ଥରହର ହିମାଚଳ :
ପ୍ରଳୟ ପାଟିରେ ହିମାଚଳ ପ୍ରଦେଶ ପ୍ରକୃତି ସହ ଲଢି ଲଢି ଭାଙ୍ଗି ପଡ଼ିଲାଣି ରାଜ୍ୟ, ପୁଣି ମାଡ଼ି ଆସୁଛି ବିପଦ ! କେତେ ଆଉ ସହିବ ସେ bସିମଲା ଆଉ ଲଢି ପାରୁନି । ପ୍ରକୃତି ସହ ଲଢିବାର କାହାର ବା କ୍ଷମତା ଅଛି । କେତେ ଆଉ ଲଢ଼ିବ । ଫି ବର୍ଷ ଲଢୁଛି, ଗଢୁଛି, ବଢୁଛି, ନିଜକୁ ପୁଣି ସଜାଡୁଛି । ହେଲେ ପୁଣି ଆର ବରଷକୁ ପ୍ରଳୟ ପୁଣି ଭାଙ୍ଗୁଛି, ପୁଣି ଉଜାଡୁଛି … Read more