ମରିଗଲା ମାନବିକତା,ଦୁର୍ବୃତ୍ତ କଲେ ଏସିଡ ମାଡ଼ ||

ସତରେ ମରିଗଲା ମାନବିକତା,ମାନବିକତାର ର ସବୁ ସୀମା ଟପିଗଲେ । ବାଡ଼ି ଭିତରେ ଗାଈ ପଶିଯିବାରୁ ଏସିଡ ଫିଙ୍ଗିଲେ ଦୁର୍ବୃତ୍ତ । ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗର ସ୍ଥିତ ମାରୁତି ବିହାରରୁ ଆସିଛି ଏଭଳି ଏକ ଅଭାବନୀୟ ଖବର । ସେହି ଅଞ୍ଚଳର ଏମ. ରାମ କ୍ରିଷ୍ଣାଙ୍କର ଏକ ଗାଈ ଫାର୍ମ ରହିଛି । ଗାଈ ଗୁଡ଼ିକ ଚରିବା ପାଇ ଦିନରେ ଏଣେତେଣେ ବୁଲୁଥିବା ବେଳେ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ବାଡ଼ିରେ ପଶିଯାଇଥିଲେ … Read more

ପୂରା ବିଶ୍ଵ ରେ ରଖିଲେ ନା,ଓଡ଼ିଆ ମାଟିକୁ କଲେ ଗର୍ବିତ ||

ଆଜକୁ ଠିକ ତିନି ବର୍ଷ ତଳେ ମହାମହିମ ଗାଦିରେ ବସିଥିଲେ ଓଡ଼ିଆ ଝିଅ । ଦେଶର ସର୍ବୋଚ୍ଚ ପଦବୀରେ ରହି ଓଡିଶାକୁ ଗୌରବାନ୍ୱିତ କରିଥିଲେ । ଆଜି ତାଙ୍କ କାର୍ଯ୍ୟକାଳର ତିନିବର୍ଷ ପୂର୍ତ୍ତି । ଆମେ କହୁଛୁ ଦେଶର ସର୍ବୋଚ୍ଚ ପଦବୀରେ ଅଳଙ୍କୃତ ହୋଇଥିବା ପ୍ରଥମ ଆଦିବାସୀ ଓ ଦ୍ବିତୀୟ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଥା । ଆଜିର ଦିନଟି ପ୍ରତି ଓଡ଼ିଆଙ୍କ ପାଇଁ କିଛି ଅଲଗା। ସାକ୍ଷୀ ଥିଲା ଗଣତନ୍ତ୍ରର ମନ୍ଦିର । ସାଢ଼େ … Read more

ଅନଲାଇନ ସପିଂ କରୁଛନ୍ତି କି ??

ଭୁବେନେଶ୍ୱର : ଆଜିକାଲି ଲୋକ ମାନେ ଧୀରେ ଧୀରେ ଅଳସୁଆ ହେଇଗଲେଣି! ସାଧାରଣତଃ ସହଜ ଉପାୟକୁ ଆପଣାଇଛନ୍ତି ତେବେ ଏହି ସହଜ ଉପାୟ ଯେ ଗୋଟେ ବ୍ୟକ୍ତିର ଜୀବନକୁ ଆଳସ୍ୟ କରିଦେଉଛି ତାହା କେହି ବୁଝିବାକୁ ଚେଷ୍ଟା କରୁନାହାନ୍ତି ! ବଜାର ଯାଇ କିଣିବାକୁ କାହା ପାଖେ ସମୟ ନାହିଁ । ଘରେ ବସି ମୋବାଇଲ ଜରିଆରେ ଜିନିଷ କିଣିବା ସହଜ ହୋଇଗଲାଣି । ଏହି ସପିଂ ଅଭ୍ୟାସ ଶରୀର ପାଇଁ ବେଶ କ୍ଷତିକାରକ ହୋଇପାରେ ବୋଲି … Read more

ବିଶ୍ୱର ସବୁଠୁଁ ସଂରକ୍ଷିତ ଦେଶ ତାଲିକା !

