ପଞ୍ଚମ ଶ୍ରେଣୀ ଯାଏଁ ମାତୃଭାଷା ବାଧ୍ୟତାମୂଳକ :

By-SUBHASMiTA DT-17.1.2026 ଷଷ୍ଠରୁ ଦଶମ ପିଲାଙ୍କ ପାଇଁ ୧୦ଦିନ ବ୍ୟାଗମୁକ୍ତ ଶିକ୍ଷାଦାନ ପଂଚମ ଶ୍ରେଣୀ ଯାଏ ମାତୃଭାଷା ପଢିବା ବାଧ୍ୟତାମୂଳକ। ବିଦ୍ୟାଳୟ ସ୍ତରୀୟ ଶିକ୍ଷା ପାଠ୍ୟକ୍ରମର ସଂସ୍କାର ଓ ପାଠ୍ୟପୁସ୍ତକ ବିକାଶ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା। କେନ୍ଦ୍ରମନ୍ତ୍ରୀ କହିଛନ୍ତି ପଂଚମ ଶ୍ରେଣୀ ଯାଏ ମାତୃଭାଷା ପଢିବା ବାଧ୍ୟତାମୂଳକ। ବିଦ୍ୟାଳୟ ସ୍ତରୀୟ ଶିକ୍ଷା ପାଠ୍ୟକ୍ରମର ସଂସ୍କାର ଓ ପାଠ୍ୟପୁସ୍ତକ ବିକାଶ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୨୦୨୬-୨୭ ଶିକ୍ଷାବର୍ଷରୁ … Read more

ପୋଲିସ ଏବେ ଆକ୍ସନ୍। ମୋଡ଼ରେ :

ଗୋ-ମାଫିଆ ଠିକଣାରେ ପୁଲିସର ରେଡ by-SUBHASMiTA DT-17.1.2026 ଧୀରେଧୀରେ ଖୋଲୁଛି ସରବର ଗୋ ମାଫିଆ ଘରେ ପୋଲିସ ଚଢ଼ାଉ, ନଗଦ ୭୦ଲକ୍ଷ ଟଙ୍କା ସହ ସୁନା ଗହଣା ଜବତ କରିଛି କେନ୍ଦୁଝର ଓ ଭଦ୍ରକ ପୁଲିସ ହଁ ଆଂଜ୍ଞା ପୁରୁଣା ବଜାର ଥାନା ଶେଖ ରାଜନଙ୍କ ଘରେ କେନ୍ଦୁଝର ଓ ଭଦ୍ରକ ପୁଲିସ ଚଢ଼ାଉ କରିଛି ଭଦ୍ରକରେ ଗୋ ଚୋରାଚାଲାଣ ଧନ୍ଦା ଉପରେ ପୋଲିସର ବଡ଼ ଆକ୍ସନ୍। ଦୀର୍ଘଦିନ ଧରି ଚାଲୁଥିବା ଗୋ ମାଫିଆ ନେଟୱର୍କକୁ ନେଇ … Read more

ନିର୍ଦୋଷ ହାତୀ, ଭୟଙ୍କର ଯନ୍ତ୍ରଣା::

By-SUBHASMiTA DT-17.1.2026 ଆଉ ଏକଅଭାବନୀୟ ଘଟଣା ଘଟିଛି ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳ, ବାଳୁଅକଟା ଗାଁ ପଥରଗଡ଼ ସାହିରେ।ଏକ ମାଈ ହାତୀ ଅସୁସ୍ଥ ଅବସ୍ଥାରେ ପଡ଼ିଥିବା ଖବର ପାଇ ସ୍ଥାନୀୟ ଲୋକେ ବନ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ବନ ବିଭାଗର ଟିମ୍ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ହାତୀ ଛୁଆକୁ ଜଗି ରହିଛନ୍ତି। ଡାକ୍ତରୀ ଟିମ୍ ଦ୍ୱାରା ଆହତ ହାତୀର ଚିକିତ୍ସା ଆରମ୍ଭ କରାଯାଇଛି। ପ୍ରଥମିକ ସୂଚନା ଅନୁସାରେ, ହାତୀଟି ବନ୍ୟଜନ୍ତୁ ଶିକାର ପାଇଁ … Read more

ଆଜି ମକର ସଂକ୍ରାନ୍ତି ଆସ୍ଥା ଓ ସଂସ୍କୃତିର ମହାନ ପର୍ବ:

