ଜିଏସ୍ଟି ହ୍ରାସ: ସରକାରଙ୍କ ୪୮ ହଜାର କୋଟି କ୍ଷତି ଆକଳନକୁ ପ୍ରଶ୍ନ, ବିଶେଷଜ୍ଞଙ୍କ ମତ ହାନି ୨ ଲକ୍ଷ କୋଟି ପର୍ଯ୍ୟନ୍ତ :
By -SUBHASMITA ସେପ୍ଟେମ୍ବର 15 2025 ନୂଆଦିଲ୍ଲୀ: ଜିଏସ୍ଟି ହ୍ରାସ ଫଳରେ ସରକାରଙ୍କୁ କେବଳ ୪୮ ହଜାର କୋଟି ଟଙ୍କା କ୍ଷତି ହେବ ବୋଲି ଅର୍ଥ ମନ୍ତ୍ରାଳୟ ଆକଳନ କରିଛି। କିନ୍ତୁ, ବିଶେଷଜ୍ଞମାନେ ଏହାକୁ ‘ଅତ୍ୟଧିକ ଆଶାବାଦୀ’ ବୋଲି କହି, ପ୍ରକୃତ କ୍ଷତି ୧.୫ ଲକ୍ଷରୁ ୨ ଲକ୍ଷ କୋଟି ମଧ୍ୟରେ ହେବାର ସଙ୍କେତ ଦେଇଛନ୍ତି। ଅର୍ଥନୀତିଜ୍ଞ ସୁଭାଷ ଚନ୍ଦ୍ର ଗର୍ଗ ମତାମତ ଦେଇଛନ୍ତି ଯେ ୨୦୨୫-୨୬ ରେ କ୍ଷତିର ପରିମାଣ ୧.୧ ଲକ୍ଷ କୋଟି ଟଙ୍କା … Read more