ନ୍ୟୁମିଓ ସେପ୍ଟି ଇଣ୍ଡେକ୍ସ-୨୦୨୫ର ସବୁଠୁ ସୁରକ୍ଷିତ ଦେଶମାନଙ୍କର ତାଲିକା ଜାରି କରିଛି। ଏହି ତାଲିକାର ଶୀର୍ଷରେ ଅଛି ୟୁରୋପୀୟ ଦେଶ ଅଣ୍ଡୋରା । ଅର୍ଥାତ୍ ଚଳିତ ବର୍ଷ ଅଣ୍ଡୋରାକୁ ବିଶ୍ଵର ସବୁଠୁ ସୁରକ୍ଷିତ ଦେଶର ମାନ୍ୟତା ମିଳିଛି । ଅଣ୍ଡୋରା ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପାଇରେନିଜ୍ ପର୍ବତମାଳାରେ ସ୍ଥିତି ଏକ ଛୋଟ ଦେଶ ! ତାଲିକାରେ 5 ଦେଶରେ 3 ଆରବ ଦେଶ ରହିଛି। ଖାସ୍ କଥା ହେଉଛି ଭାରତକୁ ଆମେରିକା ଓ ବ୍ରିଟେନ ଭଳି … Read more

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ମୁସ୍କିଲ |

ନୂଆଦିଲ୍ଲୀ :ଆମେରିକାର ଟ୍ରମ୍ପ ପ୍ରଶାସନ ବ୍ୟାପାର ଚୁକ୍ତିର ମାନକୁ ଡେଡ୍‌ଲାଇନ୍‌ଠାରୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ଏଭଳି କ୍ଷେତ୍ରରେ ଅଗଷ୍ଟ ୧ର ସମୟସୀମା ପୂର୍ବରୁ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ହୋଇ ନ ପାରେ ବୋଲି ଅନୁମାନ କରିଛନ୍ତି ବିଶେଷଜ୍ଞ। ବ୍ୟାପାର ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବା କିମ୍ବା ମୋଟା ଟାରିର ସାମ୍ନା କରିବା ପାଇଁ ଦେଶଗୁଡ଼ିକୁ ଆମେରିକା ପକ୍ଷରୁ ପୂର୍ବରୁ ଧମକ ଦିଆଯାଇଥିବାବେଳେ ଏ ସ୍ଥିତି ଗୁରୁତ୍ବ ବହନ କରୁଛି। ଭାରତ, ୟୁରୋପୀୟ ସଂଘ(ଇୟୁ) … Read more

ପାଟନା: ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ବୁଧବାର ବିହାର ବିଧାନସଭାରେ ଏକ ବଡ଼ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଯେତେବେଳେ ଆରଜେଡି ନେତା ତେଜସ୍ୱୀ ଯାଦବ ସ୍ୱତନ୍ତ୍ର ସଂଶୋଧନ କରିବା ନେଇ ତୀବ୍ର ପ୍ରଶ୍ନ ପଚାରିଲେ, ସେତେବେଳେ ନୀତିଶ କୁମାର ତାଙ୍କ ଆସନରୁ ଉଠିପଡ଼ି ତାଙ୍କୁ ଛୁଆ ବୋଲି କହିଥିଲେ। ଏହା ସହ ତାଙ୍କ ବାପାଙ୍କ ସରକାରରେ କୌଣସି ଉନ୍ନତିମୂଳକ କାମ ହୋଇନଥିବା କହିଥିଲେ। ଆଗକୁ ନିର୍ବାଚନ ଥିବା ବେଳେ ଏବେ ବିହାରରେ ରାଜନୀତି ଜୋରସୋରରେ ଆରମ୍ଭ ହୋଇଛି। … Read more

ପାଟନା: ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ:

ବୁଧବାର ବିହାର ବିଧାନସଭାରେ ଏକ ବଡ଼ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଯେତେବେଳେ ଆରଜେଡି ନେତା ତେଜସ୍ୱୀ ଯାଦବ ସ୍ୱତନ୍ତ୍ର ସଂଶୋଧନ କରିବା ନେଇ ତୀବ୍ର ପ୍ରଶ୍ନ ପଚାରିଲେ, ସେତେବେଳେ ନୀତିଶ କୁମାର ତାଙ୍କ ଆସନରୁ ଉଠିପଡ଼ି ତାଙ୍କୁ ଛୁଆ ବୋଲି କହିଥିଲେ। ଏହା ସହ ତାଙ୍କ ବାପାଙ୍କ ସରକାରରେ କୌଣସି ଉନ୍ନତିମୂଳକ କାମ ହୋଇନଥିବା କହିଥିଲ ଆଗକୁ ନିର୍ବାଚନ ଥିବା ବେଳେ ଏବେ ବିହାରରେ ରାଜନୀତି ଜୋରସୋରରେ ଆରମ୍ଭ ହୋଇଛି। ବିହାରରେ କ୍ଷମତା ହାସଲ କରିବା ପାଇଁ … Read more

