ଆଜି ଖାତାକୁ ଆସିବ 2000 :

ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ଖୁସି ଖବର। ଆଜି ଆସିବ ପିଏମ କିଶାନ ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଲେଖାଏଁ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୦ତମ କିସ୍ତି ପ୍ରଦାନ କରାଯିବ । ୧୦ କୋଟି କୃଷକଙ୍କ ପାଖକୁ ପଠାଯିବ ୨୦ ହଜାର ୫୦୦ କୋଟି ଟଙ୍କା । ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୦ତମ କିସ୍ତି ପ୍ରଦାନ କରାଯିବ । କୃଷି … Read more

ଯବାନଙ୍କ ପିନ୍ଦିବେ ରାକ୍ଷୀ :

ରାକ୍ଷୀ ପଠାଇଛନ୍ତି କଲେଜ୍ ଛାତ୍ରୀ, ସୁରକ୍ଷା ପାଇଁ ଠାକୁରଙ୍କ ପାଖରେ କଲେ ଗୁହାରିସ୍ନେହ ଓ ବନ୍ଧନର ପର୍ବ ହେଉଛି ରକ୍ଷାବନ୍ଧନ । ସେଥିପାଇଁ ଏବେ ଠାରୁ ଚଳଚଞ୍ଚଳ ହୋଇଉଠିଲାଣି ଗାଁରୁ ସହର । ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି ସବୁ ଭାଇ ଓ ଭଉଣୀ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧେ । କିନ୍ତୁ ଯେଉଁମାନେ ଦେଶର ସୁରକ୍ଷା ପାଇଁ ଦିନରାତି କାମ କରନ୍ତି, ସେମାନେ ଏହି ରାକ୍ଷୀ ବାନ୍ଧିବା … Read more

ଫୁଣି ଛେଚିବି :

ଭୁବେନେଶ୍ୱର :ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରିଶନିବାର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ସମ୍ଭାବନା ଅଛି ।୩ ତାରିଖରେ ଆଭ୍ୟନ୍ତରୀଣ ଓ ଉତ୍ତରଓଡ଼ିଶାରେ ବର୍ଷା ହୋଇପାରେ । ୪ ଓ ୫ ତାରିଖରେ … Read more

କାହିଁକି ନିର୍ଦ୍ଧେଶ ଦେଲେ ରାଷ୍ଟ୍ରପତି :

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିର୍ଦ୍ଦେଶ, ରୁଷରେ ଦୁଇଟି ପରମାଣୁ ବୁଡ଼ାଜାହାଜ ହେଲା ମୁତୟନଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ସେ ରୁଷରେ ଦୁଇଟି ପରମାଣୁ ବୁଡ଼ାଜାହାଜ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବତନ ରୁଷ ରାଷ୍ଟ୍ରପତି ଏବଂ ବର୍ତ୍ତମାନ ରୁଷ ସୁରକ୍ଷା ପରିଷଦର ଉପ-ସଭାପତି ଦିମିତ୍ରୀ ମେଦଭେଦେବଙ୍କ ଧମକର ଜବାବରେ ଟ୍ରମ୍ପ ଏହି ନିର୍ଦ୍ଦେଶ ଦେଇଛନ୍ତି ଯେ। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି କହିଛନ୍ତି … Read more

ଭାରତ ଆଣିବନି ତେଲ :

ହଁ ଆଜ୍ଞା ଭାରତ ଆଉ ଋଷରୁ ତେଲ କିଣିବ ନାହିଁ, ଏହା ଏକ ଭଲ ପଦକ୍ଷେପ, ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଦାବି !ମୁଁ ଶୁଣିବାକୁ ପାଇଛି ଯେ ଭାରତ ଋଷରୁ ତେଲ କିଣିବା ବନ୍ଦ କରିଦେଇଛି !ସତରେ କଣ ଟ୍ରମ୍ପଙ୍କ ବାଚଳାମି ବଢିବାରେ ଲାଗିଛି ? କାରଣ ଆମେ ଏଇଥିପାଇଁ କହୁଛୁ ଯେ ଟ୍ରମ୍ପ ପୁଣି ଏକ ଦାବି କରିଛନ୍ତି ଭାରତର ତେଲ କିଣିବାକୁ ନେଇ । ଯାହାର କିଛି ସତ୍ୟତା ନାହିଁ । ଟ୍ରମ୍ପ ଦାବି … Read more

ଯବାନଙ୍କ ପିନ୍ଦିବେ ରାକ୍ଷୀ :

ରାକ୍ଷୀ ପଠାଇଛନ୍ତି କଲେଜ୍ ଛାତ୍ରୀ, ସୁରକ୍ଷା ପାଇଁ ଠାକୁରଙ୍କ ପାଖରେ କଲେ ଗୁହାରିସ୍ନେହ ଓ ବନ୍ଧନର ପର୍ବ ହେଉଛି ରକ୍ଷାବନ୍ଧନ । ସେଥିପାଇଁ ଏବେ ଠାରୁ ଚଳଚଞ୍ଚଳ ହୋଇଉଠିଲାଣି ଗାଁରୁ ସହର । ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି ସବୁ ଭାଇ ଓ ଭଉଣୀ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧେ । କିନ୍ତୁ ଯେଉଁମାନେ ଦେଶର ସୁରକ୍ଷା ପାଇଁ ଦିନରାତି କାମ କରନ୍ତି, ସେମାନେ ଏହି ରାକ୍ଷୀ ବାନ୍ଧିବା … Read more

