ପେନ୍ଡ୍ରାଇଭ୍‌ରେ ଆପଣଙ୍କ ଡାଟା କିପରି ସଂରକ୍ଷିତ ହୁଏ?

By – subhasmita Aug- 11 2025 ନୂଆଦିଲ୍ଲୀ: ଆଜିକାଲି ଡାଟା ଷ୍ଟୋରେଜ୍ ଓ ଟ୍ରାନ୍ସଫର ପାଇଁ ପେନ୍ଡ୍ରାଇଭ୍‌ ବ୍ୟବହାର ଖୁବ୍ ଲୋକପ୍ରିୟ। ଅନଲାଇନ୍ କ୍ଲାଉଡ୍ ସେବା ବଢ଼ିଥିବା ସତ୍ତ୍ୱେ, ପେନ୍ଡ୍ରାଇଭ୍‌ ଆଜିଓ ଅନେକ କାମରେ ଉପଯୋଗ ହେଉଛି।ପ୍ରାଚୀନ କାଳରେ ଫାଇଲ୍ ସଂରକ୍ଷଣ ପାଇଁ ଫ୍ଲପି ଡିସ୍କ ବ୍ୟବହାର ହୁଏଥିଲା, ଯାହାର ସ୍ଥାନ ପରେ CD ଓ DVD ଆସିଥିଲେ। ବର୍ତ୍ତମାନ ପେନ୍ଡ୍ରାଇଭ୍ ଓ ମେମୋରୀ କାର୍ଡ ୨ ଟେରାବାଇଟ୍ ପର୍ଯ୍ୟନ୍ତ ଡାଟା ସଂରକ୍ଷଣ କରିପାରେ।ପେନ୍ଡ୍ରାଇଭ୍‌ରେ ଥିବା … Read more

280 କୋଟିରେ ନିର୍ମିତ ୬୫୦ ଶଯ୍ୟା ଚିକିତ୍ସାଳ ||ବିକାଶ ଧାରାରେ କୋରାପୁଟ

କୋରାପୁଟ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲରେ ୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୫୦ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଉଦ୍‌ଘାଟନ କରିଛନ୍ତି। ୬ ଲେନ୍‌ ବିଶିଷ୍ଟ ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ଇକୋନୋମିକ୍‌ କରିଡର୍‌ ଶୀଘ୍ର ନିର୍ମାଣ ହେବ ବୋଲି ଘୋଷଣା କରିଛନ୍ତି। କୋରାପୁଟ ବଡ଼ଡାକ୍ତରଖାନାରେ ଖାଲି ପଡ଼ିଥିବା ସମସ୍ତ ପଦବି ପୂରଣ ହେବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଥିଲେ, ସ୍ୱାସ୍ଥ୍ୟସେବା ପାଇଁ କୋରାପୁଟବାସୀଙ୍କୁ ଆଉ ଦୂରକୁ ଯିବାକୁ ପଡ଼ିବ … Read more

ବାଇକ୍ ଚୋରଙ୍କ ଅନନ୍ୟ ଆଚରଣ:

ଚୋରି କରିଥିବା ବାଇକ୍‌କୁ ନମ୍ର ଭାବେ ସ୍ନେହ ଦେଲେ : By Subhasmita Aug 11, 2025 କଟକ:ଥାନା ସାମ୍ନାରେ ପୋଲିସଙ୍କ ହାତରେ ପଡ଼ିଥିବା ଏକ ବାଇକ୍ ଚୋର ଆଖିରେ ଆସୁଥିବା ଲୁହକୁ ନିଜ ହାତରେ ପୋଛୁଥାଏ ଏବଂ ନିଜେ ଚୋରି କରିଥିବା ବାଇକ କୁ ନମ୍ର ଭାବେ ସ୍ନେହରେ ଚୁମା ଦେଇ କହିଲା“ସାର୍, ଏହି ଗାଡି ଆପଣଙ୍କ ପାଇଁ ଥିଲା।”ଏହି ଦୃଶ୍ୟ ଦେଖି ଥାନା ସମ୍ମୁଖରେ ଉପସ୍ଥିତ ସମସ୍ତଙ୍କ ମନ ଭରି ହୋଇଗଲା। କଟକ ମଙ୍ଗଳାବାଗ … Read more

ପେଟ୍ରୋଲ ରେ ଜଳିଲେ ଆଉ ଏକ ନାବାଳିକା :

ଆତ୍ମହତ୍ୟା ଉଦ୍ୟମ , : କାରଣ ଅସ୍ପଷ୍ଟବରଗଡ଼: ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଫିରିଙ୍ଗିମାଲରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ୧୩ ବର୍ଷ ବୟସ୍କା ନାବାଳିକା ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ରହିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଛି।ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଫିରିଙ୍ଗିମାଲରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ୧୩ ବର୍ଷ ବୟସ୍କା … Read more

ପୁଣି ଥର ମୁହାଁମୁହିଁ ହେବେ ଭାରତ ପାକିସ୍ତାନ ||

ଆଜିଠୁ ଦୁଇ ଦେଶର ନୌସେନାର ସମରାଭ୍ୟାସଆରବ ସାଗରରେ ଶକ୍ତି ପ୍ରଦର୍ଶନ କରିବେ ଦୁଇ ଦେଶ। ଆଜିଠୁ ଦୁଇ ନୌସେନାର ସମରାଭ୍ୟାସ। ଆଜି ଏବଂ ଆସନ୍ତାକାଲି ନାଭାଲ ଡ୍ରିଲ। ନିଜ ନିଜର ଜଳ ସୀମାରେ ରାହି ସମରାଭ୍ୟାସ କରିବେ ଦୁଇ ଦେଶର ନୌସେନାସମରାଭ୍ୟାସ ପୂର୍ବରୁ ନୋଟାମ ଜାରି କରିଛି ପାକିସ୍ତାନ। ପୂର୍ବରୁ ପହଲଗାମ ଆକ୍ରମଣ ପରେ ଶକ୍ତି ପ୍ରଦର୍ଶନ କରିଥିଲେ ଦୁଇ ନୌସେନା । ଆରବ ସାଗରରେ କରିଥିଲେ ସମରାଭ୍ୟାସ। ଏପ୍ରିଲ ୩୦ରୁ ମେ ୩ ତାରିଖ ପର୍ଯ୍ୟନ୍ତ … Read more

