ଆମେରିକା ଆଗରେ ମୁଣ୍ଡ ନୁଆଁଇବନି ଭାରତ :

ସାକ୍ଷୀ ଅଛି ଇତିହାସ , କେଉଁଠି ବି ମୁଣ୍ଡ ନୁଆଁଇନିତେଣୁ ଆମେରିକା ପାଖରେ ମୁଣ୍ଡ ନୁଆଇଁବ ବା କେମିତି!ଇତିହାସ ସାକ୍ଷୀ ଅଛି ଆମେରିକା ଚାପ ଆଗରେ କେବେ ବି ମୁଣ୍ଡ ନୁଆଁଇନି ଭାରତ । ପୂର୍ବରୁ ମଧ୍ୟ ଭାରତ ଉପରେ ଚାପ ପାକାଇଛି ଆମେରିକା କିନ୍ତୁ ଏହି ଚାପକୁ ଖାତିର୍‌କରିନି ଭାରତ । ଏହା କହିବାର ଅର୍ଥ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତୀୟ ସାମଗ୍ରୀ ଉପରେ ୨୫% ଶୁଳ୍କ ଲଗାଇବାର ଧମକ କୌଣସି ନୂଆ … Read more

ପ୍ରଧାନମନ୍ତ୍ରୀଙ୍କ ୭୫ ବର୍ଷ ଜନ୍ମଦିନରେ ଏକ୍ ପେଡ୍ ମା’ କେ ନାମ୍ ଅଭିଯାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଗୋଟିଏ ଦିନରେ ଲାଗିବ ୭୫ ଲକ୍ଷ ଗଛ :

ଭୁବନେଶ୍ୱର : ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ୭୫ ବର୍ଷରେ ପ୍ରଦାର୍ପଣ କରିବାକୁ ଯାଉଛନ୍ତି । ଦେଶପ୍ରତି, ବିଶେଷକରି ଓଡିଶା ପ୍ରତି, ପ୍ରଧାନମନ୍ତ୍ରୀଙ୍କ ଅନେକ ଅବଦାନ ରହିଛି । ଗତ ବର୍ଷ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ଓଡିଶା ଆସି ଆମର ମା’ ମାନଙ୍କ ସମ୍ମାନରେ ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ । ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା, ଓଡିଶାବାସୀଙ୍କ ପ୍ରତି ସଦିଚ୍ଛାର ସମ୍ମାନ ଜଣାଇ ଏକ୍ ପେଡ୍ ମା କେ … Read more

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଝଟକା :

ଜେଲ ଯିବେ ପିଟିଆଇ ସାଂସଦଙ୍କ ସମେତ ୧୬୬ ସଦସ୍ୟ : ଇସ୍ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ଼ ଝଟକା ଲାଗିଛି । ଏକ କୋର୍ଟ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳର କିଛି ସାଂସଦଙ୍କ ସମେତ ୧୬୬ ଜଣ ସଦସ୍ୟଙ୍କୁ ୧୦ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି । ସେମାନଙ୍କ ବିରୋଧରେ ୯ ମେ’, ୨୦୨୩ରେ ପଞ୍ଜାବ ପ୍ରଦେଶରେ ଆଇଏସଆଇ କୋଠା ଏବଂ ଅନ୍ୟାନ୍ୟ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ମାମଲା … Read more

କାହିଁକି ଫେରିଆସିଲା ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ, ଜଣାପଡ଼ିଲା ତାର କାରଣ :

ନୂଆଦିଲ୍ଲୀ: ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଉଡ଼ାଣ ଭରିବାର କିଛି ସମୟ ପରେ ଫେରି ଆସିଛି । ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର ବିମାନ ନମ୍ବର AI2017କୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପୁଣି ଦିଲ୍ଲୀ ବିମାନବନ୍ଦରକୁ ଫେରିବାକୁ ପଡ଼ିଛି । ଏବେ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ଲଣ୍ଡନ ପଠାଇବାର ବ୍ୟବସ୍ଥା କରାଯାଉଛି ।ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ, ଜୁଲାଇ ୩୧ ତାରିଖରେ ଦିଲ୍ଲୀରୁ ଲଣ୍ଡନ ଯାଉଥିବା … Read more

