ଲଦାଖ ହିଂସା: ପ୍ରତିବାଦ ଅଧିକାର ହିଂସା ଅସ୍ୱୀକାର କଡ଼ା ସନ୍ଦେଶ ଦେଲେ ଉପରାଜ୍ୟପାଳ
By – SUBHASMITA ସେପ୍ଟେମ୍ବର 26 2025 ଲଦାଖରେ ହୋଇଥିବା ହିଂସାତ୍ମକ ବିକ୍ଷୋଭ ପରିପ୍ରେକ୍ଷିତରେ ଉପରାଜ୍ୟପାଳ କବିନ୍ଦର ଗୁପ୍ତା ଆଜି ଦୃଢ଼ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, “ପ୍ରତିବାଦ କରିବା ଗଣତାନ୍ତ୍ରିକ ଅଧିକାର, କିନ୍ତୁ ଏହା ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ । ହିଂସାକୁ କେବେ ବି ସହି ଯିବ ନାହିଁ।” ଗୁପ୍ତା ସଙ୍କେତ ଦେଇଛନ୍ତି ଯେ ଲଦାଖର ହିଂସା ପଛରେ ବିଦେଶୀ ହାତ ଥାଇପାରେ । ସେ ବାଂଲାଦେଶ ଓ ନେପାଳର ସମ୍ପ୍ରତିର ଆନ୍ଦୋଳନକୁ … Read more