୁ ଯାଇଥିବା ବେଳେ ପାଣିରେ ପଡ଼ିଥିବା ସନ୍ଦେହ କରାଯାଉଛି । ଖବର ପାଇ, ଚାଉଳିଆଗଞ୍ଜ ଥାନା ପୁଲିସ ଓ ଦମକଳ ବାହିନୀ … Read more

ଏସିଆ କପ ହକି:

ସୁପର ଫୋରରେ ଦକ୍ଷିଣ କୋରିଆ ସହିତ ଭାରତର ମୁକାବିଲ By -SUBHASMITA ସେପ୍ଟେମ୍ବର 3 2025 କଟକ, ସେପ୍ଟେମ୍ବର ୩ : ଏସିଆ କପ ହକିରେ ଭାରତ ଦମଦାର ଫର୍ମରେ ରହିଛି । ଲଗାତାର ଦୁଇଟି ମ୍ୟାଚରେ ଅପରାଜେୟ ରହିଥିବା ହରମନପ୍ରୀତଙ୍କ ଟିମ୍‌ ଆଜି ସୁପର ଫୋରରେ ଦକ୍ଷିଣ କୋରିଆଙ୍କ ସହିତ ହାଇ-ଭୋଲଟେଜ୍‌ ମୁକାବିଲାକୁ ପ୍ରସ୍ତୁତ । ଗ୍ରୁପ ମ୍ୟାଚରେ କୋରିଆର ପରିଣାମ ଭଲ ନଥିଲା । ସେମାନେ ୪-୧ ଗୋଲରେ ମାଲେସିଆଙ୍କୁ ହାରିଥିଲେ । ଭାରତ-କୋରିଆ … Read more

ଓଡ଼ିଶାରେ ପ୍ରବଳ ବର୍ଷା:

୪ ଜିଲ୍ଲାରେ ରେଡ ଆଲର୍ଟ, ୮ ଜିଲ୍ଲାକୁ ଅରେଞ୍ଜ ସତର୍କତା By -SUBHASMITA ସେପ୍ଟେମ୍ବର 3 2025 ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଓଡ଼ିଶାରେ ବିପୁଳ ବର୍ଷା ଆଣିଛି । ପାଣିପାଗ ବିଭାଗ ଆଜି ୪ଟି ଜିଲ୍ଲା ପାଇଁ ରେଡ ଆଲର୍ଟ ଓ ୮ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ସୂଚନା ଅନୁସାରେ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା … Read more

ସହିଦନଗର ଦୁର୍ଗାପୂଜାରେ ଚାନ୍ଦିମେଢ଼ ଓ ସ୍ବର୍ଣ୍ଣାଳଙ୍କାରର ରଜତ ରୂପ, ୪୮ତମ ବର୍ଷରେ ବିଶେଷ ଆକର୍ଷଣ

By -SUBHASMITA ସେପ୍ଟେମ୍ବର 2 2025 ଭୁବନେଶ୍ବର : ରାଜଧାନୀର ପ୍ରସିଦ୍ଧ ‘ସହିଦନଗର ଦୁର୍ଗାପୂଜା’ ଏବେ ୪୮ତମ ବର୍ଷରେ ପଦାର୍ପଣ କରୁଛି। ସବୁବେଳେ ଅନ୍ୟଠାରୁ ଭିନ୍ନ ଓ ଆକର୍ଷଣୀୟ ପ୍ରସ୍ତୁତି ପାଇଁ ପରିଚିତ ଏହି ପୂଜାମଣ୍ଡପ ଏଥର କୌଣସି ପ୍ରାଚୀନ ଐତିହ୍ୟର ନକଲ କରିବା ପାଇଁ ନୁହେଁ, ବରଂ ସୃଜନଶୀଳ କାଳ୍ପନିକ ଡିଜାଇନ୍‌ରେ ଗଢ଼ି ଉଠିବ। ୮୫ ଫୁଟ୍‌ ଉଚ୍ଚ ଓ ୧୩୦ ଫୁଟ୍‌ ଚଉଡ଼ା ତୋରଣରେ ୫୦ ଜଣ ବଙ୍ଗୀୟ କାରିଗର ନିଜ କୌଶଳ ଦେଉଛନ୍ତି। … Read more

ମଝି ଆକାଶରେ ଜୀବନରକ୍ଷକ:

