ଯୁବମୋର୍ଚ୍ଚା ସଭାପତି ଅଭିଳାଷ ବର୍ଷିଲେ ||

ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଅସଲ ଚେହେରା ଜଣାପଡ଼ିଛିଏବେ ନୈତିକତା ଦୃଷ୍ଟିରୁ ଭକ୍ତ ଦାସ ପଦରୁ ଇସ୍ତଫା ଦିଅନ୍ତୁ | ଗିରଫ ଉଦିତଙ୍କୁ ସସପେଣ୍ଡ କରି କଂଗ୍ରେସ ହାତ ସଫା କରିବାକୁ ଚାହୁଁଛି ଅଳକା ଲାମ୍ବା ଓ ସୋଫିଆ ଫିର୍କୋଷ ସାମ୍ବାଦିକ ସମ୍ମିଳନୀ କରିବେ କି?ଭୁବନେଶ୍ବର, ତା ୨୧ ।୭ (ପିଏନଏସ).ସୋମବାର ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଗିରଫ ଘଟଣାରେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ … Read more

ଅଙ୍ଗଦାନ ଅଟେ ମହତ ଦାନ ||

ଅଙ୍ଗଦାନ କରି ମହାନ ହୋଇଗଲେ ସୌମ୍ୟ କିମ୍‍ସରେ ଓଡ଼ିଶାର ପ୍ରଥମ ସଫଳ ବହୁଅଙ୍ଗ ପ୍ରତିରୋପଣ ସଫଳ ହେଇଛି !କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌ (କିମ୍‍ସ)ରେ ପ୍ରଥମଥର ପାଇଁ ବହୁଅଙ୍ଗ ପ୍ରତିରୋପଣ ସଫଳତାର ସହ କରାଯାଇଛି। ନୟାଗଡ଼ର ୩୭ ବର୍ଷ ବୟସ୍କ ସୌମ୍ୟ ରଞ୍ଜନ ବେହେରାଙ୍କ ବ୍ରେନ୍ ଷ୍ଟ୍ରୋକ୍ ହେବା ପରେ ଗତ ୧୦ ତାରିଖରେ ତାଙ୍କୁ କିମ୍‍ସରେ ଭର୍ତ୍ତି କରାଯାଇଥିଲା।

କଲେଜ କୋଠାରେ ଖସିଲା ବିମାନ ||

ବାଂଲାଦେଶ ବାୟୁସେନାର ଏକ ଟ୍ରେନିଂ ବିମାନ ସୋମବାର ରାଜଧାନୀ କାଳରେ ପୂବା କୋଠା ଉପରେ ଖସିପଡ଼ିଛି। ସେଇ ସମୟରେ କ୍ଲାସ ଚାଲୁଥିଲା ଏବଂ ଶତାଧିକ ପିଲା ଉପସ୍ଥିତ ଥିଲେ ! ପ୍ଲେନ ଟି ବିଦ୍ୟାଳୟର କୋଠା ଉପରେ ପଡିଗଲା ଏବଂ ନିଆଁ ଓ ଧୂଆଁ ବହୁ ଉଚ୍ଚକୁ ଉଠିଯାଉଥିଲା ! ନିଆଁ ଓ ଧୂଆଁ ର ଉଚ୍ଚତା ଅଧିକ ଥିବାରୁ ନିଆଁ କୁ ଆୟତ କରିବା ସମ୍ଭବ ହେଲାଣି!ସୂଚନା ଅନୁସାରେ ଏହି ଭୟାବହ ଦୁର୍ଘଟଣାରେ ଅନ୍ୟୁନ ୨୦ … Read more

ଉପରାଷ୍ଟ୍ରପତି ଧନଖଡ଼ଙ୍କ ଇସ୍ତଫା :

ନୂଆଦିଲ୍ଲୀ, ୨୧୭(ଜଗଦୀପ ଧନଖଡ଼ (୭୪) ସୋମବାର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ସେ ପଦ ଛାଡ଼ିଥିବା କଥା କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଧନଖଡ଼ ଲେଖୁଛନ୍ତି ସ୍ବାସ୍ଥ୍ୟକୁ ପ୍ରାଧାନ୍ୟ ଦେଇ ଏବଂ ଡାକ୍ତରଙ୍କ ପରାମର୍ଶକୁ ପାଳନ କରି ସେ ଏହି ନିଷ୍କତି ନେଇଛନ୍ତି ! ଏବଂ ଦେଶର ମହାନ ଗଣତନ୍ତ୍ର ରେ ଉପରାଷ୍ଟ୍ରପତି ଭଳି ପଦ ପାଇଥିବାରୁ ସମସ୍ତଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି! ନିଜ କାର୍ଯ୍ୟକାଳରେ ବହୁତ କିଛି … Read more

ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଗିରଫ ||

ଜଣେ ଛାତ୍ରୀ (୧୯)କ୍ସ୍ ମୁଦୁ ପାନୀୟରେ ନିଶା ଦେଇ ବଳାତ୍କାର କରିବା ଅଭିଯୋଗରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଭୁବନେଶ୍ବର ମଞ୍ଚେଶ୍ବର ଥାନା ପୋଲିସ ରବିବାର ରାତିରେ ଗିରଫ କରିଛି। ଏନେଇ ଥାନାରେ ବିଏଏସ୍ ଦଫା -64 (1),123,296,74, ୩୫୧(୨) ଅନୁଯାୟୀ ଏକ ମାମଲା (ନଂ.୪୧୭/୨୦୨୫) ରୁଜୁ ହୋଇଛି। ଉଦିତଙ୍କୁ ସୋମବାର କୋର୍ଟ ଚାଲାଣି କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ଉଦିତ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୋଗ ଅନୁଯାୟୀ, ପୀଡ଼ିତା ହେଉଛନ୍ତି … Read more

