socialtalknews

ବସ୍ତିରେ ଆଉ ଚାଲିବନି ବୁଲଡୋଜର :

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ବଡ଼ ଘୋଷଣା ନୂଆଦିଲ୍ଲୀ: ଦିଲ୍ଲୀର ବସ୍ତି ବାସିନ୍ଦାଙ୍କ ପାଇଁ ଖୁସି ଖବର । ଆଉ ରାଜଧାନୀରେ ଥିବା ବସ୍ତି ଉପରେ ଚାଲିବନି ବୁଲଡୋଜର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶୁକ୍ରବାର ଏହି ନିର୍ଦ୍ଦେଶ ଦେଇଛନ୍ତି । ସେ ଏହି ସମ୍ପର୍କରେ ରେଳ ଏବଂ ଡିଡିଏ ସମେତ ସମସ୍ତ ବିଭାଗକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯଦି ଏହା କରିବାକୁ ପଡ଼େ, ତେବେ ପ୍ରଥମେ ବସ୍ତି ବାସିନ୍ଦାଙ୍କୁ … Read more

ଆମେରିକା ଆଗରେ ମୁଣ୍ଡ ନୁଆଁଇବନି ଭାରତ :

ସାକ୍ଷୀ ଅଛି ଇତିହାସ , କେଉଁଠି ବି ମୁଣ୍ଡ ନୁଆଁଇନିତେଣୁ ଆମେରିକା ପାଖରେ ମୁଣ୍ଡ ନୁଆଇଁବ ବା କେମିତି!ଇତିହାସ ସାକ୍ଷୀ ଅଛି ଆମେରିକା ଚାପ ଆଗରେ କେବେ ବି ମୁଣ୍ଡ ନୁଆଁଇନି ଭାରତ । ପୂର୍ବରୁ ମଧ୍ୟ ଭାରତ ଉପରେ ଚାପ ପାକାଇଛି ଆମେରିକା କିନ୍ତୁ ଏହି ଚାପକୁ ଖାତିର୍‌କରିନି ଭାରତ । ଏହା କହିବାର ଅର୍ଥ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତୀୟ ସାମଗ୍ରୀ ଉପରେ ୨୫% ଶୁଳ୍କ ଲଗାଇବାର ଧମକ କୌଣସି ନୂଆ … Read more

ଆମେରିକା ଆଗରେ ମୁଣ୍ଡ ନୁଆଁଇବନି ଭାରତ :

ସାକ୍ଷୀ ଅଛି ଇତିହାସ , କେଉଁଠି ବି ମୁଣ୍ଡ ନୁଆଁଇନିତେଣୁ ଆମେରିକା ପାଖରେ ମୁଣ୍ଡ ନୁଆଇଁବ ବା କେମିତି!ଇତିହାସ ସାକ୍ଷୀ ଅଛି ଆମେରିକା ଚାପ ଆଗରେ କେବେ ବି ମୁଣ୍ଡ ନୁଆଁଇନି ଭାରତ । ପୂର୍ବରୁ ମଧ୍ୟ ଭାରତ ଉପରେ ଚାପ ପାକାଇଛି ଆମେରିକା କିନ୍ତୁ ଏହି ଚାପକୁ ଖାତିର୍‌କରିନି ଭାରତ । ଏହା କହିବାର ଅର୍ଥ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତୀୟ ସାମଗ୍ରୀ ଉପରେ ୨୫% ଶୁଳ୍କ ଲଗାଇବାର ଧମକ କୌଣସି ନୂଆ … Read more

ପାକିସ୍ତାନ କୁ ଶେଷ କରିବ ଭାରତ :

