୨୭ ବର୍ଷରେ ଇତିହାସ:
ଇଂଲଣ୍ଡରେ ଦିନିକିଆ ସିରିଜ୍ ଜିତିଲା ଦକ୍ଷିଣ ଆଫ୍ରିକା BY -SUBHASMITA september 6 2025 ଲର୍ଡସ୍: ୨୭ ବର୍ଷର ପ୍ରତୀକ୍ଷାରେ ସଫଳତା ପାଇଲା ଦକ୍ଷିଣ ଆଫ୍ରିକା । ଲର୍ଡସ୍ରେ ହୋଇଥିବା ଦ୍ୱିତୀୟ ଦିନିକିଆରେ ୫ ରନ୍ରେ ବିଜୟ ସହ ତେମ୍ବା ବଭୂମାଙ୍କ ଦଳ ସିରିଜ୍ରେ ୨-୦ରେ ଅପରାଜେୟ ଲିଡ୍ ନେଲା । ଏହା ୧୯୯୮ ପରେ ପ୍ରଥମଥର ପାଇଁ ଇଂଲଣ୍ଡ ମାଟିରେ ଦକ୍ଷିଣ ଆଫ୍ରିକାଙ୍କ ଏକଦିନିଆ ସିରିଜ୍ ବିଜୟ । ଦକ୍ଷିଣ ଆଫ୍ରିକାର ଇନିଂସ୍: ପ୍ରଥମେ ବ୍ୟାଟିଂ … Read more