ବାଲେଶ୍ବର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା :

ଏମ୍ସ ବର୍ଣ୍ଣ ୱାର୍ଡରେ ସଙ୍କଟାପନ୍ନ ଅବସ୍ଥାରେ ଚାଲିଛି ଚିକିତ୍ସା ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ପୀଡିତାଙ୍କ ବାପା ।ସ୍ବୟଂଶାସିତ ମହାବିଦ୍ୟାଳୟରେ ହୃଦୟ ବିଦାରକ ଘଟଣା । ଜଣେ ସହକାରୀ ପ୍ରଫେସରଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇ ଆସୁଥିବା ଛାତ୍ରୀ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ପୀଡ଼ିତା ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଛି । ବର୍ତ୍ତମାନ ସେ ଏମ୍‌ସ ଭୁବନେଶ୍ବରରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଏ ନେଇ ଏମ୍‌ସ ଚିକିତ୍ସାଧିକାରୀ କହିଛନ୍ତି, … Read more

ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ||

ମହାମହିମଙ୍କ ଗସ୍ତକୁ ନେଇ ଟ୍ବିନ୍‌ସିଟିରେ ସୁରକ୍ଷା କଡ଼ାକଡ଼ି |୨ ଦିନ ଧରି ଭୁବନେଶ୍ୱର ସମେତ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ଜୁଲାଇ ୧୫ ତାରିଖ ସନ୍ଧ୍ୟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ରାଷ୍ଟ୍ରପତି ଏମ୍ସ ଭୁବନେଶ୍ୱରର ୫ମ ସମାବର୍ତ୍ତନ ସମାରୋହରେ ଯୋଗ ଦେବେ !କନକ ବ୍ୟୁରୋ : ଆଜିଠୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବର ଏମ୍ସର ୫ମ ସମାବର୍ତ୍ତନ ଉତ୍ସବ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ । … Read more

ପୂର୍ବତନ ସାଂସଦଙ୍କ ସହ ୭ଙ୍କୁ ଆଜୀବନ କାରାଦଣ୍ଡ ||

ଆହମନାଳୀଦ, ୧୩ ୭ (ପିଡିଆଇ) ସନ୍ଧିଆର ସ୍ୱତନ୍ତ୍ର ଅଦାଲତ ଗୁରୁବାର ଆରଟିଆଇ କର୍ମା ଅମିତ ଜେଠଙ୍କ ହତ୍ୟା ମାମଲାରେ ବିଜେପିର ପୂର୍ବତନ ସାଂସଦ ଦିନୁ ସୋଲାଙ୍କିଙ୍କ ସମେତ ଅନ୍ୟ ୬ ଜଣଙ୍କୁ ଆଜୀବନ କାରାଦଣ୍ଡଦେଶ ଦେଇଛନ୍ତି । ସନ ଦୋଷୀଙ୍କ ବିରୋଧରେ ମୋଟ ୫.୯, ୨୫,୦୦୦ ଟକାର ଜୋରିମାନା କରାଯାଇଛି । ସ୍ବତନ୍ତ୍ର ବିଚାରପତି ଜେ. ଏମ ତାରେ ଶନିତାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ରାୟ ସଂରକ୍ଷିତ ନଥୁରେ । ଏହି ମାମଲାରେ ଅନ୍ୟ … Read more

