ଟ୍ୟୁସନରୁ ଫେରୁଥିବା ବେଳେ ଅପହରଣ କରିନେଲେ :

ଟଙ୍କା ଦେବାରେ ବିଳମ୍ବ ହେବାରୁ ଜାଳିଦେଲେ। ବେଙ୍ଗାଲୁରୁରେ ଘଟିଛି ଏଭଳି ଘଟଣା। ବୁଧବାର ନିଖୋଜ ହୋଇଥିବା ୧୩ ବର୍ଷୀୟ ବାଳକର ଜଳିଯାଇଥିବା ମୃତଦେହ ଗୁରୁବାର ଉଦ୍ଧାର କରାଯାଇଥିବା ଜଣାଯାଇଛି!ଟ୍ୟୁସନରୁ ଫେରୁଥିବା ବେଳେ ଅପହରଣ କରିନେଲେ, ଟଙ୍କା ଦେବାରେ ବିଳମ୍ବ ହେବାରୁ ଜାଳିଦେଲେବେଙ୍ଗାଲୁରୁ ଟ୍ୟୁସନରୁ ଫେରୁଥିବା ବେଳେ ଅପହରଣ କରିନେଲେ। ଟଙ୍କା ଦେବାରେ ବିଳମ୍ବ ହେବାରୁ ଜାଳିଦେଲେ। ବେଙ୍ଗାଲୁରୁରେ ଘଟିଛି ଏଭଳି ଘଟଣା। ବୁଧବାର ନିଖୋଜ ହୋଇଥିବା ୧୩ ବର୍ଷୀୟ ବାଳକର ଜଳିଯାଇଥିବା ମୃତଦେହ ଗୁରୁବାର ଉଦ୍ଧାର କରାଯାଇଥିବା … Read more

ଲଞ୍ଚ ହୋଇଛି Vivoର ଏକ ଜବରଦସ୍ତ ସ୍ମାର୍ଟଫୋନ୍, ରହିଛି ବଢ଼ିଆ ଫିଚର୍ସ :

Vivo T4 ସିରିଜରେ, କମ୍ପାନୀ ଭାରତରେ ଆଉ ଏକ ବଜେଟ୍ 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି Vivo ଫୋନଟି ୫୭୦୦mAh ବ୍ୟାଟେରୀ, ୧୨GB RAM ଭଳି ପାୱାରଫୁଲ୍ ଫିଚର୍ସ ସହିତ ଆସିଥାଏ । ଏହି ସିରିଜରେ, Vivo T4 ବ୍ୟତୀତ, କମ୍ପାନୀ ଏପର୍ଯ୍ୟନ୍ତ Vivo T4 Ultra, Vivo T4 Lite ଏବଂ Vivo T4x ଲଞ୍ଚ କରିଛି । ଏହା ଏହି ସିରିଜର ପଞ୍ଚମ ଫୋନ୍ । Vivo T4R 5G ଇ-କମର୍ସ … Read more

ପାକିସ୍ତାନ କୁ ଶେଷ କରିବ ଭାରତ :

ଓ୍ୱାଟର୍ ବମ୍’ରେ ପାକିସ୍ତାନକୁ ମାରିବ ଭାରତ ! ଶୋଷରେ ମରିବ ଶତ୍ରୁ ଦେଶ! ତଥ୍ୟ ଅନୁଯାୟୀଏନଏଚପିସି (NHPC) ଜୁଲାଇ ୨୯ ତାରିଖରେ ଜାମ୍ମୁ କାଶ୍ମୀରର ଚେନାବ୍ ନଦୀ ଉପରେ ୧୮୫୬ ମେଗାଓ୍ୱାଟର ଏହି ହାଇଡ୍ରୋପାଓ୍ୱାର ପ୍ରୋଜେକ୍ଟ ପାଇଁ ଗ୍ଲୋବାଲ୍ ଟେଣ୍ଡର ଡାକିଛି । ଏଥି ପାଇଁ ମୋଟ ୨୨ ହଜାର ୭୦୪ କୋଟି ଟଙ୍କା ଖର୍ଚ୍ଚ ହେବ । ଆଉ ଏହି ପ୍ରୋଜେକ୍ଟ ଏବେ ପାକିସ୍ତାନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।ସିନ୍ଧୁ ଜଳ ଚୁକ୍ତିକୁ … Read more

ବଢୁଛି ରୁଷ ସୈନିକଙ୍କ ମଧ୍ୟରେ HIV ସଂକ୍ରମଣ ହାର:

ବହୁ ସଂଖ୍ୟାରେ ହେଉଛନ୍ତି ଆକ୍ରାନ୍ତବିଶ୍ୱରେ ସର୍ବାଧିକ HIV ସଂକ୍ରମଣ ହାର ଥିବା ଦେଶମାନଙ୍କ ମଧ୍ୟରେ ରୁଷ ପୂର୍ବରୁ ରହିଛି । ଏବେ ୟୁକ୍ରେନ ଯୁଦ୍ଧ ଏହି ପରିସ୍ଥିତିକୁ ଆହୁରି ଭୟଙ୍କର କରିଦେଇଛି । ରିପୋର୍ଟ ଅନୁଯାୟୀ, ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷ ସୈନିକଙ୍କ ମଧ୍ୟରେ HIV ସଂକ୍ରମଣ ହାର ୨୦ ରୁ ୪୦ ଗୁଣ ବୃଦ୍ଧି ପାଇଛି !ଏହି ବୃଦ୍ଧିର ଅନେକ ସମ୍ଭାବ୍ୟ କାରଣ ଅଛି । ପ୍ରଥମତଃ, ଯୁଦ୍ଧର ଚାପପୂର୍ଣ୍ଣ ପରିବେଶରେ ସୈନିକମାନଙ୍କର ମାନସିକ … Read more

ପୂରା ଏସିଆ ବଜାରକୁ ଦୋହଲାଇଦେଲା ଟ୍ରମ୍ପଙ୍କ ଟାରିଫ୍:

ଜାପାନରୁ ନେଇ ସାଉଥ କୋରିଆ ପର୍ଯ୍ୟନ୍ତ ସେୟାର ମାର୍କେଟ୍ ତଳମୁହାଁଜାପାନ ସେୟାର ମାର୍କେଟ ଶୁକ୍ରବାର ଆରମ୍ଭରେ ୨୨୫ ଅଙ୍କ ଅର୍ଥାତ ୦.୬ ପ୍ରତିଶତ ତଳକୁ ଖସିଥିବା ବେଳେ ଦକ୍ଷିଣ କୋରିଆ ସେୟାର ମାର୍କେଟ୍ ୩.୨ ପ୍ରତିଶତ ଖସିଛି । ଏହା ବ୍ୟତୀତ ତାଇୱାନ ସେୟାର ମାର୍କେଟ ୦.୪ ପ୍ରତିଶତ, ଅଷ୍ଟ୍ରେଲିଆ ସେୟାର ମାର୍କେଟ ୦.୭ ପ୍ରତିଶତ ତଳକୁ ଖସି କାରବାର ଆରମ୍ଭ ହୋଇଛି । ସେହିଭଳି ହଂଗକଂଗ ସେୟାର ମାର୍କେଟ ୦.୨ ପ୍ରତିଶତ ତଳକୁ ଖସିଛି ।ପୂରା … Read more

ଭାରତକୁ ଆଉ ଏକ ଝଟକା ଦେଲା ଆମେରିକା :

୬ଟି ଭାରତୀୟ ପେଟ୍ରୋଲିୟମ୍ କମ୍ପାନିକୁ କଲା ବ୍ୟାନ୍ଏହି କମ୍ପାନିଗୁଡ଼ିକ ଇରାନ ସହିତ ବ୍ୟବସାୟ କରୁଥିଲେ । ଇରାନ ଏଥିରୁ କରୁଥିବା ଆୟର ଏକ ବଡ଼ ଅଂଶ ଯୁଦ୍ଧ ଓ ସାମରିକ ସଂଘର୍ଷକୁ ପ୍ରୋତ୍ସାହିତ କରିବା ପାଇଁ ଖର୍ଚ୍ଚ କରୁଛି । ଏହା ଇରାନ ଉପରେ ଆତଙ୍କବାଦକୁ ସମର୍ଥନ କରିବାର ଅଭିଯୋଗ ମଧ୍ୟ ଆଣିଛି ।ଭାରତକୁ ଆଉ ଏକ ଝକଟା ଦେଲା ଆମେରିକା : ୬ଟି ଭାରତୀୟ ପେଟ୍ରୋଲିୟମ୍ କମ୍ପାନିକୁ କଲା ବ୍ୟାନ୍କନକ ବ୍ୟୁରୋ : ଭାରତକୁ ଆଉ … Read more

ଅଗଷ୍ଟ ପହିଲାରୁ ନୂଆ ନିୟମ, ୪ ବଡ଼ ପରିବର୍ତ୍ତନ :