ଓ୍ୱାଟର୍ ବମ୍’ରେ ପାକିସ୍ତାନକୁ ମାରିବ ଭାରତ ! ଶୋଷରେ ମରିବ ଶତ୍ରୁ ଦେଶ! ତଥ୍ୟ ଅନୁଯାୟୀଏନଏଚପିସି (NHPC) ଜୁଲାଇ ୨୯ ତାରିଖରେ ଜାମ୍ମୁ କାଶ୍ମୀରର ଚେନାବ୍ ନଦୀ ଉପରେ ୧୮୫୬ ମେଗାଓ୍ୱାଟର ଏହି ହାଇଡ୍ରୋପାଓ୍ୱାର ପ୍ରୋଜେକ୍ଟ ପାଇଁ ଗ୍ଲୋବାଲ୍ ଟେଣ୍ଡର ଡାକିଛି । ଏଥି ପାଇଁ ମୋଟ ୨୨ ହଜାର ୭୦୪ କୋଟି ଟଙ୍କା ଖର୍ଚ୍ଚ ହେବ । ଆଉ ଏହି ପ୍ରୋଜେକ୍ଟ ଏବେ ପାକିସ୍ତାନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।ସିନ୍ଧୁ ଜଳ ଚୁକ୍ତିକୁ … Read more

ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା :

ସ୍ୱଧୀନତାର ଏତେ ବର୍ଷ ପରେ ବି ଗାଁରେ ପହଂଚିପାରିଲାନି ଆମ୍ବୁଲାନ୍ସ, ଅଧାବାଟରେ ଜନ୍ମ ହେଲା ନବଜାତ ଶିଶୁ!ରାସ୍ତା ନଥିବାରୁ ଗାଁରେ ପହଂଚି ପାରିଲାନି ଆମ୍ବୁଲାନ୍ସ । ଗର୍ଭବତୀଙ୍କୁ ୩ କିଲୋମିଟର ବାଟ ଖଟିଆରେ ବୋହି ଆଣିବା ପରେ ବାଟରେ ପ୍ରସବ କରିଛନ୍ତି ମହିଳା। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସର୍ଗିପାନି ଗାଁକୁ ଏବେ ବି ରାସ୍ତାଟିଏ ନାହିଁ । ଜଙ୍ଗଲିଆ ରାସ୍ତାରେ ଲୋକମାନେ ଯାତାୟତ କରନ୍ତି । ପ୍ରତିଦିନ ଲୋକମାନେ ଯାତାୟତ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି … Read more

ରାଜଧାନୀ ରେ ମେଟ୍ରୋ କରାଯିବ :

ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତିବିଜେଡି ମିଛ କହୁଛି ! ଆମେ କହିଛୁ କେନ୍ଦ୍ରର ସହାୟତାରେ ମେଟ୍ରୋ କରାଯିବ! ସେଥିପାଇଁ କମିଟି ନିଷ୍ପତ୍ତି ନେଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି । ଏହା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କୁ ଦାୟିତ୍ୱ ଦେଇଛନ୍ତି । ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ମେଟ୍ରୋର ଆବଶ୍ୟକତା ଅଛି । ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ବଢିଛି! ଏହାର … Read more

ବଢୁଛି ରୁଷ ସୈନିକଙ୍କ ମଧ୍ୟରେ HIV ସଂକ୍ରମଣ ହାର:

ବହୁ ସଂଖ୍ୟାରେ ହେଉଛନ୍ତି ଆକ୍ରାନ୍ତବିଶ୍ୱରେ ସର୍ବାଧିକ HIV ସଂକ୍ରମଣ ହାର ଥିବା ଦେଶମାନଙ୍କ ମଧ୍ୟରେ ରୁଷ ପୂର୍ବରୁ ରହିଛି । ଏବେ ୟୁକ୍ରେନ ଯୁଦ୍ଧ ଏହି ପରିସ୍ଥିତିକୁ ଆହୁରି ଭୟଙ୍କର କରିଦେଇଛି । ରିପୋର୍ଟ ଅନୁଯାୟୀ, ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷ ସୈନିକଙ୍କ ମଧ୍ୟରେ HIV ସଂକ୍ରମଣ ହାର ୨୦ ରୁ ୪୦ ଗୁଣ ବୃଦ୍ଧି ପାଇଛି !ଏହି ବୃଦ୍ଧିର ଅନେକ ସମ୍ଭାବ୍ୟ କାରଣ ଅଛି । ପ୍ରଥମତଃ, ଯୁଦ୍ଧର ଚାପପୂର୍ଣ୍ଣ ପରିବେଶରେ ସୈନିକମାନଙ୍କର ମାନସିକ … Read more

