Driver mahasangha Ra Congress prema ,ଡ୍ରାଇଭର ମହାସଂଘର କଂଗ୍ରେସ ପ୍ରୀତି ରହୁଛି କି !!

Talk Always Truth

ଆଜି ରାହୁଲଙ୍କ ଓଡିଶା ଗ୍ରସ୍ତ ନେଇ ଡ୍ରାଇଭର ସଂଘର ସଭାପତି video ମାଧ୍ୟମରେ ଅନୁରୋଧ କରିଛନ୍ତି ଯେ ଓଡିଶାର କୋଣ ଅନୁକୋଣରୁ ରାହୁଲଙ୍କ ସଭା ସମିତି କୁ ଆସୁଥିବା ସମସ୍ତ କଂଗ୍ରେସ ପ୍ରେମୀ ଗାଡିକୁ ବାଟରେ କେହି ନ ଅଟକାଇ ସେମାନଙ୍କ ଗାଡିକୁ ଛାଡ଼ିଦେବାକୁ ଅନୁରୋଧ କରିଛନ୍ତି ଏବଂ ଆଗରୁ ନିଦ୍ଧାରିତ ଥିବା ସମସ୍ତ ଗାଡିକୁ ମଧ୍ୟ କେହି ଅଟକାଇବ ନାହିଁ ବୋଲି ରାଜ୍ୟ କଂଗ୍ରେସ ର ପିପିସି ସଭାପତି ଓ କଂଗ୍ରେସ ବିଧାୟକ ଙ୍କ ସହ ଆଲୋଚନା ପରେ ଏ ନିଷ୍ପତି ଗ୍ରହଣ କରିଯାଇଛି! କିନ୍ତୁ 3ଦିନ ଧରି ଆନ୍ଦୋଳନ କରୁଥିବା ଏବଂ ସେମାନଙ୍କ ମୌଳିକ ଅସୁବିଧା କୁ ନେଇ ରାଜରାସ୍ତାକୁ ଓଲ୍ଲାଇଥିବା ସମସ୍ତ କର୍ମୀଚାରି ଯେ କିଛି କଂଗ୍ରେସ ପ୍ରେମୀ ଙ୍କ ପାଇଁ ଅସୁବିଧା ର ସମ୍ମୁଖୀନ ହେଉନାହାନ୍ତି ତ ! 3 ଦିନ ଧରି ରାଜରାସ୍ତାରେ ସମସ୍ତ ଗାଡିକୁ ଛାଡ଼ୁନଥିଲେ କିନ୍ତୁ ହଟାତ କାଇଁକି ରାହୁଲଙ୍କ ଗସ୍ତ କୁ ନେଇ ଡ୍ରାଇଭର ସଂଘ ଏ ନିଷ୍ପତି ନେଲା ? ଏଠି ଆଜ୍ଞା ପ୍ରଶ୍ନ ଉଠୁଛି ସତରେ କଣ ଡ୍ରାଇଭର ସଂଘ କଂଗ୍ରେସ କୁ support କରୁନି ତ!କାଇଁକି 3ଦିନ ଧରି ଆନ୍ଦୋଳନ କରୁଥବା ଡ୍ରାଇଭର ସଂଘ କଣ ପାଇଁ ଯେ ହଟାତ୍ ରାହୁଲଙ୍କ ସଭା ସମିତି କୁ ଆସୁଥିବା ଗାଡିକୁ ଛାଡିଦିଆଯାଉ ବୋଲି video ଜାହିରି କଲା! ଏହାର ପଛରେ କଣ ହେଇପାରେ ଉଦେଶ୍ୟ! କିଛି କଂଗ୍ରେସପ୍ରେମୀଙ୍କ ପାଇଁ ବଳି ପଡୁଯାଉନି ତ ରାଜରାସ୍ତ କୁ ଓଲ୍ଲାଇଥିବା ଅନେକ ଆନ୍ଦୋଳନକାରି? ସେପଟେ ଆନ୍ଦୋଳନ କରୁଥିବା ଡ୍ରାଇଭର ମହାସଂଘ ର ସମସ୍ତ ଦାବି ଡ୍ରାଇଭର ହିତରେ ଥିବା ସରକାର ଶୁଣି ଓ କାଯ୍ୟକାରୀ କରିବା ପାଇଁ ଆଲୋଚନା ହେଇସାରିଥିଲା ପରେ ଫୁଣି ଆନ୍ଦୋଳନର ଆବଶ୍ୟକତା ନାହିଁ!
ଆସନ୍ତା 11 ତାରିଖରେ ଥିବା କଂଗ୍ରେସ ରାଲିକୁ ସମର୍ଥନ ଦେଇ ଦିନକ ପାଇଁ ସ୍ଥଗିତ ରଖିବା ଆନ୍ଦୋଳନରେ ରାଜନୀତି ଦେଖାଯାଉଛି!
ନିରୀହ ସରଳ ଡ୍ରାଇଭରଙ୍କୁ ଡ୍ରାଇଭର ନେତା ଆନ୍ଦୋଳନ ନାମରେ ଭ୍ରମିତ କରନ୍ତୁ ନାହିଁ ବୋଲି ଶ୍ରୀଯୁକ୍ତ ଭିଭୂତି ଭୂଷଣ ଜେନା x ରେ Twitter କରି ଜଣାଇଛନ୍ତି!


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page