ନବରାତ୍ରରେ ତିନିଟି ଲଘୁଚାପ, ଦଶହରାରେ ପ୍ରବଳ ବର୍ଷାର ଆଶଙ୍କା

By -SUBHASMITA ସେପ୍ଟେମ୍ବର 26 2025 ଓଡ଼ିଶାରେ ନବରାତ୍ର ସମୟରେ ବର୍ଷାର ସ୍ଥିତି ଆହୁରି ଗମ୍ଭୀର ହେବାକୁ ଯାଉଛି । ବର୍ତ୍ତମାନ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ସହିତ ଆଉ ଦୁଇଟି ନୂଆ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ଆବହାବିଭାଗ ସୂଚନା ଅନୁସାରେ, ସେପ୍ଟେମ୍ବର ୨୫ରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଗୋଟିଏ ନୂଆ ଲଘୁଚାପ ଗଠିତ ହେବ, ଯେଉଁଥିରେ ସେପ୍ଟେମ୍ବର ୩୦ରେ ଆଉ ଗୋଟିଏ ଘୂର୍ଣ୍ଣିବଳୟ ଦେଖାଦେବାର ଆଶଙ୍କା ରହିଛି । ଯଦି ଏହା ଲଘୁଚାପରେ ପରିଣତ … Read more

ଲଦାଖ ହିଂସା: ପ୍ରତିବାଦ ଅଧିକାର ହିଂସା ଅସ୍ୱୀକାର କଡ଼ା ସନ୍ଦେଶ ଦେଲେ ଉପରାଜ୍ୟପାଳ

By – SUBHASMITA ସେପ୍ଟେମ୍ବର 26 2025 ଲଦାଖରେ ହୋଇଥିବା ହିଂସାତ୍ମକ ବିକ୍ଷୋଭ ପରିପ୍ରେକ୍ଷିତରେ ଉପରାଜ୍ୟପାଳ କବିନ୍ଦର ଗୁପ୍ତା ଆଜି ଦୃଢ଼ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, “ପ୍ରତିବାଦ କରିବା ଗଣତାନ୍ତ୍ରିକ ଅଧିକାର, କିନ୍ତୁ ଏହା ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ । ହିଂସାକୁ କେବେ ବି ସହି ଯିବ ନାହିଁ।” ଗୁପ୍ତା ସଙ୍କେତ ଦେଇଛନ୍ତି ଯେ ଲଦାଖର ହିଂସା ପଛରେ ବିଦେଶୀ ହାତ ଥାଇପାରେ । ସେ ବାଂଲାଦେଶ ଓ ନେପାଳର ସମ୍ପ୍ରତିର ଆନ୍ଦୋଳନକୁ … Read more

ବିଜେପିରେ ଓଡ଼ିଆଙ୍କ ଦାୟିତ୍ବ ବଢ଼ିଲା: ଧର୍ମେନ୍ଦ୍ର ପ୍ରଧାନ ବିହାର ପ୍ରଭାରୀ, ବୈଜୟନ୍ତ ପଣ୍ଡା ତାମିଲନାଡୁ ପ୍ରଭାରୀ :

By -SUBHASMITA ସେପ୍ଟେମ୍ବର 25 2025 ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶାର ଦୁଇ ପ୍ରମୁଖ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ସମର୍ପିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ନିର୍ବାଚନ ପାଇଁ ପ୍ରଭାରୀ ଭାବେ ନିୟୁକ୍ତ କରାଯାଇଛି। ସେଥିବେଳେ, ବିଜେପିର ଜାତୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁର ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ବ ଦିଆଯାଇଛି। ଏହି ନିଷ୍ପତ୍ତି ସହିତ ବିଜେପି ସ୍ପଷ୍ଟ କରିଦେଇଛି ଯେ, ଆଗାମୀ ନିର୍ବାଚନକୁ ଲକ୍ଷ୍ୟ କରି ସେମାନେ ଅଭିଜ୍ଞ ଏବଂ ଯୋଗ୍ୟ ନେତାମାନଙ୍କୁ … Read more

