ଅଳ୍ପକେ ବର୍ତ୍ତିଲା ଜୀବନ :
ଯାତ୍ରା ଆରମ୍ଭ କରିବାର ୩୦ମିନିଟ ପରେ ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଲା ବଗି; ଅଳ୍ପକେ ବର୍ତ୍ତି ଯାଇଛନ୍ତି ସମସ୍ତ ଯାତ୍ରୀପାକିସ୍ତାନ ଗତ ଶୁକ୍ରବାର ଅଗଷ୍ଟ ୧ ତାରିଖ ସନ୍ଧ୍ୟାରେ ପଞ୍ଜାବର ଶେଖପୁରା ଜିଲ୍ଲାର କାଲା ଶାହ କାକୁ ନିକଟରେ ଇସଲାମାବାଦ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ୨୯ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।ପଞ୍ଜାବ ରେସକ୍ୟୁ ୧୧୨୨ ଅନୁଯାୟୀ, କାଲା ଶାହ କାକୁ ଅଞ୍ଚଳରେ ଏକ ରାସାୟନିକ ପ୍ଲାଣ୍ଟ ନିକଟରେ ଯାତ୍ରୀବାହୀ ଟ୍ରେନର ପାଞ୍ଚଟି … Read more