ଶସ୍ତା ହେବ ଦୁଇଚକିଆ ଯାନ :
: ଜିଏସଟି ହାର କମିବାର ଆଶାରେ ଅଟୋ ବଜାରରେ ଉତ୍ସାହ By – SUBHASMITA 2 2025 ଭୁବନେଶ୍ୱର : ଦୁଇଚକିଆ ଓ ଛୋଟ ଯାତ୍ରୀବାହୀ ଯାନ କିଣିବାକୁ ଇଚ୍ଛୁକ ଗ୍ରାହକଙ୍କ ପାଇଁ ଆସିପାରେ ବଡ଼ ସୁଖବର । ସରକାର ପକ୍ଷରୁ ଜିଏସଟି ହାର ହ୍ରାସ ପାଇଁ ଚିନ୍ତାଭିନ୍ତା ଚାଲିଥିବା ସୂଚନା ମିଳିଛି । ପ୍ରସ୍ତାବ ଅନୁଯାୟୀ, ଯାନବାହନ ଉପରେ ବର୍ତ୍ତମାନ ୨୮% ରହିଥିବା ଟିକସକୁ ୧୮% କୁ କମାଯିବ, ଯେଉଁଠି ଟ୍ରାକ୍ଟର ପାଇଁ ୧୨% ରୁ … Read more