ସୁଜାତା ବବିଙ୍କ ଗଡ଼ରେ ରାଜ୍‌ କରୁଛନ୍ତି, ୨୯ ନିର୍ବାଚନରେ ପ୍ରାର୍ଥୀ ହେବା ସ୍ପଷ୍ଟ :

By – SUBHASMITA ସେପ୍ଟେମ୍ବର 25 2025 ଯାଜପୁର: ବିଜେଡିର ପୂର୍ବତନ ବିଧାୟକ ବବି ଦାସଙ୍କ ଗଡ଼ରେ ଏବେ ସୁଜାତାଙ୍କ ନିୟନ୍ତ୍ରଣ ବଢିଛି। ୨୪ ନିର୍ବାଚନରେ ବିଜେପି ଚକ୍ମା ଦେଲା ସତ୍ତ୍ୱେ, ବବିଙ୍କ ଗଡ଼ରେ ସୁଜାତା ଧୀରେ ଧୀରେ ପ୍ରଭାବଶାଳୀ ହେଉଛନ୍ତି। ୨୯ ନିର୍ବାଚନରେ ସେ ବିଧାୟକ ପ୍ରାର୍ଥୀ ଭାବରେ ଲଢ଼ିବାକୁ ଇଚ୍ଛୁକ ଥିବା ସ୍ପଷ୍ଟ ହୋଇଛି। ସୁଜାତା ନିଜର ସଂଗଠନକୁ ମଜବୁତ କରି, ବବିଙ୍କୁ ସାଇଡ୍‌ କରି ନିଜ ପୁରା ରଣନୀତି ତିଆରି କରୁଛନ୍ତି। ତାଙ୍କ … Read more

ଦୁର୍ଗାପୂଜା ପୂର୍ବରୁ ସୁନ୍ଦରୀକରଣ ଅଭିଯାନ, ଓଭରହେଡ୍ କେବୁଲ୍ ହଟାଉଛି ବିଏମସି :

By – SUBHASMITA ସେପ୍ଟେମ୍ବର 25 2025 ଭୁବନେଶ୍ୱର : ଆସନ୍ତା ଦୁର୍ଗାପୂଜାକୁ ଲକ୍ଷ୍ୟ କରି ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍‌ (ବିଏମସି) ସହର ସୁନ୍ଦରୀକରଣ ଏବଂ ସୁରକ୍ଷାକୁ ପ୍ରାଥମିକତା ଦେଇଛି। ପାର୍ବଣ ସମୟରେ ବିପଦ ସୃଷ୍ଟି କରିପାରୁଥିବା କ୍ରିସ୍-କ୍ରସ୍‌ ଓଭରହେଡ୍ କେବୁଲ୍‌ଗୁଡିକୁ ହଟାଇବା ଏବେ ତିବ୍ର ଗତିରେ ଚାଲିଛି। ବିଏମସି କମିଶନର ଚଞ୍ଚଲ ରାଣା କହିଛନ୍ତି, “ଝୁଲିଥିବା କେବୁଲ୍‌ଗୁଡିକୁ ସଜାଡ଼ିବା ପାଇଁ ବିଶେଷ ହାଇଡ୍ରୋଲିକ୍ ସିଡ଼ି ବ୍ୟବହାର ହେଉଛି, କର୍ମଚାରୀଙ୍କୁ ସୁରକ୍ଷା କିଟ୍‌ ମଧ୍ୟ ଦିଆଯାଇଛି।” ସେହିପରି … Read more