ମିକ୍ସଚର ପ୍ୟାକେଟରେ ବ୍ରାଉନ୍ସୁଗର ||

ବ୍ରାଉନ୍ସୁଗର କାରବାରକୁ ମେ ପୁଣି ଚର୍ଚ୍ଚାରେ ଖୋର୍ଦ୍ଧା ଉପକ ପାଡ଼ାପାଟଣା। ଏଠାରେ ଥିବା କଣ୍ଠ ଏକ ମିକ୍ସଚର ଫ୍ୟାକ୍ତିରୁ ମିକ୍ସଚର ପ୍ୟାକେଟ୍‌ରେ ବ୍ରାଉନ୍ସୁଗର ଚାଲାଣ ହେଉଥିବା ଭଳି ଘଟଣ ଣା ପଦାକୁ ଆସିଛି। ଏହି ମିକ୍ସଚର ଫ୍ୟାକ୍ତିରେ > ଅବକାରୀ ବିଭାଗ ଚଢ଼ଉ କରି ୬ଟି ୫୦ ଗ୍ରାମ୍ ମାଲିକ ଜଣେ ମିକ୍ସଚର ପ୍ୟାକେଟ୍‌ରୁ ୧୫୦ ବ୍ରାଉନ୍ସୁଗର ଜବତ କରିଛନ୍ତି। ଏହି ମିକ୍ସଚର ଫ୍ୟାକ୍ତି ମାଲିକ । ପୂର୍ବତନ ସରପଞ୍ଚ ହୋଇଥିବାରୁ ଏହାକୁ ନେଇ ଜିଲ୍ଲା ରାଜନୀତି … Read more

ରାହୁଲ ଙ୍କୁ ଗ୍ରହଣ କରୁନି ଓଡିଶାର ଯୁବପିଢ଼ି…

କଂଗ୍ରେସ ର ସମ୍ବିଧାନ ବଞ୍ଚାଓ ସମାବେଶ ନଥିଲା କଂଗ୍ରେସ ବଂଞ୍ଚାଓ ସମାବେଶ ଥିଲା !ଭୁବନେଶ୍ୱର ର ବରମୁଣ୍ଡା ଠାରେ ଆଜି କଂଗ୍ରେସ ବିରାଟ ସମାବେଶ କରିଥିଲା ! ହଜାର ହଜାର କର୍ମୀଙ୍କ ସମାଗମ ଦେଖିବାକୁ ମିଳିଥିଲା ! କଂଗ୍ରେସ ର ସମ୍ବିଧାନ ବଞ୍ଚାଓ ସମାଧାନ ବଞ୍ଚାଓ ସମିବେଶ ନଥିଲା ସେ ଥିଲା କଂଗ୍ରେସ ବଞ୍ଚାଓ ! କଂଗ୍ରେସ ସମ୍ବିଧାନ ବଞ୍ଚାଓ ସମିବେଶରେ ବିରେଧୀ ଦଳ ନେତା ରାହୁଲ ଗାନ୍ଦି ସମ୍ବେଦନ କରୁଥିଲେ ! ଓଡିଶାର କଂଗ୍ରେସ କର୍ମକର୍ତ୍ତାକୁ … Read more

ଆଜିଠୁ ଗଡ଼ିବ ବସ୍ ||

ଭୁବଳେଶ୍ଵର:- ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଧୀରେ ଧୀରେ ପ୍ରଭାବହୀନ ହେବାରେ ଲାଗିଛି । ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏଁ ଆନ୍ଦୋଳନରୁ ହଟିକୁଳି ବୋଲି ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଳି ଜିଦ୍ ଧରିଛନ୍ତି । ଅନ୍ୟପଟେ ଶୁକ୍ଳଚର ଆନ୍ଦୋଳନ ମଇଦାନ ଛାଡ଼ି ଅନେକ ଡାକଲର ଷ୍ଟିଅରିଂ ଧରିଛନ୍ତି । ଆସନ୍ତାକାଲିଠୁ ସାରା ରାଜ୍ୟରେ ଯାତ୍ରୀବାହୀ ବସ୍ ଚଳାଚଳ ଆରମ୍ଭ ହେବ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ନିଷ୍ପତି ନେଉଛି!

ଆଜି ମଧ୍ୟାହ୍ନରେ ପହଁଞ୍ଚିବେ ନବୀନ ….

BBSR – ସୁସ୍ଥ ହେବା ପରେ ଘରକୁ ଆସୁଛନ୍ତି ଵିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ! ଶନିବାର ଦିନ ପ୍ରାୟ 12 ଟାରୁ 01 ଭିତରେ ମୁମ୍ବାଇରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ନବୀନ ! ପ୍ରିୟ ନେତାଙ୍କୁ ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ଉତ୍କଣ୍ଠାର ସହ ଆପେକ୍ଷା କରିଛନ୍ତି ! ହଜାରେ ହଜାରେ କର୍ମୀ ଶୁଭେଚ୍ଛା ସହିତ ବିମାନବନ୍ଦର ଟର୍ମିନାଲ ଓ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଥିବା ବିମାନବନ୍ଦର … Read more

ଅଭିନେତା ପାର୍ଥସାରଥୀ ରାୟ ଗିରଫ….