ନୂଆଦିଲ୍ଲୀ : ନୂଆ ମାସ ନୂଆ ନିୟମ । ଅଗଷ୍ଟ ପହିଲାରୁ ୪ ଟି ବଡ଼ ପପରିବର୍ତ୍ତନ। ଯାହା ଆପଣଙ୍କର ପକେଟ ଉପରେ ସିଧାସଳଖ ପ୍ରଭାବ ପଡ଼ିବ । ଏହି ପରିବର୍ତ୍ତିତ ନିୟମଗୁଡ଼ିକରେ ୟୁପିଆଇ କାରବାର ସହିତ ଜଡିତ ନୂଆ ନିୟମ, ବ୍ୟକ୍ତିଗତ ଯାନ ପାଇଁ ନୂତନ ବାର୍ଷିକ FASTag କାର୍ଡ ଏବଂ ଏସବିଆଇ କ୍ରେଡିଟ୍ କାର୍ଡରେ ମାଗଣା ବୀମା କଭର ପ୍ରତ୍ୟାହାର ଅନ୍ତର୍ଭୁକ୍ତ। ଏହି ପରିବର୍ତ୍ତନଗୁଡ଼ିକ ଆଜିଠାରୁ କାର୍ଯ୍ୟକାରୀ ହେବ।ୟୁପିଆଇ କାରବାରର ଗୁଣବତ୍ତା ଉନ୍ନତ କରିବା … Read more

ପ୍ରଧାନମନ୍ତ୍ରୀଙ୍କ ୭୫ ବର୍ଷ ଜନ୍ମଦିନରେ ଏକ୍ ପେଡ୍ ମା’ କେ ନାମ୍ ଅଭିଯାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଗୋଟିଏ ଦିନରେ ଲାଗିବ ୭୫ ଲକ୍ଷ ଗଛ :

ଭୁବନେଶ୍ୱର : ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ୭୫ ବର୍ଷରେ ପ୍ରଦାର୍ପଣ କରିବାକୁ ଯାଉଛନ୍ତି । ଦେଶପ୍ରତି, ବିଶେଷକରି ଓଡିଶା ପ୍ରତି, ପ୍ରଧାନମନ୍ତ୍ରୀଙ୍କ ଅନେକ ଅବଦାନ ରହିଛି । ଗତ ବର୍ଷ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ଓଡିଶା ଆସି ଆମର ମା’ ମାନଙ୍କ ସମ୍ମାନରେ ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ । ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା, ଓଡିଶାବାସୀଙ୍କ ପ୍ରତି ସଦିଚ୍ଛାର ସମ୍ମାନ ଜଣାଇ ଏକ୍ ପେଡ୍ ମା କେ … Read more

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଝଟକା :

ଜେଲ ଯିବେ ପିଟିଆଇ ସାଂସଦଙ୍କ ସମେତ ୧୬୬ ସଦସ୍ୟ : ଇସ୍ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ଼ ଝଟକା ଲାଗିଛି । ଏକ କୋର୍ଟ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳର କିଛି ସାଂସଦଙ୍କ ସମେତ ୧୬୬ ଜଣ ସଦସ୍ୟଙ୍କୁ ୧୦ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି । ସେମାନଙ୍କ ବିରୋଧରେ ୯ ମେ’, ୨୦୨୩ରେ ପଞ୍ଜାବ ପ୍ରଦେଶରେ ଆଇଏସଆଇ କୋଠା ଏବଂ ଅନ୍ୟାନ୍ୟ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ମାମଲା … Read more

କାହିଁକି ଫେରିଆସିଲା ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ, ଜଣାପଡ଼ିଲା ତାର କାରଣ :

ନୂଆଦିଲ୍ଲୀ: ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଉଡ଼ାଣ ଭରିବାର କିଛି ସମୟ ପରେ ଫେରି ଆସିଛି । ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର ବିମାନ ନମ୍ବର AI2017କୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପୁଣି ଦିଲ୍ଲୀ ବିମାନବନ୍ଦରକୁ ଫେରିବାକୁ ପଡ଼ିଛି । ଏବେ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ଲଣ୍ଡନ ପଠାଇବାର ବ୍ୟବସ୍ଥା କରାଯାଉଛି ।ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ, ଜୁଲାଇ ୩୧ ତାରିଖରେ ଦିଲ୍ଲୀରୁ ଲଣ୍ଡନ ଯାଉଥିବା … Read more