ଗାଧୋଇବା ବେଳେ ଅଘଟଣ :

ପୁରୀ ସମୁଦ୍ରରେ ଗାଧୋଇବା ହେଲା କାଳ । ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଛାତ୍ର । ଦିଗବାରେଣୀ ଖୁଣ୍ଟି ନିକଟ ସମୁଦ୍ର ୪ନଂ ଜୋନରେ ଭଦ୍ରକରୁ ଆସିଥିବା ରୁଦ୍ର ପ୍ରତାପ ସାହୁ ସାଙ୍ଗ ମାନଙ୍କ ସହ ଗାଧୋଇବା ବେଳେ, ଭାସି ଯାଇଛନ୍ତି । ଏକ ବଡ଼ ଲହଡିରେ ପଡ଼ି ରୁଦ୍ର ପ୍ରତାପ ଭାସିଯାଇଥିଲେ । ଭଦ୍ରକ ଆଇଟିଆଇରେ ପଢୁଥିବା ରୁଦ୍ର ପ୍ରତାପ ଗତକାଲି ରାତିରେ, ଟ୍ରେନ ଯୋଗେ ସାଙ୍ଗ ମାନଙ୍କ ସହ ପୁରୀ ଆସିଥିଲେ । … Read more

ବିରୋଧୀଙ୍କ ଆଖି ଖୋଲିଲେ ଅପରାଜିତା :

ଓଡିଶା ବନ୍ଦ କରିବା ପୂର୍ବରୁ ନିଜ ଅମଳର ସମୀକ୍ଷା କରିବା ଜରୁରୀ ଥିଲା!ବିରୋଧୀଙ୍କୁ ଆଇନା ଦେଖାଇଲେ ଆଜି ଅପରାଜିତା!ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ କଲେଜରେ ଛାତ୍ରୀ ନିଜ ଜୀବନ ନେବା ଘଟଣାରେ ବିରୋଧୀ ଦଳ ସରକାରଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ନେଇ ବିଜେପି ପକ୍ଷରୁ ପାଲଟା ଜବାବ ଦିଆଯିବା ସହିତ କଂଗ୍ରେସ ଏବଂ ବିଜେଡିକୁ ପ୍ରଶ୍ନ ପଚାରିଯାଇଛି !ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ବିରୋଧୀଙ୍କୁ ଆଇନା ଦେଖାଇ କହିଛନ୍ତି, ରାଜରାସ୍ତାକୁ ଓହ୍ଲାଇବା ପୂର୍ବରୁ … Read more

ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ଫସିଲେ ଦମ୍ପତି :

କଂଗ୍ରେସ ପକ୍ଷରୁ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ରାଜରାସ୍ତାକୁ ଓହ୍ଲାଇଲେ କଂଗ୍ରେସ ନେତା ଓ କର୍ମୀ । ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପ୍ରତିବାଦ କରାଯାଉଛି । ବନ୍ଦର ପ୍ରଭାବ ଯୋଗୁ ଭୁବନେଶ୍ୱରରେ ଜଣେ ଦମ୍ପତି ନାହିଁ ନଥିବା ହଇରାଣ ହୋଇଛନ୍ତି । ସୂଚନା ଅନୁସାରେ ଦମ୍ପତି ଫ୍ଲାଇଟ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଆସିଲେ । ଭୁବନେଶ୍ୱରରୁ ସେ ବ୍ରହ୍ମପୁରକୁ … Read more

ସିଧା ଆଇସିୟୁରେ….

ପୋଲିସ ମାଡ଼ରେ ସିଦା ଆଇସିୟୁରେ ବବି ଦାସ !ଲୋକସଭା ଭବନ ଘେରାଉ ଉଦ୍ୟମ ବେଳେ ପୋଲିସ ମାଡ଼ରେ ଆହତ ହେଲେ ବବି ଦାସ !

ସାପ ଅଟେ ବନ୍ଧୁ :

ସାପ କାହାର କ୍ଷେତି କରେନା ! ସାପ ଯେ ଆମର ବନ୍ଧୁ ! ତାହା ଭୁଲିବା ଉଚିତ ନୁହେଁ ! ସାପ ଶତ୍ରୁ ନୁହେଁ, ପରିବେଶ ପ୍ରତି ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା ସାପପ୍ରତି ଥିବ ମନୋଜଳକୁ ଦୂଇ କରିବା ମାନ ଲୋକମାନଙ୍କୁ ସଚେତନ କରାଇବା ପାଇଁ ପ୍ରତିବର୍ଷ ଜୁଲାଇ ୧୬ରେ ପାଳିତ ହେଉଛି ବିଶ୍ର ସର୍ପ ନିଜ ‌ ମାପ କାମୁଡାରେ ରାଜ୍ୟରେ ବର୍ଷକୁ ପ୍ରାୟ ୧୦୦୦ ଲୋକଙ୍କ ଜୀବନ ଯାଉଛି ତଥାପି ପରିବେଶ ସବୁଜନ ରକ୍ଷା … Read more