କାଇଁକି ଅଲୋଡ଼ା ଶିଶୁକନ୍ୟା ||

ଟିଟିଲାଗଡ଼: ଦେଶ ସ୍ବାଧୀନତା ପ୍ରାପ୍ତିକୁ ୭୫ ବର୍ଷ ଅତିକ୍ରମ କରିସାରିଛି। ଆ‌ମରି ସଭ୍ୟତା ଅତ୍ୟାଧୁନିକ ଯୁଗରେ ପହଞ୍ଚିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିକାଶର ଗୁଣଗାନ କରୁଥିବା ବେଳେ ଶିଶୁକନ୍ୟା ଆମ ସମାଜରେ ଅଲୋଡ଼ା ହେଉଛି ଅଥବା ଟଙ୍କା ପାଇଁ ବିକ୍ରି ହେଉଛି। ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ୨୦ ହଜାର ଟଙ୍କାରେ ଶିଶୁକନ୍ୟା ବିକ୍ରି ଅଭିଯୋଗ ଆସିଛି। ଶିଶୁକନ୍ୟାର ବିକ୍ରିର କାରଣ ହେଲା ଦାରିଦ୍ର୍ୟତା ବୋଲି କୁହାଯାଉଛି।ଟିଟିଲାଗଡ ବ୍ଲକ ଭାଲେଗାଁ ପଞ୍ଚାୟତ ବାଗଡେର ଗାଁର ନଲ … Read more

ଡାକ୍ତର ହେବ ତ’ ଏମିତି…

କୁମ୍ଭୀର ଭୟକୁ ଖାତିର ନକରି ବନ୍ୟାପାଣିରେ ପଶି ଗଲେ, ଗର୍ଭବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେବ୍ରାହ୍ମଣୀର ଦ୍ବିତୀୟ ବନ୍ୟାରେ ରାଜନଗର ବ୍ଲକ୍‌ ଅନ୍ତର୍ଗତ ୪ଟି ପଞ୍ଚାୟତର ୨୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାଜଳ ଘେରରେ ଥିବା ବିପନ୍ନଙ୍କ ନିକଟରେ ପ୍ରଶାସନ ପହଞ୍ଚି ପାରିନାହିଁ !ଡାକ୍ତର ହେବ ତ’ ଏମିତି…: କୁମ୍ଭୀର ଭୟକୁ ଖାତିର ନକରି ବନ୍ୟାପାଣିରେ ପଶି ଗଲେ, ଗର୍ଭବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେରାଜନଗର: ବ୍ରାହ୍ମଣୀର ଦ୍ବିତୀୟ ବନ୍ୟାରେ ରାଜନଗର ବ୍ଲକ୍‌ ଅନ୍ତର୍ଗତ ୪ଟି ପଞ୍ଚାୟତର … Read more

ସଫେଇ କର୍ମଚାରୀଙ୍କୁ ୧୦ ଲକ୍ଷ ବୀମା

ସଫେଇ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏଣିକି ୧୦ ଲକ୍ଷ ଟଙ୍କାର ଜୀବନବୀମା ପାଇବେ ସଫେଇ କର୍ମଚାରୀ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତ୍ୟେକ ସଫେଇ କର୍ମଚାରୀଙ୍କୁ ୧୦ ଲକ୍ଷ ଟଙ୍କାର ଜୀବନବୀମା ଦେବେ ସରକାର । ଏନେଇ ଲୋକସେବା ଭବନରେ ଗରିମା କାର୍ଯ୍ୟକ୍ରମରେ ଘୋଷଣା କଲେ CM । ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ ସେଣ୍ଟରରେ ସଫେଇ କର୍ମଚାରୀ ମାନଙ୍କ ପାଇଁ ଆୟୋଜିତ ଜାତୀୟ କର୍ମଶାଳାରେ … Read more

