ହ୍ୱାଇଟ୍ ହାଉସରେ ବୁଲଡୋଜର ଚଲାଇଲେ ଟ୍ରମ୍ପ, ୯୯୯ ଲୋକ ପାଇଁ ନୂଆ ଗ୍ରାଣ୍ଡ ହଲ ନିର୍ମାଣ :
By -SUBHASMITA oct 23 2025 ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଚର୍ଚ୍ଚାରେ ଆସିଛନ୍ତି। ହ୍ୱାଇଟ୍ ହାଉସରେ ବୁଲଡୋଜର ଚଲାଇ ନୂଆ ଗ୍ରାଣ୍ଡ ବଲ୍ ରୁମ୍ ନିର୍ମାଣ ପାଇଁ କାମ ଆରମ୍ଭ କରାଯାଇଛି। ଏହି ଭବ୍ୟ ହଲ୍ରେ ଏକାସାଥିରେ ୯୯୯ ଲୋକ ବସିପାରିବେ। ଟ୍ରମ୍ପଙ୍କ ଏହି ପ୍ରକଳ୍ପ ପାଇଁ ଅନୁମାନିତ ଖର୍ଚ୍ଚ ହେଉଛି ୨୫୦ ମିଲିୟନ ଡଲାର। ଏହି ନୂଆ ହଲ୍ ୯୦ ହଜାର ବର୍ଗଫୁଟ୍ ଅଞ୍ଚଳ ଉପରେ ନିର୍ମାଣ ହେବ ଓ ଏହା ଭବନର … Read more