ଡାକ୍ତରଙ୍କ ସିପିଆରରେ ଯାତ୍ରୀଙ୍କୁ ନୂଆ ଜୀବନ By -SUBHASMITA ସେପ୍ଟେମ୍ବର 2 2025 ଭୁବନେଶ୍ୱରରୁ ରାୟପୁରକୁ ଯାଉଥିବା ଏକ ବିମାନରେ ଅଚାନକ ଜଣେ ମହିଳା ଯାତ୍ରୀ ଅଚେତ ହୋଇ ପଡ଼ିଯାଇଥିଲେ। ଯାତ୍ରୀମାନଙ୍କ ମଧ୍ୟରେ ଭୟଙ୍କର ଅସ୍ଥିରତା ସୃଷ୍ଟି ହେବା ସମୟରେ, କଟକ ଏସସିବି ମେଡିକାଲର ଅତିରିକ୍ତ ଅଧିକ୍ଷକ ଡାକ୍ତର ଜ୍ୟୋତିର୍ମୟ ନାୟକ, ଯିଏ ସେହି ବିମାନରେ କନଫରେନ୍ସରେ ଯୋଗଦେବାକୁ ଯାଉଥିଲେ, ଦେବଦୂତ ସାଜିଲେ। ଡାକ୍ତର ନାୟକ ତୁରନ୍ତ ସାହାଯ୍ୟକାରୀ ଭୂମିକା ନେଇ, ସେହି ଅସୁସ୍ଥ ମହିଳାଙ୍କୁ CPR … Read more

ବରମୁଣ୍ଡା ବସ୍ ଟର୍ମିନାଲରେ ୧୨୦ ଦୋକାନ ଆବଣ୍ଟନ :

ଲଟେରି ମାଧ୍ୟମରେ ହେବ ବଣ୍ଟନ By -SUBHASMITA ସେପ୍ଟେମ୍ବର 2 2025 ଭୁବନେଶ୍ୱରର ବରମୁଣ୍ଡା ବସ୍ ଟର୍ମିନାଲରେ ଦୋକାନ ଆବଣ୍ଟନ ନେଇ ଚାଲୁଥିବା ଅସ୍ପଷ୍ଟତାର ଶେଷ ହୋଇଛି । ପୁରୁଣା ବସ୍‌ଷ୍ଟାଣ୍ଡରେ ବ୍ୟବସାୟ କରୁଥିବା ଦୋକାନୀଙ୍କୁ ଲଟେରି ମାଧ୍ୟମରେ ନୂଆ ଦୋକାନ ଦିଆଯିବା ପ୍ରକ୍ରିୟାକୁ ନେଇ BDA ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି । ଆସନ୍ତା ୧୦ ଦିନ ମଧ୍ୟରେ ଲଟେରି କରି ୧୨୦ଟି ଦୋକାନ ଆବଣ୍ଟନ ହେବ । ପ୍ରଥମେ ପୁରୁଣା ବସ୍‌ଷ୍ଟାଣ୍ଡର ବ୍ୟବସାୟୀମାନଙ୍କୁ ପ୍ରାଥମ୍ୟ ଦିଆଯିବା … Read more

ଦକ୍ଷିଣ ଓଡ଼ିଶାରେ ବିପୁଳ ବର୍ଷାର ଆଶଙ୍କା :

କୋରାପୁଟ-ମାଲକାନଗିରି ପାଇଁ ଅରେଞ୍ଜ ସତର୍କତା By – SUBHASMITA ସେପ୍ଟେମ୍ବର 2 2025 ଭୁବନେଶ୍ୱର : ଉତ୍ତର–ପୂର୍ବ ବଙ୍ଗୋପସାଗରରେ ଗଢ଼ିଉଠିଥିବା ଘୂର୍ଣ୍ଣିବଳୟ ୨୪ ଘଣ୍ଟାରେ ଲଘୁଚାପର ରୂପ ନେବାର ସମ୍ଭାବନା । ଏହାର ପ୍ରଭାବରେ ରାଜ୍ୟର ୨୮ଟି ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବିଶେଷତଃ ଦକ୍ଷିଣ ଓଡ଼ିଶାର କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେଥିସହିତ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, … Read more

ଦକ୍ଷିଣ ଓଡ଼ିଶାରେ ବିପୁଳ ବର୍ଷାର ଆଶଙ୍କା :

କୋରାପୁଟ-ମାଲକାନଗିରି ପାଇଁ ଅରେଞ୍ଜ ସତର୍କତା By – SUBHASMITA ସେପ୍ଟେମ୍ବର 2 2025 ଭୁବନେଶ୍ୱର : ଉତ୍ତର–ପୂର୍ବ ବଙ୍ଗୋପସାଗରରେ ଗଢ଼ିଉଠିଥିବା ଘୂର୍ଣ୍ଣିବଳୟ ୨୪ ଘଣ୍ଟାରେ ଲଘୁଚାପର ରୂପ ନେବାର ସମ୍ଭାବନା । ଏହାର ପ୍ରଭାବରେ ରାଜ୍ୟର ୨୮ଟି ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବିଶେଷତଃ ଦକ୍ଷିଣ ଓଡ଼ିଶାର କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେଥିସହିତ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, … Read more

ଆଜିର ରାଶିଫଳ :

By- SUBHASMITA ସେପ୍ଟେମ୍ବର 2 2025 ମେଷ : ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।* ବୃଷ : ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା … Read more