By -SUBHASMITA Dt 14.1.2026 ଆଜି ମକର ସଂକ୍ରାନ୍ତି ଆସ୍ଥା, ପରମ୍ପରା ଓ ସଂସ୍କୃତିର ମହାନ ପର୍ବ ଆଜି ସାରା ଓଡ଼ିଶା ସହିତ ସମଗ୍ର ଦେଶରେ ଭକ୍ତିମୟ ପରିବେଶ ମଧ୍ୟରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଉଛି। ସୂର୍ଯ୍ୟଦେବ ଧନୁ ରାଶିରୁ ମକର ରାଶିକୁ ପ୍ରବେଶ କରିବା ସହିତ ଏହି ପବିତ୍ର ପର୍ବର ଆରମ୍ଭ ହୋଇଥାଏ। ଏହି ଦିନକୁ ହିନ୍ଦୁ ଧର୍ମରେ ବିଶେଷ ଶୁଭ ଓ ପୁଣ୍ୟଦାୟକ ଦିନ ଭାବେ ମଧ୍ୟ ଗଣାଯାଏ। ଏହା ପର୍ବ ନୁହେଁ, … Read more

କେମିତି କାଟିବ ଆଜିର ଦିନ ::

ଜାଣନ୍ତୁ ଆଜିର ରାଶିଫଳ : By -SUBHASMITA Dt- 14.1.2025 ମେଷ:-ରୋଜଗାରର ନୂଆ ଅବସର ପାଇବେ। ଅଫିସ କାମରେ ଦୂରସ୍ଥାନକୁ ଯିବେ। ପୁରୁଣା ବନ୍ଧୁ ଆପଣଙ୍କୁ ଫୋନ କରିବେ। କାରବାର ବଢ଼ାଇବା ପାଇଁ କୌଣସି ମଉକା ପାଇବେ। ‌ ବୃଷ:ସଠିକ୍ ସମୟରେ ଉଚିତ ନିର୍ଣ୍ଣୟ ନିଅନ୍ତୁ। ଆପଣଙ୍କର ଯଥେଷ୍ଟ ସମସ୍ୟାର ସମାଧାନ ହୋଇଯିବ। କାମରେ ଅଧିକ ପରିଶ୍ରମ କରିବାକୁ ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲ।‌ ମିଥୁନ:ପ୍ରସାଧନ ବ୍ୟବସାୟୀଙ୍କର ଯଥେଷ୍ଟ ଲାଭ ହେବ। ଆପଣଙ୍କ ବିରୋଧୀ ଆପଣଙ୍କୁ … Read more

ଧାନ ମଣ୍ଡି ରେ ଚାଷୀ ରଖ୍ ମିଲର କୁ ଚାହିଁ ବସିଛି::

by-SUBHASMITA dt- 13 1 2026 ଚଳିତ ବର୍ଷ ଚାଷୀ ଖରିଫ ଧାନ ମଣ୍ଡି ରେ ଦେବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ଟୋକୋନ ଆସିଛି। ହେଲେ ମିଲର୍ ଙ୍କ ଧର୍ମଘଟ ଯୋଗୁଁ ଚାଷୀ ର ଟୋକନ ଆଉ କିଛି ଦିନ ପରେ ରଦ ହୋଇଯିବ। ତେବେ ଚାଷୀ ର ଟୋକୋନ ବାତିଲ ହୋଇ ଗଲେ ମଣ୍ଡି ରେ ଧାନ ଦେବା ମୁସ୍କିଲ ହୋଈ ପଡ଼ିବ। ଟୋକୋନ ଆସିବା ପରେ ଚାଷୀ ମଣ୍ଡି ରେବସ୍ନା ବସ୍ତା ଧାନ … Read more

PAC ଉପରେ ରେଡ୍! ଦିଦି କାହିଁକି Fire Mode ରେ::

by-SUBHASMITA Dt-13.2026 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତେ ନିକଟ ଆସୁଛି, ସେତେ ସେତେ ବଙ୍ଗାଳ ରାଜନୀତି ଆଗୁନ ହେଉଛି। ଭୋଟ୍ ପୂର୍ବରୁ ED ଆକ୍ଟିଭ୍, I-PAC ଉପରେ ଚଢ଼ାଉ ଆଉ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରୋଡ଼ ଶୋ ସବୁକିଛି କହୁଛି କେବଳ ଗୋଟିଏ କଥା ବଙ୍ଗାଳର ଲଢ଼ାଇ ଏବେ ମଞ୍ଚରେ ନୁହେଁ, War Room ଭିତରେ! ତେବେ ଏଠି ବଡ ପ୍ରଶ୍ନ ଉଠୁଛି I-PACକୁ ନେଇ କାହିଁକି ଚିନ୍ତାରେ ମମତା ଦିଦି? କଣ ଏହି I-PAC? ପ୍ରତୀକ … Read more