କଲରଫୁଲ୍ କେକ୍‌ରେ ବିପଦ: କ୍ୟାନ୍ସର ଓ ହୃଦରୋଗ ଆଶଙ୍କା, ସରକାରୀ ରିପୋର୍ଟ ଚକିତ

By – SUBHASMITA ସେପ୍ଟେମ୍ବର 25 2025 ଭୁବନେଶ୍ୱର: ଜନ୍ମଦିନ ବା ବିବାହବାର୍ଷିକୀରେ କେକ୍‌ ବିନା ସେଲିବ୍ରେସନ୍‌ ଅସମ୍ଭବ। କିନ୍ତୁ ରଙ୍ଗୀନ କେକ୍‌ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିପାରେ। କର୍ଣ୍ଣାଟକ ସରକାରଙ୍କ ଖାଦ୍ୟ ମନ୍ତ୍ରଣାଳୟର ନବୀନତମ ରିପୋର୍ଟ ଅନୁସାରେ, ୨୩୫ଟି କେକ୍‌ ନମୁନା ମଧ୍ୟରୁ ୧୨ଟିରେ କ୍ଷତିକାରକ କୃତ୍ରିମ ରଙ୍ଗ — ଅଲ୍ଲୁରା ରେଡ୍, ସନସେଟ୍‌ ୟେଲୋ, ପୋନ୍ସେଉ ୪ଆର୍‌, ଟାର୍ଟ୍ରାଜିନ୍‌ ଓ କାର୍ମୋଏସିନ୍‌ — ମିଳିଥିଲା। ଏହି କେମିକାଲ୍‌ଗୁଡ଼ିକ କ୍ୟାନ୍ସର, ହୃଦରୋଗ, … Read more

ସିଏଜି ରିପୋର୍ଟରେ ଖୋଲିଦେଲା କେଳେଙ୍କାରୀ :ବିଶ୍ୱବିଦ୍ୟାଳୟରେ ଅନିୟମିତ ଟଙ୍କା ବ୍ୟୟ:

By -SUBHASMITA ସେପ୍ଟେମ୍ବର 25 2025 ଭୁବନେଶ୍ୱର :ସିଏଜିଙ୍କ ଅଡିଟ୍ ରିପୋର୍ଟରୁ ଜଣା ପଡ଼ିଛି ଯେ, ଉଚ୍ଚଶିକ୍ଷା ଖେତ୍ରକୁ ସୁଦୃଢ କରିବା ପାଇଁ ଦିଆଯାଇଥିବା ବିଶ୍ୱବିଦ୍ୟାଳୟ ଅନୁଦାନ ଅନିୟମିତ ଭାବରେ ବ୍ୟୟ ହୋଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ୨୦୧୫-୨୦ରେ ପାଇଥିବା ୧୮ କୋଟି ଟଙ୍କାରୁ ଅନେକ ଅଂଶ ଅନାବଶ୍ୟକ ସାଧନରେ ବ୍ୟୟ କରାଯାଇଛି—ଚାରିଟି ଡିଜି ସେଟ୍, ସାଇନ୍‌ବୋର୍ଡ, କୁଳପତିଙ୍କର ଡାଇନିଂ ଟେବୁଲ ଓ ସୋଫା। ୧.୩୮ କୋଟି ଟଙ୍କାର ୧୮୧ ଡେସ୍କଟପ୍ ଓ ୮୮ ଲ୍ୟାପ୍‌ଟପ୍ କିଣାଯାଇଥିଲା, ଯାହାର … Read more

୨୦୧୮-୨୩: ଆଦିବାସୀ ଉନ୍ନତି ପାଇଁ ମିଳିଥିବା ୧୭୦୯ କୋଟିରେ ୫୧୯ କୋଟି ବ୍ୟବହାର ହେଲା ନାହିଁ, ଅଧିକାରୀଙ୍କ ପକେଟ୍ ଗରମ — ସିଏଜି ରିପୋର୍ଟ

