ନୂଆ ରୂପରେ ଆସୁଛି ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ :
କମିଟି କରିବ ଅନୁଧ୍ୟାନBy – subhasmita Aug 14 2025ଭୁବନେଶ୍ବର୧୪.୦୮.୨୫ ରାଜଧାନୀ ଭୁବନେଶ୍ବରରେ ମେଟ୍ରୋ ପ୍ରକଳ୍ପକୁ ନୂଆ ଡିଜାଇନ୍ରେ ଗଢ଼ାଯିବାକୁ ନିଷ୍ପତ୍ତି ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର l ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ ଦେଇ କହିଛନ୍ତି ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କୁ ବିଧିବଦ୍ଧ ଭାବେ ପ୍ରସ୍ତାବ ରୂପେ ପଠାଯିବ ଏବଂ ଏହାପରେ ପ୍ରକଳ୍ପ ନିମନ୍ତେ ଏକ ନୂଆ କମିଟି ଗଠନ ହେବା ସହ ସେମାନେ … Read more