ବଢ଼ିଲା ସମୀର ସାହୁଙ୍କଜେଲ୍ ଅବଧି ||

ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକ ସମୀର ସାହୁଙ୍କ ଜେଲ୍ ଅବଧି ବୃଦ୍ଧିବାଲେଶ୍ବର: ବଢ଼ିଲା ସମୀର ସାହୁଙ୍କ ଜେଲ ଅବଧି । ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ନିଲମ୍ବିତ ଅଧ୍ୟାପକ ସମୀର ସାହୁଙ୍କ ଜେଲ୍ ଅବଧି ବୃଦ୍ଧି । ବିଚାର ବିଭାଗୀୟ ହାଜତ ଅବଧି ଆଉ ୧୪ ଦିନ ବୃଦ୍ଧି କରାଯାଇଛି।ଗତକାଲି ଭିସିରେ ଏସଡିଜେଏମଙ୍କ ନିକଟରେ ହାଜର ହୋଇଥିଲେ ସମୀର ।ଜୀବନ ହରିବାକୁ ଉଦ୍ୟମ କରିଥିବା ଛାତ୍ରୀଙ୍କୁ ନିର୍ଯ୍ୟାତନା ଅଭିଯୋଗରେ … Read more

ପରଫରମାନ୍ସ ରିପୋର୍ଟଦେବେ ମନ୍ତ୍ରୀ ||

ବର୍ଷକ ମଧ୍ୟରେ କେତେ ଦକ୍ଷତାର ସହ କାମ କରିଛ ? ନିଜ ବିଭାଗର ସଫଳତାର ହାର କେତେ ପ୍ରତିଶତ । କେତେ ଜିଲ୍ଲାକୁ ଗସ୍ତରେ ଯାଇ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ କରିଛ । ସୋସିଆଲ ମିଡିଆ-ଫେସବୁକ,ଏକ୍ସ, ଇନ୍‌ଷ୍ଟାଗ୍ରାମରେ ମନ୍ତ୍ରୀମାନେ କେତେ ସକ୍ରିୟ ଅଛନ୍ତି? ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ କେତେ ସେୟାର କରିଛ ? ନିଜ ସହଯୋଗୀ ମନ୍ତ୍ରୀମାନଙ୍କୁ ଏମିତି ରିପୋର୍ଟ ତଲବ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ … Read more

ଭାରତ-ବ୍ରିଟେନ ସମ୍ପର୍କ ପାଇଁ ଐତିହାସିକ ଦିନ ||

ଲଣ୍ଡନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁନାଟେଡ୍ କିଙ୍ଗଡମର ସାଣ୍ଡ୍ରିହୋମ ହାଉସରେ ରାଜା ଚାର୍ଲ୍ସଙ୍କୁ ଭେଟିଥିଲେ । ଏହି ବୌଠକ ଭାରତ ଏବଂ ବ୍ରିଟେନ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କକୁ ମଜୁବୁତ କରିବାକୁ ପ୍ରୟାସ କରିଥିଲେ । ଏହି ଭେଟ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଥିବା ମୁକ୍ତ ବାଣିଜ ଚୁକ୍ତି ସମ୍ପର୍କରେ ଆଲୋଚନା ହୋଇଥିଲା । ବ୍ରିଟିଶ ରାଜ ପରିବାର ଏକ୍ସରେ ଏହି ସମ୍ପର୍କରେ ଏକ ପୋଷ୍ଟ କରିଥିଲେ। ଆଜି ଦ୍ବିପ୍ରହର ସମୟରେ ରାଜା ଚାର୍ଲ୍ସ ଭାରତର … Read more

