ପୂଜା ଆରମ୍ଭରୁ ଜାମ୍ରେ ଅଟକିଲା ଭୁବନେଶ୍ୱର, ସନ୍ଧ୍ୟାହେଲେ ରାଜଧାନୀର ପ୍ରମୁଖ ରାସ୍ତା ହେଉଛି ‘ଜାମ୍ସ୍ପଟ୍’
By -SUBHASMITA ସେପ୍ଟେମ୍ବର 29 2025 ଭୁବନେଶ୍ୱର: ଦୁର୍ଗା ପୂଜା ଆରମ୍ଭ ହୋଇଥିବା ସହିତେଇ ରାଜଧାନୀର ଟ୍ରାଫିକ ସମସ୍ୟା ଅସହ୍ୟ ହୋଇଯାଇଛି । ସନ୍ଧ୍ୟା ପଡିଲେ ପ୍ରମୁଖ ରାସ୍ତାଗୁଡ଼ିକ ଜାମ୍ରେ ପରିଣତ ହେଉଛି । ରସୁଲଗଡ଼, ସହିଦନଗର, ପୁରୁଣା ଷ୍ଟେସନ ବଜାର, ନୟାପଲ୍ଲୀ ପୂଜାମଣ୍ଡପ ଆସପାସରେ ଗାଡ଼ିର ଲମ୍ବା ଲାଇନ୍ରେ ଚାଳକମାନେ ଘଣ୍ଟା ଘଣ୍ଟା ଅଟକିରହୁଛନ୍ତି । ଯଦିଓ ପୂର୍ବରୁ କମିସନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ନେଇ ଗାଇଡଲାଇନ୍ ଜାରି ହୋଇଥିଲା, କିନ୍ତୁ ଏବେର ପରିସ୍ଥିତିକୁ … Read more