ଦାବି ପୁରଣ ହୋଇଥିବାରୁ OAS ସଂଘ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ

ଆଜିଠୁ କାର୍ଯ୍ୟରେ ଯୋଗ ଦେଇଛନ୍ତି ସମସ୍ତ କର୍ମଚାରୀ । ଗତକାଲି ରାତିରୁ ହିଁ ସଂଘ କାର୍ଯ୍ୟରେ ଯୋଗ ଦେଇଥିବା ଘୋଷଣା କରିଛି ଓଏଏସ୍ ସଂଘ। ଆଜିଠୁ ପୂର୍ବ ଭଳି ରାଜ୍ୟର ସମସ୍ତ ସଂଘର କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ ବୋଲି ଓଏଏସ୍ ସଂଘର ସଭାପତି ଜ୍ୟୋତିରଂଜନ ମିଶ୍ର କହିଛନ୍ତି ।ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ହେବା ପରେ ଆନ୍ଦୋଳନରୁ ହଟିଲାଛନ୍ତି ଓଏଏସ୍ ସଂଘ । କାର୍ଯ୍ୟାନୁଷ୍ଠାନ … Read more

ବିଜେପି କରୁଛି ପ୍ରତିଶ୍ରୁତି ପାଳନ ; ୪ ମାସରେ ମିଳିବ ଚିଟଫଣ୍ଡ୍ ଟଙ୍କା

ଖୁବଶୀଘ୍ର ମିଳିବାକୁ ଯାଉଛି ଚିଟଫଣ୍ଡ ଟଙ୍କା |ଆପଣମାନେ ଫେରି ପାଇବେ ଜମାକାରୀ ଟଙ୍କା । ଆସନ୍ତା ୪ ମାସ ମଧ୍ୟରେ ମିଳିବ ଚିଟଫଣ୍ଡ ଟଙ୍କା , ଆଉ ୫ ଲକ୍ଷ ରୁ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଅମା ସରକାର କଥା ଦେଇ କଥା ରଖିଛନ୍ତି | ବିଜେପି ସରକାର କରୁଛି ପ୍ରତିଶ୍ରୁତି ପାଳନ ମୁଖ୍ୟମନ୍ତ୍ରୀ କହିଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ … Read more

ମୋଦିଙ୍କୁ ଘାନାର ସର୍ବୋଚ୍ଚ ନାଗରିକ ସମ୍ମାନ କରିଛନ୍ତି

ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ଐତିହାସିକ ଘାନା ଗସ୍ତ ହେଉଛି ଗତ ୩୦ ବର୍ଷ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଏହି ଗସ୍ତ ସମୟରେ ଭାରତ ଏବଂ ଘାନା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଯାହା ଦୁଇ ଦେଶର ସମ୍ପର୍କକୁ ଆହୁରି ଗଭୀର କରିବ। ଉଭୟ ଦେଶ ମଧ୍ୟରେ କଳା ସଂସ୍କୃତି ସାହିତ୍ୟ କ୍ଷେତ୍ରରେ ମଧ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଘାନାର ରାଷ୍ଟ୍ରପତି ଜନ ମହାମା ପହଲଗାମ ଆତଙ୍କୀ ହମଲାକୁ ମଧ୍ୟ … Read more

ହଠାତ ଆକାଶରୁ ୧୦,୫୦୦ ଫୁଟ ତଳକୁ ଖସି ଆସିଲା ବିମାନ

ହଠାତ ଆକାଶରୁ ୧୦,୫୦୦ ଫୁଟ ତଳକୁ ଖସି ଆସିଲା ବିମାନ | ଅହମଦାବାଦରେ ଏୟାର ଇଣ୍ଡିଆର ବୋଇଂ ଜେଟ୍ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାର ଛାତଥରା ଦୃଶ୍ୟ ଏଯାଏଁ ଆଖିରୁ ଲିଭି ନାହିଁ। ସେହିଦିନ ଠାରୁ ଉଡାଣ ସମୟରେ  ବିମାନର ସାମାନ୍ୟ ଗତିବିଧିରେ ମଧ୍ୟ ଯାତ୍ରୀମାନେ ଭୟଭୀତ ହୋଇଯାଉଥିବାର ଅନେକ ଘଟଣା ସାମ୍ନାକୁ ଆସି ସାରିଲାଣି। ଏହି କ୍ରମରେ ଚୀନର ସାଂଘାଇରୁ ଟୋକିଓ ଯାଉଥିବା ଜାପାନ ଏୟାରଲାଇନ୍ସର ବିମାନ ବୋଇଂ ୭୩୭ ସହିତ ସମାନ ଘଟଣା ଘଟିଛି।  ବିମାନଟି … Read more

ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ବସେଇଲେ ଜରୁରୀକାଳୀନ ବୈଠକ

(ବିଏମ୍‌ସି) କାର୍ଯ୍ୟାଳୟରେ ସୋମବାର ରେ ଘଟିଥିବା ଘଟଣାକୁ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ ।  ଓଏଏସ୍‌ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ସହ ଅଧିକାରୀମାନେ ସମୂହ ଛୁଟିରେ ଯାଇଛନ୍ତି । ଫଳରେ ରାଜ୍ୟରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଅନିର୍ଦ୍ଦିଷ୍ଟ କାଳ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିବାରୁ ଲୋକମାନେ କାର୍ଯ୍ୟ ନକରିପାରି ନିରାଶ ହୋଇ ଫେରୁଛନ୍ତି । ଏହାକୁ ନେଇ ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଜରୁରୀକାଳୀନ … Read more