ପୂରା ଏସିଆ ବଜାରକୁ ଦୋହଲାଇଦେଲା ଟ୍ରମ୍ପଙ୍କ ଟାରିଫ୍:

ଜାପାନରୁ ନେଇ ସାଉଥ କୋରିଆ ପର୍ଯ୍ୟନ୍ତ ସେୟାର ମାର୍କେଟ୍ ତଳମୁହାଁଜାପାନ ସେୟାର ମାର୍କେଟ ଶୁକ୍ରବାର ଆରମ୍ଭରେ ୨୨୫ ଅଙ୍କ ଅର୍ଥାତ ୦.୬ ପ୍ରତିଶତ ତଳକୁ ଖସିଥିବା ବେଳେ ଦକ୍ଷିଣ କୋରିଆ ସେୟାର ମାର୍କେଟ୍ ୩.୨ ପ୍ରତିଶତ ଖସିଛି । ଏହା ବ୍ୟତୀତ ତାଇୱାନ ସେୟାର ମାର୍କେଟ ୦.୪ ପ୍ରତିଶତ, ଅଷ୍ଟ୍ରେଲିଆ ସେୟାର ମାର୍କେଟ ୦.୭ ପ୍ରତିଶତ ତଳକୁ ଖସି କାରବାର ଆରମ୍ଭ ହୋଇଛି । ସେହିଭଳି ହଂଗକଂଗ ସେୟାର ମାର୍କେଟ ୦.୨ ପ୍ରତିଶତ ତଳକୁ ଖସିଛି ।ପୂରା … Read more

ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ମିଳିଛି ଅନୁମୋଦ

ସାଂସଦ ଶୁଭାଶିଷଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ :ପୁରୀ : ପୁରୀ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦରକୁ ପ୍ରମୁଖ ବହୁ ଅନୁମୋଦନ ମିଳିଲାଣି । ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମମୋହନ ନାଇଡୁ ସୋମବାର ରାଜ୍ୟସଭାରେ ଉତ୍ତର ରଖିଛନ୍ତି । ଏହି ବିମାନବନ୍ଦର ସ୍ଥିତି କ’ଣ ବୋଲି ପୁରୀ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଏକ ପ୍ରଶ୍ନ କରିଥିଲେ | ସାସଂଦ ଶ୍ରୀ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଉତ୍ତର ଦେଇଥିଲେ, ଗ୍ରୀନ୍‌ … Read more

ଭାରତକୁ ଆଉ ଏକ ଝଟକା ଦେଲା ଆମେରିକା :

୬ଟି ଭାରତୀୟ ପେଟ୍ରୋଲିୟମ୍ କମ୍ପାନିକୁ କଲା ବ୍ୟାନ୍ଏହି କମ୍ପାନିଗୁଡ଼ିକ ଇରାନ ସହିତ ବ୍ୟବସାୟ କରୁଥିଲେ । ଇରାନ ଏଥିରୁ କରୁଥିବା ଆୟର ଏକ ବଡ଼ ଅଂଶ ଯୁଦ୍ଧ ଓ ସାମରିକ ସଂଘର୍ଷକୁ ପ୍ରୋତ୍ସାହିତ କରିବା ପାଇଁ ଖର୍ଚ୍ଚ କରୁଛି । ଏହା ଇରାନ ଉପରେ ଆତଙ୍କବାଦକୁ ସମର୍ଥନ କରିବାର ଅଭିଯୋଗ ମଧ୍ୟ ଆଣିଛି ।ଭାରତକୁ ଆଉ ଏକ ଝକଟା ଦେଲା ଆମେରିକା : ୬ଟି ଭାରତୀୟ ପେଟ୍ରୋଲିୟମ୍ କମ୍ପାନିକୁ କଲା ବ୍ୟାନ୍କନକ ବ୍ୟୁରୋ : ଭାରତକୁ ଆଉ … Read more