ଭାରତର କଡ଼ା ସନ୍ଦେଶ : ପିଓକେ ଖାଲି କର, ମଞ୍ଚର ଅପବ୍ୟବହାର ବନ୍ଦ କର :
By SUBHASMITA September 24, 2025 ଜେନେଭା/ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ଆଉଥରେ ଉଠାଇବାକୁ ଚେଷ୍ଟା କରିଥିବା ପାକିସ୍ତାନକୁ ଭାରତ ଜାତିସଂଘ ମାନବାଧିକାର ପରିଷଦ (UNHRC)ର ୬୦ତମ ଅଧିବେଶନରେ ଦୃଢ଼ ଓ ସରଳ ଭାବରେ ପ୍ରତିକ୍ରିୟା ଦେଇଛି । ଭାରତୀୟ କୂଟନୀତିଜ୍ଞ କ୍ଷିତିଜ ତ୍ୟାଗୀ ସ୍ପଷ୍ଟ କହିଛନ୍ତି ପାକିସ୍ତାନ ଏହି ମଞ୍ଚକୁ ଭାରତ ବିରୋଧୀ ପ୍ରଚାର ପାଇଁ ବ୍ୟବହାର କରୁଛି । ତେଣୁ ପ୍ରଥମେ ସେ ପାକ୍ ଅଧିକୃତ କଶ୍ମୀର (PoK) ଖାଲି କରୁ । ସେ … Read more