ସୁରକ୍ଷା କବଚ ହେନ୍ତାଳ ବନ
ଓଡିଶାର ଉପକୂଳ ଅଞ୍ଚଳ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମନା ପ୍ରତିବର୍ଷ କରିଥାଏ l ଏହା ଆପଣମାନେ ପ୍ରାୟତଃ ସମସ୍ତେ ଜାଣିଥିବେ l ସ୍ରାମୁଦିକ ଝଡ ବନ୍ୟା ଏବଂ ମୃତ୍ତିକା ଅବକ୍ଷୟରେ ନିୟମିତ ଅଭିଜ୍ଞତା ଏହି ବିପଦଠାରୁ ରକ୍ଷାପାଇଁ ଯେଉଁ ପ୍ରାକୃତିକ ଧନ ନିରବ ଭାବେ କାମ କରୁଛି ତାହା ହେଉଛି ହେନ୍ତାଳ ବନ l ଉପକୂଳ ଅଂଚଳ ପାଇଁ ହେନ୍ତାଳ ବନ ସାହା ଏବଂ ଭରଷା l କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ବ୍ଲକ ରେ ଗଢିଉଠିଥିଲା ଏହି … Read more