By -SUBHASMITA ସେପ୍ଟେମ୍ବର 25 2025 ଭୁବେନେଶ୍ୱର :ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ ରାଜ୍ୟରେ ଆଦିବାସୀଙ୍କ ଉନ୍ନତି ପାଇଁ ୨୨ଟି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) କାର୍ଯ୍ୟ କରୁଛି। ସେଥିରୁ ୧୧ଟି ଆଇଟିଡିଏର କାର୍ଯ୍ୟ ସମୀକ୍ଷା କରାଯାଇଥିଲା। ୨୦୧୮ରୁ ୨୦୨୩ ମଧ୍ୟରେ ଏହି ୧୧ଟି ସଂସ୍ଥାକୁ ମୋଟ ୧୭୦୯ କୋଟି ୪୭ ଲକ୍ଷ ଟଙ୍କା ପାଠାଯାଇଥିଲା। ସମୀକ୍ଷାରୁ ଜଣାପଡିଛି ଯେ ଏଥିରୁ ୩୦% ଟଙ୍କା, ଅର୍ଥାତ ୫୧୯ କୋଟି ୩ ଲକ୍ଷ ଟଙ୍କା, … Read more

ଓଡ଼ିଶାରେ ବନ୍ୟା ଆଶଙ୍କା: ମହାନଦୀରେ ୭ ଲକ୍ଷ କ୍ୟୁସେକ ବନ୍ୟାଜଳ ଆସିବାର ସମ୍ଭାବନା :

By –SUBHASMITA ସେପ୍ଟେମ୍ବର 25 2025 ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଓ ପ୍ରବଳ ବର୍ଷାରୁ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ଆଶଙ୍କା ବଢ଼ିଛି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅନୁସାରେ, ମହାନଦୀର ମୁଣ୍ଡୁଳୀରେ ୨୭ ସେପ୍ଟେମ୍ବର ସକାଳରେ ୭ ଲକ୍ଷ କ୍ୟୁସେକ ବନ୍ୟାଜଳ ପହଞ୍ଚିବାର ସମ୍ଭାବନା ରହିଛି। ଫଳରେ ଶାଖାନଦୀ କୁଆଖାଇ, ବିରୂପା, କାଠଯୋଡ଼ି, ଦେବୀ ନଦୀରେ ଜଳସ୍ତର ବୃଦ୍ଧି ହେବ। ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ କ୍ଷେତ୍ର ଅଧିକାରୀମାନେ ପ୍ରସ୍ତୁତ … Read more

ହୁସେନ-ନଓଵାଜଙ୍କ ଜୁଗଳବନ୍ଦୀରେ ପାକିସ୍ତାନର ବିଜୟ ଫାଇନାଲ୍‌ ଆଶା ଜୀବନ୍ତ :

By -SUBHASMITA ସେପ୍ଟେମ୍ବର 24 2025 ଆବୁଧାବି: ସୁପର–୪ର ଜୀବନ–ମୃତ୍ୟୁ ମୁକାବିଲାରେ ପାକିସ୍ତାନ ବଡ଼ ଜିତ ହାସଲ କରିଛି। ଶ୍ରୀଲଙ୍କାକୁ ୫ ଓ୍ଵିକେଟ୍‌ରେ ହରାଇ, ଫାଇନାଲ୍‌ ପାଇଁ ପାକିସ୍ତାନ ଆଶାକୁ ଜୀବନ୍ତ ରଖିଛି। ହୁସେନ ତଲତଙ୍କ ଅଲରାଉଣ୍ଡର ଖେଳ ଓ ମହମ୍ମଦ ନଓଵାଜଙ୍କ ଶାନ୍ତ–ସୁନିଶ୍ଚିତ ବ୍ୟାଟିଂ ଦଳକୁ ବିଜୟୀ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୨୦ ଓଭରରେ ୮ ଓ୍ଵିକେଟ୍‌ରେ ୧୩୩ ରନ କରିଥିଲା। କାମିନ୍ଦୁ ମେଣ୍ଡିସ ୫୦ ରନ ସହିତ ସର୍ବାଧିକ … Read more