ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ: ଝାରସୁଗୁଡାରେ ରୋଡ୍ଶୋ, ୬୦ହଜାର କୋଟିର ପ୍ରକଳ୍ପର ଶୁଭାରମ୍ଭ
By -SUBHASMITA ସେପ୍ଟେମ୍ବର 27 2025 ଝାରସୁଗୁଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାରେ ପହଞ୍ଚିଛନ୍ତି । ବାୟୁସେନାର ବିଶେଷ ବିମାନରେ ଝାରସୁଗୁଡା ବିମାନବନ୍ଦରରେ ଲାଣ୍ଡ କରିଥିବା ପ୍ରଧାନମନ୍ତ୍ରୀଙ୍କୁ ପାରମ୍ପରିକ ନୃତ୍ୟ-ଗୀତରେ ସ୍ବାଗତ କରାଯାଇଛି । ବିମାନବନ୍ଦରରୁ ବାହାରିବା ପରେ ସେ ଅମଲିପାଲି ସମାବେଶ ସ୍ଥଳକୁ ରୋଡ୍ଶୋରେ ଯାଉଛନ୍ତି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୬୦ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ କରିବେ । ସେଥିରେ ୧୭୦୦ କୋଟି ଟଙ୍କାର ରେଳ ପ୍ରକଳ୍ପ ସହିତ ସଡ଼କ, … Read more