ଆଜି ନିର୍ବାଚନ ହେଲେ NDA ପାଇବ 324 ସିଟ୍ BJP 260ରେ :
‘ମୁଡ୍ ଅଫ୍ ଦି ନେସନ୍’ ସର୍ଭେ” By -SUBHASMITA 30 Aug 2025 ନୂଆଦିଲ୍ଲୀ, ୨୯ ଅଗଷ୍ଟ : ଦେଶରେ ଯଦି ଆଜି ସାଧାରଣ ନିର୍ବାଚନ ହୁଏ, ତେବେ ଏନ୍ଡିଏ ୩୨୪ ଆସନ ଜିତି ସ୍ପଷ୍ଟ ଅଗ୍ରଗତି କରିବ ବୋଲି ‘ମୁଡ୍ ଅଫ୍ ଦି ନେସନ୍’ ସର୍ଭେରେ ଖୋଲାସା ହୋଇଛି । ସର୍ଭେ ଅନୁସାରେ, BJP ୨୬୦ଟି ସିଟ୍ରେ ଜିତିବାର ଅନୁମାନ ରହିଛି, ଯାହା ୨୦୨୪ ରେ ପାଇଥିବା ୨୪୦ରୁ ୨୦ଟି ଅଧିକ । କିନ୍ତୁ, BJP … Read more