ଜୁଲାଇ ୧୪ରେ ଓଡିଶା ଆସିବେ ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୧୪ରେ ଆସିବେ ଓଡିଶା |୧୪ରେ ଭୁବନେଶ୍ବର AIIMS ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଏହା ସହ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ଜୁଲାଇ ୧୪ରେ ଭୁବନେଶ୍ୱର ଏମ୍ସର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ପରଦିନ,୧୫ ତାରିଖରେ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।ଜବାହରଲାଲ ନେହରୁ … Read more

ଅଭିନେତ୍ରୀ ଶେଫାଳି ସୁନ୍ଦର ଦିଶିବା ପାଇଁ ଖାଉଥିବ ଔଷଧ ନେଇଛି ଜାବନ

କାଳ ହେଲା ମେଡିସିନ୍ । ସୁନ୍ଦର ଦିଶିବା ପାଇଁ ଖାଉଥିବା ମାତ୍ରାଧିକ ଔଷଧ ନେଇଛି ଜାବନ । ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ଅକାଳ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ । ତାଙ୍କ ଘରୁ ଜବତ ବାକ୍ସରୁ ମିଳିଛି ସାଂଘାତିକ ସୁରାକ୍ । ଶେଫାଳୀ ଙ୍କୁ କିଏ ବା ନା ଜାଣିଚି ୨୦୦୨ ମସିହାରେ ମ୍ୟୁଜିକ୍ ଭିଡିଓ ‘କାଣ୍ଟା ଲଗା’ ମାଧ୍ୟମରେ ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ତଥା ମଡେଲ୍ ଶେଫାଳୀ ଜରିୱାଲାଙ୍କ ମୃତ୍ୟୁ … Read more

୧୫ ବର୍ଷ ର ପୁରୁଣା ଗାଡ଼ି ପାଇଁ ଏବେ ନା ମିଳିବ ପେଟ୍ରୋଲ ନା ମିଳିବ ଡିଜେଲ

ପୁରୁଣା ଗାଡ଼ି ପାଇଁ ପେଟ୍ରୋଲ ପମ୍ପରେ ଏବେ ନାହିଁ ତେଲ । ନୂଆ ମାସ ରୁ ନୂଆ ନିୟମ କରାଯାଇଛି ଆଜିଠାରୁ ପୁରୁଣା ଯାନ ବାହନ ବ୍ୟବହାରକୁ ବନ୍ଦ କରାଯିବ | ପୁରୁଣା ଗାଡିକୁ ରୋକିବା ପାଇଁ ଦିଲ୍ଲୀରେ ଲାଗୁ ହୋଇଛି ନୂଆ ନିୟମ । ୧୫ ବର୍ଷର ପୁରୁଣା ପେଟ୍ରୋଲ ଚାଳିତ ଗାଡି ଏବଂ ୧୦ ବର୍ଷ ପୁରୁଣା ଡିଜେଲ ଚାଳିତ ଗାଡ଼ିକୁ ରାସ୍ତାରୁ ହଟାଇବାକୁ ଯୋଜନା କରାଯାଇଛି । ପେଟ୍ରୋଲ ପମ୍ପରେ ଆଉ ଦିଆଯିବ … Read more

ପାଞ୍ଚ ଜଣ ଯୁବକ ଚାମ୍ବରକୁ ଭାଙ୍ଗି ମାଡ଼ ମାରିଲେ ରତ୍ନାକର ସାହୁଙ୍କୁ

ପ୍ରତି ସୋମବାର ପରି ବିଏମସି କାର୍ଯ୍ଯଳୟରେ ଚାଲିଥିଲା ଅଭିଯୋଗ ଶୁଣାଣି । କମିଶନରଙ୍କ ଅନୁପସ୍ଥିତିରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣୁଥିଲେ । ସେ ଭିତରେ ୫ ଜଣ ଯୁବକ ଆସ ରତ୍ନାକରଙ୍କ ଚାମ୍ବରକୁ ଭାଙ୍ଗି ପଶିଥିଲେ। ଏବଂ ବିଜେପି ନେତାଙ୍କୁ କଣ କହିଲେ ବୋଲି ପ୍ରଶ୍ନ କରିଥିଲେ । ପାଞ୍ଚ ଜଣ ଯୁବକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଏବଂ ମାଡ଼ ମାରିବା ସହ ତାଙ୍କୁ ଅଫିସରୁ ଘୋଷାରି ଟାଣି … Read more

ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି ପାଇଁ ଗର୍ଜିଲା କଂଗ୍ରେସ

ଚଳିତ ଥର ରଥଯାତ୍ରା ସମୟରେ ଏମିତି କିଛି ଘଟଣା ଘଟିଛି ତାହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ବାସ ଭବନସମ୍ମୁଖରେ ଯୁବ କଂଗ୍ରେସ ପକ୍ଷରୁ ରାଜଧାନୀରେ ଯୁବ କଂଗ୍ରେସ ଗର୍ଜନ କରିଛି | କାହିଁକି ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦିନ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଗଡ଼ିପାରିଲା ନାହିଁ। ପୁଣି ତା ପରଦିନ ବି ଶରଧାବାଲିରେ ପ୍ରବଳ ଭିଡ ଯୋଗୁ ଦଳାଚକଟା ହୋଇ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେଲା। ସେଠିପାଇଁ ଯୁବକଂଗ୍ରେସ ଙ୍କର ଦାବି ରହିଛି ଯେ କେମିତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ … Read more