ଅନ୍ତର୍ଜାତୀୟ ଛେଳି ଦିବସରେ ଗଞ୍ଜାମ ଛେଳି ପାଇଲା ଜାତୀୟ ମାନ୍ୟତା, ରାଇଘର-ଘୁମୁସର ପ୍ରଜାତି ଅପେକ୍ଷାରେ

By- SUBHASMITA Aug 21 2025ଭୁବନେଶ୍ୱର: ଓଡ଼ିଶାର ଗଞ୍ଜାମ ଛେଳିକୁ ଜାତୀୟ ମାନ୍ୟତା ମିଳିଛି, ଯାହା ଦେଶୀ ପ୍ରଜାତିରେ ଏକ ଅନ୍ୟତମ ସ୍ଥାନ ଧରିଛି। ରାଇଘର ଓ ଘୁମୁସର ପ୍ରଜାତି ଛେଳି ଉପରେ ଗବେଷଣା ହେଉଛି, ତଥାପି ଏହି ଦୁଇ ପ୍ରଜାତିକୁ ମାନ୍ୟତା ମିଳିବାରେ ବିଳମ୍ବ ହେଉଛି।୨୦୦୧ ମସିହାରେ ଆରମ୍ଭ ହୋଇଥିବା ଗଞ୍ଜାମ ଛେଳି ପ୍ରକଳ୍ପରୁ ଜଣାପଡ଼ିଛି ଯେ, ଏହି ପ୍ରଜାତି ସବୁ ପାଣିପାଗରେ ସହଜରେ ଖାପ ଖାଇପାରିବା ସହ ଦ୍ୱୈତ ଶାବକ ଜନ୍ମ ଦେଇପାରିବ। ଏହି … Read more

ମଦପାନ : ସମାଜରେ ବିପଜ୍ଜନକ ସମସ୍ୟା

By-SUBHASMITA Aug 21 2025ମଦପାନ ଏକ ସାଧାରଣ ଅଭ୍ୟାସରୁ ଆରମ୍ଭ ହୋଇ ଦିନକୁ ଦିନ ସମାଜରେ ଭୟଙ୍କର ରୂପ ନେଇଛି। ପ୍ରାଚୀନ କାଳରୁ ମଦକୁ ମାନବଜୀବନରେ ବିଭିନ୍ନ ଉତ୍ସବ, ପୂଜା-ପର୍ବରେ ବ୍ୟବହାର କରାଯାଇଥିଲେ ମଧ୍ୟ, ବର୍ତ୍ତମାନ ସେଥିରୁ ବିକୃତି, ଅପରାଧ ଓ ପରିବାରୀକ ଭଙ୍ଗୁରତାର ମୁଖ୍ୟ କାରଣ ହୋଇପଡ଼ିଛି।ମଦପାନ କେବଳ ବ୍ୟକ୍ତିକୁ ନୁହେଁ, ସମଗ୍ର ପରିବାରକୁ ଦୁଃଖ, ଅସୁବିଧା ଓ ଅସନ୍ତୋଷରେ ଲିପ୍ତ କରେ। ଘରେ ହିଂସା, ଝଗଡ଼ା, ସନ୍ତାନଙ୍କର ଶିକ୍ଷାରେ ବାଧା, ପତ୍ନୀଙ୍କର ମନୋବଳର ହ୍ରାସ—ସବୁ … Read more

ଆସିଲେ ମାରିଲେ :

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣBy – SUBHASMITA Aug 20 2025ନୂଆଦିଲ୍ଲୀ : 20 ଅଗଷ୍ଟ 2025 (ସକାଳ 9:36 ISTଦିଲ୍ଲୀରୁ ସକାଳୁ ସକାଳୁ ବଡ଼ ଖବର ଆସିଛି । ରାଜଧାନୀରେ ସାପ୍ତାହିକ ଜନଶୁଣାଣି ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଜଣେ ୩୫ ବର୍ଷୀୟ ଯୁବକ ଆକ୍ରମଣ କରିଛନ୍ତି ।ସୂଚନା ଅନୁସାରେ, ସକାଳୁ ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ସାପ୍ତାହିକ ଜନଶୁଣାଣି କରୁଥିଲେ । ଏହି ସମୟରେ ଜଣେ ୩୫ ବର୍ଷୀୟ ଯୁବକ କିଛି କାଗଜ ପତ୍ର ନେଇ … Read more