ସେନାକୁ ବଡ଼ ସଫଳତା :

ଗୁଳିରେ ଟଳିଲା ଜଣେ, ଧରାପଡ଼ିଲେ ୨ ଆତଙ୍କବାଦୀ :ସେନାକୁ ସଫଳତା: ଗୁଳିରେ ଟଳିଲା ଜଣେ, ଧରାପଡ଼ିଲେ ୨ ଆତଙ୍କବାଦୀଶ୍ରୀନଗର ସେନାକୁ ପୁଣି ସଫଳତା । ଜାମ୍ମୁ କାଶ୍ମୀରରେ ଜଣେ ଆତଙ୍କବାଦୀକୁ ନିପାତ କଲେ ଯବାନ । ବାକି ୨ ଜଣ ଆତଙ୍କୀ ଧରାପଡ଼ିଥିବା ସୂଚନା ମିଳିଛି । ତେବେ ଅପରେସନ୍ ଅଖଲ ଜରିଆରେ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦିଆଯାଉଛି ।ଶୁକ୍ରବାର ଜାମ୍ମୁ କାଶ୍ମୀରର ଅଖଲ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ଯରେ ଗୁଳି ବିନିମୟ ହୋଇଥିଲା । … Read more

ଡାକ୍ତରୀ ପଢ଼ିବେ ମାଆ-ଝିଅ:

ନୂଆଦିଲ୍ଲୀ :ଏକା ସାଙ୍ଗରେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ମାଆ-ଝିଅ, ଚର୍ଚ୍ଚାରେ ୪୯ ବର୍ଷୀୟା ମହିଳାକଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ନିଷ୍ଠାର ସହ କୌଣସି ବି କାମ କଲେ ତାହା ସଫଳ ହୁଏ ନିଶ୍ଚିତ । ଯାହାର ବଡ଼ ଉଦାହରଣ ଆସିଛି ତାମିଲନାଡୁରୁ । ଯେଉଁଠି ଜଣେ ୪୯ ବର୍ଷୀୟା ମହିଳା ନିଟ୍ ପାସ୍ କକରିଛନ୍ତି !ଡାକ୍ତରୀ ପଢ଼ିବେ ମାଆ-ଝିଅ ଏକା ସାଙ୍ଗରେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ମାଆ-ଝିଅ, … Read more

ବସ୍ତିରେ ଆଉ ଚାଲିବନି ବୁଲଡୋଜର :

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ବଡ଼ ଘୋଷଣା ନୂଆଦିଲ୍ଲୀ: ଦିଲ୍ଲୀର ବସ୍ତି ବାସିନ୍ଦାଙ୍କ ପାଇଁ ଖୁସି ଖବର । ଆଉ ରାଜଧାନୀରେ ଥିବା ବସ୍ତି ଉପରେ ଚାଲିବନି ବୁଲଡୋଜର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶୁକ୍ରବାର ଏହି ନିର୍ଦ୍ଦେଶ ଦେଇଛନ୍ତି । ସେ ଏହି ସମ୍ପର୍କରେ ରେଳ ଏବଂ ଡିଡିଏ ସମେତ ସମସ୍ତ ବିଭାଗକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯଦି ଏହା କରିବାକୁ ପଡ଼େ, ତେବେ ପ୍ରଥମେ ବସ୍ତି ବାସିନ୍ଦାଙ୍କୁ … Read more

ଆମେରିକା ଆଗରେ ମୁଣ୍ଡ ନୁଆଁଇବନି ଭାରତ :

ସାକ୍ଷୀ ଅଛି ଇତିହାସ , କେଉଁଠି ବି ମୁଣ୍ଡ ନୁଆଁଇନିତେଣୁ ଆମେରିକା ପାଖରେ ମୁଣ୍ଡ ନୁଆଇଁବ ବା କେମିତି!ଇତିହାସ ସାକ୍ଷୀ ଅଛି ଆମେରିକା ଚାପ ଆଗରେ କେବେ ବି ମୁଣ୍ଡ ନୁଆଁଇନି ଭାରତ । ପୂର୍ବରୁ ମଧ୍ୟ ଭାରତ ଉପରେ ଚାପ ପାକାଇଛି ଆମେରିକା କିନ୍ତୁ ଏହି ଚାପକୁ ଖାତିର୍‌କରିନି ଭାରତ । ଏହା କହିବାର ଅର୍ଥ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତୀୟ ସାମଗ୍ରୀ ଉପରେ ୨୫% ଶୁଳ୍କ ଲଗାଇବାର ଧମକ କୌଣସି ନୂଆ … Read more