ବିଧାନସଭା ମୌସୁମୀ ଅଧିବେଶନରେ ରାଜନୀତିକ ତୁଫାନ : କଂଗ୍ରେସ ଅନାସ୍ଥା, ବିଜେଡିର ଆଭିମୁଖ୍ୟ ଅସ୍ପଷ୍ଟ :
By -SUBHASMITA ସେପ୍ଟେମ୍ବର 19 2025 ଭୁବନେଶ୍ୱର, ସେପ୍ଟେମ୍ବର ୧୯ : ବିଧାନସଭାର ମୌସୁମୀ ଅଧିବେଶନରେ ଆଜି ଦ୍ବିତୀୟ ଦିନ। ପ୍ରଥମ ଦିନରେ କଂଗ୍ରେସ ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ନୋଟିସ୍ ଦାଖଲ କରିଥିଲା। ୧୪ଜଣ କଂଗ୍ରେସ ବିଧାୟକ ଓ ଜଣେ ସିପିଆଇ(ଏମ୍) ବିଧାୟକ ଏଥିରେ ସହି କରିଛନ୍ତି। ସଂଖ୍ୟାରେ ପ୍ରସ୍ତାବ ପାସ୍ ହେବାର ସମ୍ଭାବନା କମ୍, ତଥାପି ଏହି ନୋଟିସ୍ ରାଜ୍ୟରେ ରାଜନୀତିକ ଚର୍ଚ୍ଚାକୁ ତିବ୍ର କରିଦେଇଛି। ବିଜେଡିର ଦ୍ବନ୍ଦ୍ବ ଅନାସ୍ଥାକୁ ନେଇ ବିଜେଡି ସ୍ପଷ୍ଟ … Read more