ମରିଗଲା ମାନବିକତା,ଦୁର୍ବୃତ୍ତ କଲେ ଏସିଡ ମାଡ଼ ||

ସତରେ ମରିଗଲା ମାନବିକତା,ମାନବିକତାର ର ସବୁ ସୀମା ଟପିଗଲେ । ବାଡ଼ି ଭିତରେ ଗାଈ ପଶିଯିବାରୁ ଏସିଡ ଫିଙ୍ଗିଲେ ଦୁର୍ବୃତ୍ତ । ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗର ସ୍ଥିତ ମାରୁତି ବିହାରରୁ ଆସିଛି ଏଭଳି ଏକ ଅଭାବନୀୟ ଖବର । ସେହି ଅଞ୍ଚଳର ଏମ. ରାମ କ୍ରିଷ୍ଣାଙ୍କର ଏକ ଗାଈ ଫାର୍ମ ରହିଛି । ଗାଈ ଗୁଡ଼ିକ ଚରିବା ପାଇ ଦିନରେ ଏଣେତେଣେ ବୁଲୁଥିବା ବେଳେ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ବାଡ଼ିରେ ପଶିଯାଇଥିଲେ … Read more

ପୂରା ବିଶ୍ଵ ରେ ରଖିଲେ ନା,ଓଡ଼ିଆ ମାଟିକୁ କଲେ ଗର୍ବିତ ||

ଆଜକୁ ଠିକ ତିନି ବର୍ଷ ତଳେ ମହାମହିମ ଗାଦିରେ ବସିଥିଲେ ଓଡ଼ିଆ ଝିଅ । ଦେଶର ସର୍ବୋଚ୍ଚ ପଦବୀରେ ରହି ଓଡିଶାକୁ ଗୌରବାନ୍ୱିତ କରିଥିଲେ । ଆଜି ତାଙ୍କ କାର୍ଯ୍ୟକାଳର ତିନିବର୍ଷ ପୂର୍ତ୍ତି । ଆମେ କହୁଛୁ ଦେଶର ସର୍ବୋଚ୍ଚ ପଦବୀରେ ଅଳଙ୍କୃତ ହୋଇଥିବା ପ୍ରଥମ ଆଦିବାସୀ ଓ ଦ୍ବିତୀୟ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଥା । ଆଜିର ଦିନଟି ପ୍ରତି ଓଡ଼ିଆଙ୍କ ପାଇଁ କିଛି ଅଲଗା। ସାକ୍ଷୀ ଥିଲା ଗଣତନ୍ତ୍ରର ମନ୍ଦିର । ସାଢ଼େ … Read more

ଅନଲାଇନ ସପିଂ କରୁଛନ୍ତି କି ??

ଭୁବେନେଶ୍ୱର : ଆଜିକାଲି ଲୋକ ମାନେ ଧୀରେ ଧୀରେ ଅଳସୁଆ ହେଇଗଲେଣି! ସାଧାରଣତଃ ସହଜ ଉପାୟକୁ ଆପଣାଇଛନ୍ତି ତେବେ ଏହି ସହଜ ଉପାୟ ଯେ ଗୋଟେ ବ୍ୟକ୍ତିର ଜୀବନକୁ ଆଳସ୍ୟ କରିଦେଉଛି ତାହା କେହି ବୁଝିବାକୁ ଚେଷ୍ଟା କରୁନାହାନ୍ତି ! ବଜାର ଯାଇ କିଣିବାକୁ କାହା ପାଖେ ସମୟ ନାହିଁ । ଘରେ ବସି ମୋବାଇଲ ଜରିଆରେ ଜିନିଷ କିଣିବା ସହଜ ହୋଇଗଲାଣି । ଏହି ସପିଂ ଅଭ୍ୟାସ ଶରୀର ପାଇଁ ବେଶ କ୍ଷତିକାରକ ହୋଇପାରେ ବୋଲି … Read more

ବନ ବିଭାଗ ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍‌ ||

କୋରାପୁଟ : ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର । ଜୟପୁର ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ଏହି ଚଢାଉରେ ୬ ଜଣ ଡିଏସପି, ୫ ଜଣ ଇନିସ୍ପେକ୍ଟର, ୯ ଜଣ ଏଏସଆଇଙ୍କ ସହ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି । ଏହି ଚଢାଉରେ ବର୍ତ୍ତମାନ ସୁଦ୍ଧା ୩.୫ ଲକ୍ଷ ଟଙ୍କା ଜବତ ହୋଇଛି । … Read more

