ଆଜି ମଧ୍ୟାହ୍ନରେ ପହଁଞ୍ଚିବେ ନବୀନ ….

BBSR – ସୁସ୍ଥ ହେବା ପରେ ଘରକୁ ଆସୁଛନ୍ତି ଵିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ! ଶନିବାର ଦିନ ପ୍ରାୟ 12 ଟାରୁ 01 ଭିତରେ ମୁମ୍ବାଇରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ନବୀନ ! ପ୍ରିୟ ନେତାଙ୍କୁ ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ଉତ୍କଣ୍ଠାର ସହ ଆପେକ୍ଷା କରିଛନ୍ତି ! ହଜାରେ ହଜାରେ କର୍ମୀ ଶୁଭେଚ୍ଛା ସହିତ ବିମାନବନ୍ଦର ଟର୍ମିନାଲ ଓ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଥିବା ବିମାନବନ୍ଦର … Read more

ABVP COMPLETE 77 YEAR …

ABVP complete 77 year ||

1949 ମସିହାରେ ଦିଲ୍ଲୀଠାରେ ନୂଆ କରି ସ୍ଥାପିତ ହୁଏ ABVP ବା (ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ )ଭାରତକୁ ବିଶ୍ଵଗୁରୁ କରିବାପାଇଁ ଫୁଣିଥରେ ଭାରତର ଗୌରବକୁ ଫେରାଇଆଣିବା ପାଇଁ ଦୀର୍ଘ 77ବର୍ଷ ହେବ ବିଦ୍ୟାର୍ଥ ପରିଷଦର ନିସ୍ଵାର୍ଥପର କାଯ୍ୟକର୍ତ୍ତା ମାନେ ନିଜ ବିଳାସ ଭରା ଜୀବନକୁ ତ୍ୟାଗ କରି ଏ ସ୍ୱାର୍ଥପର ସମାଜକୁ ନିସ୍ଵାର୍ଥପର କରି ରାଷ୍ଟ୍ରପ୍ରତି ନିଜକୁ ବଳିଦାନ କରିବାପାଇଁ ଅହରହ ଚେଷ୍ଟା ସାଧନା କରିଆସୁଛନ୍ତି ! ଆଜି ବି ମନେପଡନ୍ତି କେରଳ ପଶ୍ଚିମବଙ୍ଗର ସେଇ … Read more

ଡେରିରେ ଆସିଲା ଆମ୍ବୁଲାନ୍ସ, ଚାଲିଗଲା ପ୍ରାଣ ||

ଦରକାର ସମୟରେ କାହିଁକି କାମରେ ଆସୁନି ୧୦୮ ଆମ୍ବୁଲାନ୍ସ ?ଫୋନ୍ ଯିବାର୍ ତିନି ଘଣ୍ଟା ପରେ ପହଞ୍ଚିଥିଲା ଆମ୍ବୁଲାନ୍ସବାଟରେ ଆମ୍ବୁଲାନ୍ସ ଖରାପ ଯୋଗୁଁ ଗଲା ଜୀବନ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ…ପୁଅକୁ ଖୋଜୁଛି ମାଆ… ଏଭଳି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରୁ । ଖଲ୍ଲିକୋଟ ବିରିପୁର ଅଞ୍ଚଳର ଶଙ୍କର ମହାରଣା ନିକଟସ୍ଥ ଏକ ପଡ଼ିଆରେ କ୍ରିକେଟ ଖେଳୁଥିଲେ । କ୍ରିକେଟ ଖେଳୁଥିବା ବେଳେ ପେଟକୁ ବାଜିଥିଲା ବଲ୍ । ଗୁରୁତର … Read more

ହିମାଚଳରେ ବନ୍ୟାର ତାଣ୍ଡବ ||

ବନ୍ୟା ଏବଂ ଭୂସ୍ଖଳନରେ ୬୩ ମୃତ, ୪୦ ନିଖୋଜ ,ପାଖାପାଖି ୪୦୦ କୋଟିର କ୍ଷୟକ୍ଷତି ,ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ସ୍ଥିତିଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଆଲର୍ଟ | ରିଲିଫ୍ ଓ ଉଦ୍ଧାର କାମ ଜାରି | ହିମାଚଳରେ ବନ୍ୟାର ଭୟଙ୍କର ପ୍ରକୋପ । ଜୁନ୍ ୨୦ ତାରିଖରେ ରାଜ୍ୟରେ ମୌସୁମୀ ପ୍ରବେଶ କରିବା ପରଠାରୁ, ମାତ୍ର ୧୩ ଦିନ ମଧ୍ୟରେ ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ଘଟଣାରେ ୬୩ ଜଣ ପ୍ରାଣ … Read more

୫ ଜଣଙ୍କୁ ନିଲମ୍ବନ କଲେ ରାଜ୍ୟ ବିଜେପି ସଭାପତି

ବିଏମସିର ଅତିରିକ୍ତ କମିସନରଙ୍କୁ ମାଡ଼ ମରାଯିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେପି | ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ସୋମବାର ହିଂସାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ ଆଧାରରେ ୫ ଜଣଙ୍କୁ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ରାଜ୍ୟ ସଭାପତି ମନମୋହନ ସାମଲ ନିଲମ୍ବନ କରିଛନ୍ତି। ହିଂସାକାଣ୍ଡରେ ସଂପୃକ୍ତି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗତକାଲି ଆକ୍ରମଣ ପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ନିଆଯାଇ ତିନିଜଣଙ୍କୁ ଗିରଫ କରାଯାଇଥିଲା | କର୍ପୋରେଟର ଅପରୂପ ନାରାୟଣ ରାଉତ,ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, … Read more

ଏମିତି ଅ’ଣ ପାଇଁ କହିଲେ ଆଇନ ମନ୍ତ୍ରୀ ବିରୋଧୀ ଦଳର ନେତକୁ

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଗତକାଲି ପୁରୀରେ ରଥ ଟଣାରେ ବିଳମ୍ବ ସହ ପ୍ରଭୁ ଜଗନ୍ନାଥଙ୍କ ନନ୍ଦଘୋଷ ସନ୍ଧ୍ୟା ୭ଟା ୪୫ ପର୍ଯ୍ୟନ୍ତ ଛିଡ଼ା ହୋଇ ରହିବାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବୟନ ଉପରେ ରାଜ୍ୟ ସରକାର ପ୍ରତିକ୍ରିୟା ଦେଇଛନ୍ତି। ରାଜ୍ୟ ସରକାରରେ ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଗତକାଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଥିଲେ, ନିର୍ଦ୍ଧାରିତ ସମୟରେ ସବୁ ନୀତିକାନ୍ତି ଶେଷ … Read more

ପ୍ରଧାନମନ୍ତ୍ରୀ ମୋଦି ନବୀନ ବାବୁ ଙ୍କ ସ୍ୱାସ୍ଥ୍ୟ ପାଇଁ ନିଜେ ପୂର୍ଣ୍ଣ ଆରୋଗ୍ୟ କାମନା କରିଛନ୍ତି

ବିଜୁ ଜନତା ଦଳ (ବିଜେଡି) ନେତା ସେ ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଗତ କିଛିଦିନ ହେଲା ଦେହ ଅଶୁସ୍ଥ ହୋଇଛି | ସେଠିପାଇଁ ସେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଆଡମିଟ ହୋଇଛନ୍ତି |ସେଥପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରିବା ପାଇଁ ଗତକାଲି ରାତିରେ ତାଙ୍କ ସହ ଫୋନରେ କଥା ହୋଇଛନ୍ତି | ସେ ଯେହେତୁ ଜୁନ ୨୨ରେ … Read more