କଣ ପାଇଁ ଗିରଫ କରା ଗଲା ପାର୍ଥ ସାରଥୀ ଙ୍କୁ…ଓଡ଼ିଆ ସିନେ ଅଭିନେତା ପାର୍ଥସାରଥୀ ରାୟଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୁଲିସ ! ଜମିନ ବିହୀନ ପରଓ୍ୱାନା ବଳରେ ତାଙ୍କୁ ଗିରଫ କରିଛନ୍ତି ବଡ଼ଗଡ଼ ଥାନା ପୋଲିସ ! କୋର୍ଟଙ୍କ ନିୟମ ଅବମାନନା କରିବାକୁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହେଇଥିଲି !ନୂଆପଲ୍ଲୀ ନୂଆସାହିର ଜଣେ ବ୍ୟକ୍ତିଙ୍କ ବିରୋଧରେ 2023ରେ ବରଗଡ଼ ଥାନାରେ ଅଭିଯୋଗ ହୋଇଥିଲା ! ଅଭିଯୋଗ କରିଥିଲେ ଓଲିଉଡ୍ ର ଜଣେ … Read more

ଲୋକଙ୍କ ଟାଇଟାପୁରା ପାଇଁ ଝିଅକୁ ହତ୍ୟା କଲା ବାପା…

ହରିୟାଣାର ଗୁରୁଗ୍ରାମରୁ ଗୁରୁବାର ଏକ ହୃଦୟବିବାଦକ ଘଟଣା ସାମ୍ନାକୁ ଆସୁଛି ! ସେଠାରେ ଜଣେ ଟେନିସ୍ ଖେଳାଳି ରାଧିକା ଯାଦବ (25 ) ଙ୍କୁ ତାଙ୍କ ବାପା ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହେଇଛି! ଗୁଳି ଶଦ୍ଦ ଶୁଣି ଅଖପାଖ ଲୋକ ରାଧିକାଙ୍କ ଘରେ ପହଁଞ୍ଚି ବା ପରେ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ! ପାଖରେ ତାଙ୍କ ବାପା ଦୀପକ ଯାଦବ ବସି ରହିଥିଲେ! ଲୋକେ ତୁରନ୍ତ ରାଧିକାଙ୍କୁ ହସ୍ପିଟାଲ ନେଇଥିଲେ … Read more

ଆପଣ Whatsapp ରେ ଖୋଲୁଛନ୍ତି କି କିଛି ଅଜଣା ଫାଇଲ?

ତେବେ ସାବଧାନ ହେଇଯାନ୍ତୁ!ଟ୍ରାପିକ ଇ ଚାଲାଣନାରେ ସାଇବର ଠକ ଏବେ ସାଧାରଣ ଲୋକଙ୍କୁ ଠକିବା ଆରମ୍ଭ କରିଛନ୍ତି! Whatsapp ରେ ଏକ” ଏପିକେ” ଫାଇଲ ପଠାଇ ସାଇବର ଠକ ଫୋନ୍ ହ୍ୟାକ କରୁଛନ୍ତି ! ପରେ ଫୋନ୍ ରେ ବିଭିନ୍ନ ତଥ୍ୟ ଓ ଟଙ୍କା ଠକେଇ କରୁଛନ୍ତି ! ଏଭଳି ଲିଙ୍କଠାରୁ ଦୂରରେ ରହିବାକୁ ସାଇବର ଥାନା ପକ୍ଷ ରୁ ପରାମର୍ଶ ଦିଆଯାଇଛି !ରାଜ୍ୟ ତଥା ଦେଶରେ ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଘଟୁଥିବା ନେଇ ମାଳମାଳ … Read more