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର :

ଲାଗିଛି ଅକ୍ସିଜେନ ସପୋର୍ଟଦିଲ୍ଲୀ ଏମ୍ସରେ ହେଲା ବଳଙ୍ଗା ପୀଡିତାଙ୍କ ଅସ୍ତ୍ରୋପଚାର । ପୋଡିଥିବା ସ୍ଥାନରେ ହେଲା ସର୍ଜରୀ । ସ୍ବାସ୍ଥ୍ୟବସ୍ଥା ଗୁରୁତର । ଲାଗିଛି ଅକ୍ସିଜେନ ସପୋର୍ଟ । ଡାକ୍ତରୀ ଟିମ୍‌ ଅନୁଧ୍ୟାନ କରୁଛନ୍ତି । ଜାରି ହେଲା ବୁଲେଟିନ । ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର, ଲାଗିଛି ଅକ୍ସିଜେନ ସପୋର୍ଟ ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡିତାଙ୍କ ଅସ୍ତ୍ରୋପଚାର ହୋଇଛି । ସ୍ୱତନ୍ତ୍ର ଡାକ୍ତରୀ ଦଳର ତତ୍ତ୍ୱବଧାନରେ ଶରୀରର ପୋଡ଼ି ଯାଇଥିବା ଅଂଶରେ ସର୍ଜରୀ କରାଯାଇଛି … Read more

ବିଶ୍ୱର ସବୁଠୁଁ ସଂରକ୍ଷିତ ଦେଶ ତାଲିକା !

ନ୍ୟୁମିଓ ସେପ୍ଟି ଇଣ୍ଡେକ୍ସ-୨୦୨୫ର ସବୁଠୁ ସୁରକ୍ଷିତ ଦେଶମାନଙ୍କର ତାଲିକା ଜାରି କରିଛି। ଏହି ତାଲିକାର ଶୀର୍ଷରେ ଅଛି ୟୁରୋପୀୟ ଦେଶ ଅଣ୍ଡୋରା । ଅର୍ଥାତ୍ ଚଳିତ ବର୍ଷ ଅଣ୍ଡୋରାକୁ ବିଶ୍ଵର ସବୁଠୁ ସୁରକ୍ଷିତ ଦେଶର ମାନ୍ୟତା ମିଳିଛି । ଅଣ୍ଡୋରା ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପାଇରେନିଜ୍ ପର୍ବତମାଳାରେ ସ୍ଥିତି ଏକ ଛୋଟ ଦେଶ ! ତାଲିକାରେ 5 ଦେଶରେ 3 ଆରବ ଦେଶ ରହିଛି। ଖାସ୍ କଥା ହେଉଛି ଭାରତକୁ ଆମେରିକା ଓ ବ୍ରିଟେନ ଭଳି … Read more

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ମୁସ୍କିଲ |

ନୂଆଦିଲ୍ଲୀ :ଆମେରିକାର ଟ୍ରମ୍ପ ପ୍ରଶାସନ ବ୍ୟାପାର ଚୁକ୍ତିର ମାନକୁ ଡେଡ୍‌ଲାଇନ୍‌ଠାରୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ଏଭଳି କ୍ଷେତ୍ରରେ ଅଗଷ୍ଟ ୧ର ସମୟସୀମା ପୂର୍ବରୁ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ହୋଇ ନ ପାରେ ବୋଲି ଅନୁମାନ କରିଛନ୍ତି ବିଶେଷଜ୍ଞ। ବ୍ୟାପାର ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବା କିମ୍ବା ମୋଟା ଟାରିର ସାମ୍ନା କରିବା ପାଇଁ ଦେଶଗୁଡ଼ିକୁ ଆମେରିକା ପକ୍ଷରୁ ପୂର୍ବରୁ ଧମକ ଦିଆଯାଇଥିବାବେଳେ ଏ ସ୍ଥିତି ଗୁରୁତ୍ବ ବହନ କରୁଛି। ଭାରତ, ୟୁରୋପୀୟ ସଂଘ(ଇୟୁ) … Read more