30 ଦିନ ଜେଲ୍‌ ପଦ ଶୂନ୍ୟ :

ନୂଆ ବିଲ୍‌ ଆଣୁଛି କେନ୍ଦ୍ର ସରକାର : By -SUBHASMITA 20 ଅଗଷ୍ଟ 2025, ନୂଆଦିଲ୍ଲୀ: ରାଜନେତାମାନେ ଯଦି ସଙ୍ଗୀନ ଅପରାଧ ମାମଲାରେ ଜେଲ୍‌ରେ ପହଞ୍ଚନ୍ତି, ଏବେ ସେମାନଙ୍କୁ ପଦ ରକ୍ଷା କରିବାର ଅବସର ମିଳିବ ନାହିଁ । କେନ୍ଦ୍ର ସରକାର ଏକ କଡା ବିଲ୍‌ ଲୋକସଭାରେ ଉପସ୍ଥାପନ କରିବାକୁ ଯାଉଛି ।ବିଲ୍‌ର ପ୍ରମୁଖ ପ୍ରାବଧାନପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା କୌଣସି ବି ନେତା 30 ଦିନରୁ ଅଧିକ ଜେଲ୍‌ରେ ରହିଲେ ସ୍ୱତଃ ପଦ ହରାଇବେ ।ଯଦି … Read more

ଇସ୍ରୋର ବିରାଟ ସ୍ୱପ୍ନ

ମହଲା ଉଚ୍ଚତା ବିଶିଷ୍ଟ ରକେଟ୍, ୭୫ ଟନ୍‌ର ପେଲୋଡ୍ କକ୍ଷପଥକୁ By- SUBHASMITA Aug 20 2025 ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପୁଣିଥରେ ଇତିହାସ ରଚିବାକୁ ପ୍ରସ୍ତୁତ। ସଂଗଠନ ଏବେ ଏକ ବିଶାଳ ରକେଟ୍‌ର ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ଯାହାର ଉଚ୍ଚତା ୪୦ ମହଲା କୋଠା ସମାନ ହେବ। ଏହି ରକେଟ୍ ୭୫ ଟନ୍ (୭୫,୦୦୦ କିଲୋଗ୍ରାମ୍) ପେଲୋଡ୍‌କୁ ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପନ କରିବାରେ ସକ୍ଷମ ହେବ।ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ … Read more

ଆଜିର ରାଶିଫଳ :କେମିତି କଟିବ ଆଜିର ଦିନ !

By -SUBHASMITA 20 Aug 2025ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।ବୃଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।ମିଥୁନ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା … Read more

“ଇଂରାଜୀ ପଢିପାରୁନାହାନ୍ତି ଅଷ୍ଟମ ଶ୍ରେଣୀ ପିଲା; ତାଜୁବ୍ ହେଲେ ଜିଲ୍ଲାପାଳ”

By -Subhasmitaଗଞ୍ଜାମ: ସ୍କୁଲର ପାଠପଢ଼ାର ସ୍ଥିତି ନେଇ ପୁନିଥରେ ପ୍ରଶ୍ନ ଉଠିଛି । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍ ହଠାତ୍ ପାତ୍ରପୁର ବ୍ଲକ ସୁବର୍ଣ୍ଣପୁର ବିଦ୍ୟାଳୟ ପରିଦର୍ଶନ କଲାବେଳେ ଚମକପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଲା ।ଜିଲ୍ଲାପାଳ ପିଲାଙ୍କୁ ବହି ପଢିବାକୁ କହିଥିଲେ । ଓଡ଼ିଆ ବହି ସୁଗମରେ ପଢିଥିଲେ ପିଲାମାନେ, କିନ୍ତୁ ଯେବେ ଇଂରାଜୀ ବହି ପଢିବାର କଥା ଆସିଲା, ଅଷ୍ଟମ ଶ୍ରେଣୀର ପିଲାମାନେ ମଧ୍ୟ ପଢିପାରିଲେନାହିଁ। କେହି କେହି ଅଳ୍ପଶବ୍ଦ ଉଚ୍ଚାରଣ କରିପାରିଲେ, ତେବେ ଅନ୍ୟମାନେ … Read more

କିଏ ହେବେ ଇଣ୍ଡିଆ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ?

