ନିଜ ବିଫଳତାକୁ ସ୍ୱୀକାର କଲେ ରାହୁଲ୍‌ ||

ନିଜ ବିଫଳତାକୁ ସ୍ବୀକାର କଲେ ରାହୁଲ୍‌: ବଡ଼ପଣ ଦେଖାଇ କହିଲେ, ଏଇଟା ମୋର ଭୁଲ୍‌ଆଦିବାସୀ, ଦଳିତ ଏବଂ ସଂଖ୍ୟାଲଘୁଙ୍କ ବିଷୟରେ ହେଉ, ମୋତେ ଭଲ ନମ୍ବର ମିଳିବା ଉଚିତ । ମହିଳା ପ୍ରସଙ୍ଗରେ ମୋତେ ଭଲ ନମ୍ବର ମିଳିବା ଉଚିତ , କିନ୍ତୁ ଯେତେବେଳେ ମୁଁ ପଛକୁ ଫେରି ଦେଖେ, ଗୋଟିଏ କଥା ସ୍ପଷ୍ଟ ଯେ ଗୋଟିଏ ଜିନିଷର ଅଭାବ ଥିଲା!ନିଜ ବିଫଳତାକୁ ସ୍ବୀକାର କଲେ ରାହୁଲ୍‌ ବଡ଼ପଣ ଦେଖାଇ କହିଲେ, ଏଇଟା ମୋର ଭୁଲ୍‌ ,ନୂଆଦିଲ୍ଲୀକଂଗ୍ରେସ … Read more

ABVP COMPLETE 77 YEAR …

ABVP complete 77 year ||

1949 ମସିହାରେ ଦିଲ୍ଲୀଠାରେ ନୂଆ କରି ସ୍ଥାପିତ ହୁଏ ABVP ବା (ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ )ଭାରତକୁ ବିଶ୍ଵଗୁରୁ କରିବାପାଇଁ ଫୁଣିଥରେ ଭାରତର ଗୌରବକୁ ଫେରାଇଆଣିବା ପାଇଁ ଦୀର୍ଘ 77ବର୍ଷ ହେବ ବିଦ୍ୟାର୍ଥ ପରିଷଦର ନିସ୍ଵାର୍ଥପର କାଯ୍ୟକର୍ତ୍ତା ମାନେ ନିଜ ବିଳାସ ଭରା ଜୀବନକୁ ତ୍ୟାଗ କରି ଏ ସ୍ୱାର୍ଥପର ସମାଜକୁ ନିସ୍ଵାର୍ଥପର କରି ରାଷ୍ଟ୍ରପ୍ରତି ନିଜକୁ ବଳିଦାନ କରିବାପାଇଁ ଅହରହ ଚେଷ୍ଟା ସାଧନା କରିଆସୁଛନ୍ତି ! ଆଜି ବି ମନେପଡନ୍ତି କେରଳ ପଶ୍ଚିମବଙ୍ଗର ସେଇ … Read more

ଡେରିରେ ଆସିଲା ଆମ୍ବୁଲାନ୍ସ, ଚାଲିଗଲା ପ୍ରାଣ ||

ଦରକାର ସମୟରେ କାହିଁକି କାମରେ ଆସୁନି ୧୦୮ ଆମ୍ବୁଲାନ୍ସ ?ଫୋନ୍ ଯିବାର୍ ତିନି ଘଣ୍ଟା ପରେ ପହଞ୍ଚିଥିଲା ଆମ୍ବୁଲାନ୍ସବାଟରେ ଆମ୍ବୁଲାନ୍ସ ଖରାପ ଯୋଗୁଁ ଗଲା ଜୀବନ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ…ପୁଅକୁ ଖୋଜୁଛି ମାଆ… ଏଭଳି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରୁ । ଖଲ୍ଲିକୋଟ ବିରିପୁର ଅଞ୍ଚଳର ଶଙ୍କର ମହାରଣା ନିକଟସ୍ଥ ଏକ ପଡ଼ିଆରେ କ୍ରିକେଟ ଖେଳୁଥିଲେ । କ୍ରିକେଟ ଖେଳୁଥିବା ବେଳେ ପେଟକୁ ବାଜିଥିଲା ବଲ୍ । ଗୁରୁତର … Read more

ହିମାଚଳରେ ବନ୍ୟାର ତାଣ୍ଡବ ||

ବନ୍ୟା ଏବଂ ଭୂସ୍ଖଳନରେ ୬୩ ମୃତ, ୪୦ ନିଖୋଜ ,ପାଖାପାଖି ୪୦୦ କୋଟିର କ୍ଷୟକ୍ଷତି ,ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ସ୍ଥିତିଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଆଲର୍ଟ | ରିଲିଫ୍ ଓ ଉଦ୍ଧାର କାମ ଜାରି | ହିମାଚଳରେ ବନ୍ୟାର ଭୟଙ୍କର ପ୍ରକୋପ । ଜୁନ୍ ୨୦ ତାରିଖରେ ରାଜ୍ୟରେ ମୌସୁମୀ ପ୍ରବେଶ କରିବା ପରଠାରୁ, ମାତ୍ର ୧୩ ଦିନ ମଧ୍ୟରେ ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ଘଟଣାରେ ୬୩ ଜଣ ପ୍ରାଣ … Read more

ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି ପାଇଁ ଗର୍ଜିଲା କଂଗ୍ରେସ

ଚଳିତ ଥର ରଥଯାତ୍ରା ସମୟରେ ଏମିତି କିଛି ଘଟଣା ଘଟିଛି ତାହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ବାସ ଭବନସମ୍ମୁଖରେ ଯୁବ କଂଗ୍ରେସ ପକ୍ଷରୁ ରାଜଧାନୀରେ ଯୁବ କଂଗ୍ରେସ ଗର୍ଜନ କରିଛି | କାହିଁକି ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦିନ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଗଡ଼ିପାରିଲା ନାହିଁ। ପୁଣି ତା ପରଦିନ ବି ଶରଧାବାଲିରେ ପ୍ରବଳ ଭିଡ ଯୋଗୁ ଦଳାଚକଟା ହୋଇ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେଲା। ସେଠିପାଇଁ ଯୁବକଂଗ୍ରେସ ଙ୍କର ଦାବି ରହିଛି ଯେ କେମିତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ … Read more