ଭାରତର ଐତିହାସିକ ରେକର୍ଡ::

by_SUBHASMITA Dt- 12.1.2026 ଦିନିକିଆ କ୍ରିକେଟରେ ୨୦ଥର ୩୦୦ ପ୍ଲସ୍ ଟାର୍ଗେଟ ଚେଜ୍ କରି ବିଜୟ ବିଶ୍ୱ କ୍ରିକେଟ ଇତିହାସରେ ଭାରତ ଆଉ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ିଛି। ରବିବାର ନ୍ୟୁଜିଲାଣ୍ଡ ବିରୋଧରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ସଫଳତାର ସହ ୩୦୦ରୁ ଅଧିକ ରନର ଲକ୍ଷ୍ୟକୁ ହାସଲ କରିଛି। ଏହି ବିଜୟ ସହ ଭାରତ ବିଶ୍ୱର ପ୍ରଥମ ଓ ଏକମାତ୍ର ଦଳ ଭାବେ ପରିଣତ ହୋଇଛି, ଯିଏ ଦିନିକିଆ କ୍ରିକେଟରେ ୨୦ଥର ୩୦୦ରୁ ଅଧିକ … Read more

ହିଡମାକୁ ଘେରିଲେ ଯବାନ! ଦକ୍ଷିଣ ବସ୍ତର ଜଙ୍ଗଲରେ ୧୨୫ ଗାଁ ଘେରାଉ::

By-SUBHASMITA 8 ନଭେମ୍ବର 2025ମାଲକାନଗିରି:ଛତିଶଗଡ଼ର ଦକ୍ଷିଣ ବସ୍ତର ଜଂଗଲରେ ଚାଲିଛି ମେଗା ଅପରେସନ। ମାଲକାନଗିରି ସୀମା ସହିତ ଥିବା ୧୨୫ଟି ଗାଁକୁ ଘେରି ରଖିଛନ୍ତି ଦୁଇ ହଜାର ସୁରକ୍ଷାବାହିନୀ ଯବାନ। ଏହି ଅପରେସନର ଲକ୍ଷ୍ୟ ହେଉଛି ଦୁର୍ଦ୍ଦାନ୍ତ ମାଓ ନେତା ହିଡମା, ଦେବା ଓ ଏରାକୁ ଧରିବା କିମ୍ବା ମାରିବା।ଡ୍ରୋନ୍ ଓ ହେଲିକପ୍ଟର ମାଧ୍ୟମରେ ନକ୍ସଲ ଲୁଚିଥିବା ସ୍ଥାନ ଚିହ୍ନଟ କରାଯାଉଛି। ଦନ୍ତେୱାଡା, ବିଜାପୁର ଓ ସୁକମା ଜିଲ୍ଲାର ତିନି ଏସପି ନିଜେ ଏହି ଅଭିଯାନର ନେତୃତ୍ୱ … Read more

ବାଲିଯାତ୍ରାରେ ବାସି ଖାଦ୍ୟ ଉପରେ ପ୍ରଶାସନର କଡା ଅଭିଯାନ, ଦୋକାନ ସିଲ୍ :

By-SUBHASMITA ନଭେମ୍ବର 8 2025କଟକ : ଐତିହାସିକ ବାଲିଯାତ୍ରାରେ ଏବେ କଟକ ମହାନଗର ସ୍ୱାସ୍ଥ୍ୟ ବିଭାଗ ଜୋରଦାର ଅଭିଯାନ ଚାଲାଇଛି । ବାସି ଖାଦ୍ୟ ରଖି ବ୍ୟବସାୟ କରୁଥିବା ଦୋକାନଗୁଡ଼ିକ ଉପରେ ଅଭିଯାନ କରି ଗୋଟିଏ ଦୋକାନକୁ ସିଲ୍ କରିଦେଇଛି ପ୍ରଶାସନ । ସେହି ଦୋକାନରେ ଦୁଇ ଦିନ ପୁରୁଣା ଆମିଷ ଖାଦ୍ୟ ମିଳିଥିଲା, ଯାହାକୁ ପୁଣି ସିଝାଇ ବିକ୍ରି ପାଇଁ ପ୍ରସ୍ତୁତ କରାଯାଉଥିଲା ।ସିଏମସି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ସେହି ବାସି ଖାଦ୍ୟକୁ ନଷ୍ଟ କରିଦେଇଥିଲେ … Read more