ଭାଇ ଭଉଣୀଙ୍କୁ ଧରି ମାଉସୀ ମା’ ମନ୍ଦିରରେ ପହଞ୍ଚିଲେ ଶ୍ରୀଜିଉ

ସରିଲା ରଥଟଣା । ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ । ଶରଧାବାଲିରେ ପହଞ୍ଚିଲେ ମହାପ୍ରଭୁଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଭାଇ ଭଉଣୀଙ୍କୁ ଧରି ମାଉସୀ ମା’ ମନ୍ଦିରରେ କାଳିଆ, ବଳିଆ, ସୁଭଦ୍ରା । ପ୍ରଥମେ ତାଳଧ୍ୱଜ ଏବଂ ଦର୍ପଦଳନ ଶରଧାବାଲିରେ ପହଞ୍ଚିବା ପରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ପହଞ୍ଚିଥିଲା। ଦର୍ଶନ ପାଇଁ ଶରଧାବାଲିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତମାନେ ଏବେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ … Read more

ରାଜ୍ୟ ସରକାରଙ୍କର ଏକ ମୁଖ୍ୟ ଫୋକସ ହେଉଛି ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା

ରାଜ୍ୟର ବିଭିନ୍ନ ସ୍ଥାନରେ କ୍ୟାପ୍‍ଟିଭ୍ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା | ସେଥିପାଇଁ ଓଡ଼ିଶାରେ ସାମୁଦ୍ରିକ ବାଣିଜ୍ୟର ବିକାଶକୁ ପ୍ରାଧ୍ୟାନ୍ୟ ଦେଇ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର, ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରୁଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ କ୍ୟାପ୍‍ଟିଭ୍ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା (Concession Agreement) ସ୍ୱାକ୍ଷରିତ ହୋଇଛି । ଲୋକସେବା … Read more

ମହାକାଶ ମିଶନ ରେ ଗଲେ ଶୁଭାଂଶୁ ଶୁକ୍ଳା,

ଅପେକ୍ଷା ର ଅନ୍ତ ଘଟିଲା ଏବଂ ମହାକାଶ ମିଶନ ଆରମ୍ଭ ହେଲା । ମହାକାଶ ଗଲେ ଶୁଭାଂଶୁ ଶୁକ୍ଳା । ସ୍ପେସ୍ ଏକ୍ସର ଆକ୍ସିୟମ ମିଶନ-୪ର ସଫଳ ଉତକ୍ଷେପଣ । ନାସାର କେନେଡି ସେଣ୍ଟରରୁ ହେଲା ଉତକ୍ଷେପଣ । ଫାଲକନ୍-୯ ରକେଟ୍ ଦ୍ବାରା ହେଲା ସଫଳ ଉତକ୍ଷେପଣ । ତେବେ ଏହି ଉତକ୍ଷେପଣ ସହ ମହାକାଶକୁ ଗଲେ ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା । ଭାରତ ପାଇଁ ଆଜି ଗର୍ବର ଓ ଗୌରବର ଦିନ । ମହାକାଶକୁ … Read more

ମା କୁ ଛାଡି ମହାକାଶ ଗଲେ ଶୁଭାଶୁଂ ଶୁକ୍ଳା ।

ଲଞ୍ଚ ହୋଇଛି ଆକ୍ସିଅମ୍-୪ ମିଶନ୍ । ମା କୁ ଛାଡି ମହାକାଶ ଗଲେ ଶୁଭାଶୁଂ ଶୁକ୍ଳା । ମହାକାଶକୁ ଯାଉଛି ପୁଅ । ଖୁସିରେ ମାଆ ବାପାଙ୍କ ଆଖିରୁ ଶୁଖୁନି ଲୁହ । ପୁଅର ଏହି ସଫଳତାକୁ ଦେଖି କାନ୍ଦିପକାଇଲେ ଶୁଭାଂଶୁଙ୍କ ମାଆ । ପୁଅର ମହାକାଶ ଯାତ୍ରା ଦେଖି ଗର୍ବରେ ସିନା ଛାତି କୁଣ୍ଢେମୋଟ ହୋଇଛି , କିନ୍ତୁ ସତେ ଯେମିତି ଏତେ ଦୂରକୁ ପୁଅକୁ ପଠାଇ ମା’ ଆଖିର ଲୁହ ଶୁଖୁନି । ହଁ … Read more

ପୁଣି ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି

ପୁଣି ଏୟାର ଇଣ୍ଡିଆ ବିମାନରେ ତ୍ରୁଟି ଦେଖିବାକୁ ମିଳିଛି । ଯାନ୍ତ୍ରିକ ତ୍ରୁଟି ପାଇଁ କୋଲକାତାରେ ଜରୁରୀ ଅବତରଣ କଲା ଆମେରିକାରୁ ଆସିଥିବା ବିମାନ । ଆମେରିକା କାର୍ଲିଫର୍ଣ୍ଣିଆର ସାନ୍-ଫ୍ରାନ୍ସିକୋରୁ ମୁମ୍ବାଇ ଯାଉଥିବା ଏହି ବିମାନ କୋଲକାତା ବିମାନବନ୍ଦରରେ ଅବତରଣ କରିଛି ହେଲେ ଏମିତି ବାରମ୍ବାର କାହିଁକି ଘଟୁଛି ତାକୁ ନେଇ ଯାତ୍ରୀଙ୍କ ମନ ରେ ଏତେ ଅସନ୍ତୋଷ ଦେଖା ଯାଉଛି… ତେବେ ବିମାନର ଇଞ୍ଜିନର ଯାନ୍ତ୍ରିକ ଅସୁବିଧା ଯୋଗୁ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଲା … Read more