୧୨ ଘଣ୍ଟାରେ ୧.୫ କୋଟି ଚାରାରୋପଣ, ବିଶ୍ୱ ରେକର୍ଡ ସୃଷ୍ଟି କଲା ଓଡିଶା
By -SUBHASMITA ସେପ୍ଟେମ୍ବର 18 2025 ଭୁବନେଶ୍ୱର, ୧୮/୯: ପରିବେଶ ସୁରକ୍ଷା ଓ ସବୁଜ Odisha ଗଠନରେ ଇତିହାସ ଗଢିଲା ରାଜ୍ୟ । “ଏକ ପେଡ୍ ମା କେ ନାମ” ଅଭିଯାନର ଦ୍ୱିତୀୟ ସଂସ୍କରଣରେ ବୁଧବାର ମାତ୍ର ୧୨ ଘଣ୍ଟାରେ ୧.୫ କୋଟି ଚାରାରୋପଣ କରି ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନାମ ଲେଖାଇଲା ଓଡିଶା । ଏହି ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଆୟୋଜିତ ହୋଇଥିଲା । ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ୭୫ … Read more