ସଭ୍ୟ ସମାଜକୁ କଳଙ୍କିତ କରୁଛି ବଢୁଥିବା ନାରୀ ନିର୍ଯାତନା ||

ସହରର ଚାକଚକ୍ୟଠାରୁ ଆରମ୍ଭ କରି ଗାଁର ଶାନ୍ତ ପରିବେଶ ପର୍ଯ୍ୟନ୍ତ, ସବୁଠି ନାରୀଟିଏ ଆଜି ଭୟ ଓ ଆଶଙ୍କାରେ ବଞ୍ଚିବାକୁ ବାଧ୍ୟ । ଆଇନର ଶାସନ ଥିବା ଏକ ଗଣତାନ୍ତ୍ରିକ ଦେଶରେ ନାରୀର ସୁରକ୍ଷା ଆଜି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି! ଘରୁ ଗୋଡ଼ କାଢ଼ିଲେ ଅସୁରକ୍ଷିତ, ଘରେ ରହିଲେ ବି ନିର୍ଯାତିତ । ଏହା ହେଉଛି ଆଜିର ସମାଜରେ ନାରୀର କଠୋର ବାସ୍ତବତା । ଦିନକୁ ଦିନ ରାଜ୍ୟରେ ନାରୀଙ୍କ ପ୍ରତି ବଢିଚାଲିଥିବା ଅସଦାଚରଣ, … Read more

ଲ୍ୟାଣ୍ଡିଂବେଳେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ ||

ନୂଆଦିଲ୍ଲୀ :ଦିଲ୍ଲୀ ବିମାନବନ୍ଦରରେ ଲ୍ୟାଣ୍ଡିଂ ବେଳେ ମଙ୍ଗଳବାର ଏକ ଏୟାର ଇଣ୍ଡିଆ ବିମାନରେ ନିଆଁ ଲାଗିଯାଇଥିଲା। ବିମାନର ପଛଭାଗରେ ଥୁବା ଅକ୍ତିଲାରୀ ପାଓ୍ବାର ୟୁନିଟ୍ (ଏପିୟୁ) ହଠାତ୍ ଜଳିବାରେ ଲାଗିଥିଲା। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି ଏବଂ ପାଇଲଟ, କୁ ମେମ୍ବରଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ଏଆଇ ୩୧୫ ବିମାନଟି ଦିନ ୧୨ଟା ୧୨ରେ ହଂଙ୍କରୁ ଦିଲ୍ଲୀ ଆସିଥିଲା। ଏହା ଅବତରଣ କରିବା ଏବଂ ଗେଟରେ ପାକିଂ କରିବା ପରେ … Read more

ପିଚୁ ହେବ ସବୁ ଗାଁ ରାସ୍ତା ||

ଭୁବନେଶ୍ଵର: ଗାଁ ଗଣ୍ଡା ► ରାସ୍ତାର ବିକାଶ ହେବ । ପଞ୍ଚାୟତ, ବ୍ଳକକୁ ସଂଯୋଗ କରୁଥିବା ରାସ୍ତାକୁ ପିଚୁ କରାଯିବ। ଯେଉଁ ରାସ୍ତାଗୁଡ଼ିକ ପିଚୁ ହୋଇନଥିବ ତୁରନ୍ତ ଭିନ୍ନତୀକରଣ କାମ ଆରମ୍ଭ ହେବ। ଏଥିପାଇଁ ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀକୁ ଦୁଇଟି ଅର୍ଥିକ ବର୍ଷ ପାଇଁ ୨ କୋଟି ଲେଖାଏଁ ଅନୁମୋବନ କରିଛନ୍ତି ସରକାର। ଗ୍ରାମଞ୍ଚଳରେ ଥିବା ୧୪୨ଟି ନିର୍ବାଚନମଣ୍ଡଳୀକୁ ଏ ସ୍ୱତନ୍ତ୍ର ପାଣ୍ଠି ମିଳିବ। ପ୍ରଥମ ବର୍ଷ ପାଣ୍ଠିରେ ୨୦ଟି ରାସ୍ତାର ନବାକରଣ କରାଯିବ। ରାସ୍ତା ନବୀକରଣ … Read more