ପୂର୍ବତନ ସାଂସଦଙ୍କ ସହ ୭ଙ୍କୁ ଆଜୀବନ କାରାଦଣ୍ଡ ||
ଆହମନାଳୀଦ, ୧୩ ୭ (ପିଡିଆଇ) ସନ୍ଧିଆର ସ୍ୱତନ୍ତ୍ର ଅଦାଲତ ଗୁରୁବାର ଆରଟିଆଇ କର୍ମା ଅମିତ ଜେଠଙ୍କ ହତ୍ୟା ମାମଲାରେ ବିଜେପିର ପୂର୍ବତନ ସାଂସଦ ଦିନୁ ସୋଲାଙ୍କିଙ୍କ ସମେତ ଅନ୍ୟ ୬ ଜଣଙ୍କୁ ଆଜୀବନ କାରାଦଣ୍ଡଦେଶ ଦେଇଛନ୍ତି । ସନ ଦୋଷୀଙ୍କ ବିରୋଧରେ ମୋଟ ୫.୯, ୨୫,୦୦୦ ଟକାର ଜୋରିମାନା କରାଯାଇଛି । ସ୍ବତନ୍ତ୍ର ବିଚାରପତି ଜେ. ଏମ ତାରେ ଶନିତାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ରାୟ ସଂରକ୍ଷିତ ନଥୁରେ । ଏହି ମାମଲାରେ ଅନ୍ୟ … Read more