ଆଉ ହେବନି ‘ହରିଜନ’ ଶବ୍ଦ :
ଏସସି/ଏସଟି ବିଭାଗ ଜାରି କଲା କଡା ନିର୍ଦ୍ଦେଶBy subhasmita Aug 13 2025ଭୁବନେଶ୍ୱର: ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଯୋଗାଯୋଗରୁ “ହରିଜନ” ଶବ୍ଦ ପ୍ରୟୋଗ କରାଯିବ ନାହିଁ। ଏସସି/ଏସଟି ଉନ୍ନୟନ ବିଭାଗ ପକ୍ଷରୁ ଏହି ବିଷୟରେ କଡା ନିର୍ଦ୍ଦେଶ ଜାରି ହୋଇଛି। ନିର୍ଦ୍ଦେଶାବଳୀ ଅନୁଯାୟୀ, “ହରିଜନ” ଶବ୍ଦ କୌଣସି ସରକାରୀ ଯୋଗାଯୋଗ, ରେକର୍ଡ, କାରବାର, ଜାତି ପ୍ରମାଣପତ୍ର, ପ୍ରକାଶନ, ବିଭାଗୀୟ ନାମ କିମ୍ବା ଅନ୍ୟ କୌଣସି ସରକାରୀ ସ୍ଥାନରେ ବ୍ୟବହୃତ ହେବ ନାହିଁ।ସମ୍ବିଧାନର ଧାରା ୩୪୧ … Read more