ଆଜି ହୋଇପାରେ ଘୋଷଣା, ଗାନ୍ଧୀଙ୍କ ଅଣନାତିଙ୍କ ନାଁ ସହିତ କିଛି ଚେହେରା ଉପରେ ଚର୍ଚ୍ଚାBy -SUBHASMITA Aug – 19 2025 ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ– ଏହାକୁ ନେଇ ରାଜନୈତିକ ପଟଭୂମିରେ ଚର୍ଚ୍ଚା ତୀବ୍ର ହୋଇଛି। ଏନଡିଏ ଇତିମଧ୍ୟେ ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ନିଜ ପ୍ରାର୍ଥୀ ଭାବେ ଘୋଷଣା କରିଦେଇଛି। କିନ୍ତୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏଯାଏଁ ନାଁ ଘୋଷଣା ହୋଇନଥିବାରୁ ସମସ୍ତଙ୍କ ନଜର ବିରୋଧୀ ଶିବିର ଉପରେ।ଆଜି କଂଗ୍ରେସ ଅଧ୍ୟକ୍ଷ … Read more

ଯାତ୍ରୀଙ୍କ ପାଇଁ ଝଟକା: ଅକ୍ଟୋବରରୁ ବନ୍ଦ ହେବ ଭୁବନେଶ୍ୱର-ଦୁବାଇ ବିମାନ ସେବା!

Name – SUBHASMITA Aug 19 2025ଭୁବନେଶ୍ୱର: ଦୁବାଇ ଯାତ୍ରୀଙ୍କ ପାଇଁ ଖରାପ ଖବର । ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ୱର-ଦୁବାଇ ସିଧାସଳଖ ବିମାନ ସେବାକୁ ବନ୍ଦ କରିବାକୁ ଯୋଜନା ହୋଇଛି । ସୂଚନା ଅନୁସାରେ ଆସନ୍ତା ଅକ୍ଟୋବର ୨୪ରୁ ଏହି ସେବା ବନ୍ଦ ହେବଇଣ୍ଡିଗୋ ଏହି ରୁଟରେ ସପ୍ତାହକୁ ୩ଥର ସେବା ଦେଇଆସୁଥିଲା । କିନ୍ତୁ ‘ଏରୋରୁଟ୍‌ସ’ର ସଂଶୋଧିତ ଫ୍ଲାଇଟ୍ ସ୍କେଜୁଲରେ ଏହି ରୁଟ୍‌ର ନାମ ନଥିବାରୁ, ସେବା ବନ୍ଦ ହେବା ନିଶ୍ଚିତ ବୋଲି ଅନୁମାନ ।ଯାତ୍ରୀମାନେ … Read more

ଓଡିଶାରେ ଖୁବ୍‌ଶୀଘ୍ର ୧୮୪୦ ଡାକ୍ତର ଓ ୫ ହଜାରରୁ ଅଧିକ ପାରାମେଡିକାଲ କର୍ମଚାରୀ ନିଯୁକ୍ତି :i

BY – SUBHASMITA Aug -19 2025ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଓଡିଶା ସରକାର ଖୁବ୍‌ଶୀଘ୍ର ୧୮୪୦ ଡାକ୍ତର ଓ ୫,୦୦୦ରୁ ଅଧିକ ପାରାମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତ କରିବ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ସୂଚନା ଦେଇଥିଲେ।ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତର, ମେଡିକାଲ ଅଫିସର ଓ ପ୍ରଫେସର ପଦବିଗୁଡ଼ିକୁ ଶୀଘ୍ର ପୂରଣ କରାଯିବ। ବିଶେଷତଃ ଆଦିବାସୀ … Read more