ସାରା ବିଶ୍ୱରେ ମୋଦିଙ୍କ କ୍ରେଜ୍ ||

ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ମୋଦି, GenZଙ୍କ ମଧ୍ୟରେ ଅନପପୁଲାର ଡୋନାଲ୍ଡ ଟ୍ରମ୍ପଏହି ତାଲିକାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଷ୍ଟମ ସ୍ଥାନରେ ରହିଛନ୍ତି । ଟ୍ରମ୍ପଙ୍କ ଅନୁମୋଦନ ହାର ରହିଛି ମାତ୍ର ୪୪ ପ୍ରତିଶତ । ଗତ ଜାନୁଆରୀ ମାସରେ କରାଯାଇଥିବା ଏହି ସର୍ଭେରେ ଟ୍ରମ୍ପ ପଞ୍ଚମ ସ୍ଥାନରେ ଥିଲେ । ତାଙ୍କ ଅନୁମୋଦନ ହାର ୫୨ ପ୍ରତିଶତ ଥିଲା । କିନ୍ତୁ ଟ୍ରମ୍ପ ଏବେ ତାଙ୍କର ଲୋକପ୍ରିୟତା ହରାଇଛନ୍ତି ।ସାରା ବିଶ୍ୱରେ ସବୁଠୁ ଲୋକପ୍ରିୟ … Read more

ସହିଦ ବୀର ଯବାନଙ୍କୁ ମନେପକାଉଛି ଦେଶଆଜି ହେଉଛି କାରଗିଲ ବିଜୟ ଦିବସ |କାରଗିଲ ଯୁଦ୍ଧ ୧୯୯୯ ମେ’ ୩ ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା୫ ହଜାର ସୈନ୍ୟଙ୍କୁ କାରଗିଲକୁ ଦଖଲ ପାଇଁ ପଠାଇଥିଲା ପାକିସ୍ତାନ ପ୍ରାୟ ୨ ମାସ ଧରି ଶତ୍ରୁ ରାଷ୍ଟ୍ର ସହ ଲଢ଼େଇ କରିଥିଲେ ବୀର ଯବାନ |ଜୁଲାଇ ୨୬ରେ ଶତ୍ରୁ ରାଷ୍ଟ୍ରକୁ ହରାଇ ବିଜୟ ହାସଲ କରିଥିଲା!ଭାରତ ସେନା ଟାଇଗର ହିଲ୍ ଓ ତୋଲୋଲିଙ୍ଗ ହିଲ୍‌ରେ ପାକିସ୍ତାନକୁ … Read more

ନିଜ ବିଫଳତାକୁ ସ୍ୱୀକାର କଲେ ରାହୁଲ୍‌ ||

ନିଜ ବିଫଳତାକୁ ସ୍ବୀକାର କଲେ ରାହୁଲ୍‌: ବଡ଼ପଣ ଦେଖାଇ କହିଲେ, ଏଇଟା ମୋର ଭୁଲ୍‌ଆଦିବାସୀ, ଦଳିତ ଏବଂ ସଂଖ୍ୟାଲଘୁଙ୍କ ବିଷୟରେ ହେଉ, ମୋତେ ଭଲ ନମ୍ବର ମିଳିବା ଉଚିତ । ମହିଳା ପ୍ରସଙ୍ଗରେ ମୋତେ ଭଲ ନମ୍ବର ମିଳିବା ଉଚିତ , କିନ୍ତୁ ଯେତେବେଳେ ମୁଁ ପଛକୁ ଫେରି ଦେଖେ, ଗୋଟିଏ କଥା ସ୍ପଷ୍ଟ ଯେ ଗୋଟିଏ ଜିନିଷର ଅଭାବ ଥିଲା!ନିଜ ବିଫଳତାକୁ ସ୍ବୀକାର କଲେ ରାହୁଲ୍‌ ବଡ଼ପଣ ଦେଖାଇ କହିଲେ, ଏଇଟା ମୋର ଭୁଲ୍‌ ,ନୂଆଦିଲ୍ଲୀକଂଗ୍ରେସ … Read more