ଆଇଫୋନ୍-୧୭ର କ୍ରେଜ୍:
By -SUBHASMITA ସେପ୍ଟେମ୍ବର 19 2025 ନୂଆଦିଲ୍ଲୀ: ବହୁପ୍ରତୀକ୍ଷିତ ଆଇଫୋନ୍-୧୭ ଅବଶେଷରେ ଲଞ୍ଚ ହେବା ସହିତ ଯୁବପିଢିଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଲା । ଗତ ୬ ମାସ ଧରି ଅପେକ୍ଷା କରୁଥିବା ଆଇଫୋନ୍ ପ୍ରେମୀମାନେ ରାତି ଅଧରୁ ମଲ୍ ଆଗରେ ଲମ୍ବା ଧାଡ଼ି ଲଗାଇ ଥିଲେ । ଦିଲ୍ଲୀ ଓ ମୁମ୍ବାଇରେ ସୋରୁମ ଆଗରେ ଯୁବକ-ଯୁବତୀମାନେ ବ୍ୟାଗ ଓ ଖାଦ୍ୟ ସାମଗ୍ରୀ ନେଇ ସାରା ରାତି ଅପେକ୍ଷା କରିଥିଲେ । ସକାଳେ ଦ୍ୱାର ଖୋଲିବା … Read more