ଅଭିଯୁକ୍ତ ପ୍ରମୋଦକୁ ଆଜି ରିମାଣ୍ଡରେ ଆଣିପାରେ ପୋଲିସ :

କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ପ୍ରମୋଦକୁ ରିମାଣ୍ଡରେ ଆଣିପାରେ ପୋଲିସ । ଗତକାଲି ଡାକ୍ତରୀ ମାଇନା ପରେ କୋର୍ଟ ହାଜର କରିଥିଲା ପଟ୍ଟାମୁଣ୍ଡାଇ ପୋଲିସ । ଗିରଫ ଅଭିଯୁକ୍ତ ବୟ ଫ୍ରେଣ୍ଡ ପ୍ରମୋଦ ବେହେରା ମୋବାଇଲରୁ ମିଳିଛି ୫୦ ରୁ ଅଧିକ ଅଶ୍ଳୀଳ ଭଡିଓ ।ଜୁଲାଇ ୧୭ରେ ପୀଡ଼ିତାର ବାପାଙ୍କ ପାଖକୁ ସେ ଗୋଟିଏ ଅଶ୍ଳୀଳ ଭିଡିଓ ପଠାଇଥିଲା । ପ୍ରାଥମିକ ପ୍ରମାଣ ଆଧାରରେ ପ୍ରମୋଦ ବେହେରାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ … Read more

ଜାଣନ୍ତୁ କେମିତି କଟିବ ଆଜିର ଦିନ ||

ମେଷ: ଆପଣ ନିଜକୁ ସ˚ବରଣରେ ରଖିବା ଦରକାର। ଜରୁରୀ କାମ କରିବା ପୂର୍ବରୁ ବଡ଼ଙ୍କ ମତ ନିଅନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ। ବୃଷ: କୌଣସି ବଡ଼ କାମରେ ଲାଭ ହେବ। ଖୁସି ଖବର ପାଇବେ। ସଙ୍ଗୀତ ନିର୍ଦେଶକଙ୍କ ଲାଗି ଦିନଟି ଭଲ। ପ୍ରେମ ସମ୍ବନ୍ଧ ମଜଭୁତ ହେବ। ମିଥୁନ: ଆପଣ ଅତ୍ୟଧିକ ଆତ୍ମବିଶ୍ବାସ ଅନୁଭବ କରିବେ। ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ବିବାହିତ ଲୋକଙ୍କ ଜୀବନରେ ସବୁ ଭଲ ରହିବ। କର୍କଟ: ମାନସିକ ଶାନ୍ତି … Read more

ଦକ୍ଷିଣ ଓଡ଼ିଶାରେ ବର୍ଷିବ ||

୧୩ରେ ଲଘୁଚାପ, ତିନି ଦିନ ପ୍ରବଳ ବର୍ଷିବ ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଠାରୁ ବର୍ଷା ଆରମ୍ଭ . ତିନି ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା . ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ . ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ . ଆଜି ପାଇଁ ୨୭ ଜିଲ୍ଲାକୁ … Read more

୧୩ରେ ଲଘୁଚାପ, ଆସନ୍ତାକାଲି ଠୁଁ ପ୍ରବଳ ବର୍ଷିବ ||

ଭୁବନେଶ୍ୱର : ୧୩ରେ ଲଘୁଚାପ। ତିନି ଦିନ ପ୍ରବଳ ବର୍ଷିବ। ଉତ୍ତର ପଶ୍ଚିମ ଓ ସଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠାରୁ ବର୍ଷା ଆରମ୍ଭ ହୋଇଯିବ ।ତିନି ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ … Read more

ଶୋଇଥିଲେ ଡ୍ରାଇଭର :

ଆମ୍ବୁଲାନ୍ସରେ ଶୋଇପଡ଼ିଲେ ମଦ୍ୟପ ଡ୍ରାଇଭର । ଗର୍ଭବତୀଙ୍କୁ MKCG ମେଡିକାଲ ନେଲେ ସମ୍ପର୍କୀୟ । ଜଣେ ଗର୍ଭବତୀ ରୋଗୀଙ୍କୁ ମେଡିକାଲ ନେଇ ଯାଉଥିବା ବେଳେ ଏଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ୧୦୮ ଆମ୍ବୁଲାନ୍ସ ଭିତରେ ରୋଗୀ ଥିବା ବେଳେ ଡ୍ରାଇଭର ଜଣଙ୍କ ନିଶାରେ ଶୋଇ ପଡ଼ିଛନ୍ତି । ଏପରି ଘଟଣା ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି ।ସୂଚନା ଅନୁଯାୟୀ, ଚନ୍ଦ୍ରଗିରି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରୁ ଏକ ଆମ୍ବୁଲାନ୍ସ କାନିକି ପଦର ଗାଁର ଗର୍ଭବତୀ ନନ୍ଦିନୀ ରଇତଙ୍କୁ … Read more