ଲ୍ୟାଣ୍ଡିଂବେଳେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ ||
ନୂଆଦିଲ୍ଲୀ :ଦିଲ୍ଲୀ ବିମାନବନ୍ଦରରେ ଲ୍ୟାଣ୍ଡିଂ ବେଳେ ମଙ୍ଗଳବାର ଏକ ଏୟାର ଇଣ୍ଡିଆ ବିମାନରେ ନିଆଁ ଲାଗିଯାଇଥିଲା। ବିମାନର ପଛଭାଗରେ ଥୁବା ଅକ୍ତିଲାରୀ ପାଓ୍ବାର ୟୁନିଟ୍ (ଏପିୟୁ) ହଠାତ୍ ଜଳିବାରେ ଲାଗିଥିଲା। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି ଏବଂ ପାଇଲଟ, କୁ ମେମ୍ବରଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ଏଆଇ ୩୧୫ ବିମାନଟି ଦିନ ୧୨ଟା ୧୨ରେ ହଂଙ୍କରୁ ଦିଲ୍ଲୀ ଆସିଥିଲା। ଏହା ଅବତରଣ କରିବା ଏବଂ ଗେଟରେ ପାକିଂ କରିବା ପରେ … Read more