ଫୁଣି ହେବ କି ଲଢେଇ :
ବିଶ୍ବର ୨ ମହାଶକ୍ତି ଆମେରିକା ଓ ଋଷ ମଧ୍ୟରେ ଉତ୍ତେଜନା ଶୀର୍ଷ ସ୍ତରରେ ପହଞ୍ଚିଛି । ଋଷ ରାଷ୍ଟ୍ରପତି ପୁଟିନଙ୍କ ସହଯୋଗୀ ଦିମିତ୍ରୀ ମେଦଭେଦେବଙ୍କ ଧମକ ପରେ ଏବେ ଆକ୍ସନ୍ ମୋଡ୍କୁ ଆସିଛି ଟ୍ରମ୍ପ ପ୍ରଶାସନ। ରୁଷ ନିକଟବର୍ତ୍ତୀ ସାମୁଦ୍ରିକ ଅଞ୍ଚଳରେ ଆମେରିକା ଶକ୍ତିଶାଳୀ ପରମାଣୁ ସମ୍ପନ୍ନ ଦୁଇଟି ବୁଡ଼ାଜାହାଜ ମୁତୟନ କରିଥିବା ଜଣାପଡ଼ିଛି ।ଟ୍ରମ୍ପ ପ୍ରଶାସନ ବିଭିନଦ୍ନ ରାଷ୍୍ୟ ଉପରେ ଟାରିଫ୍ ଲଗାଇବା ପରେ ସ୍ଥିତି ଜଟିଳ ହେବା ପରି ମନେ ହେଉଛି । ଆମେରିକା … Read more