ଆଉ ନାହାନ୍ତି ଦୁଇ ଟଙ୍କିଆ ଡାକ୍ତର :

୨ ଟଙ୍କିଆ ଡାକ୍ତର ନାମରେ ବେଶ୍ ପରିଚିତ ଚିକିତ୍ସକ କେରଳର ଏ.କେ ରାୟରୁ ଗୋପାଳଙ୍କ ଦେହାନ୍ତ ହୋଇଯାଇଛି । ଶନିବାର ୮୦ ବର୍ଷ ବୟସରେ ଆଖି ବୁଜିଛନ୍ତି ଡାକ୍ତର । ବୟସ ଜନିତ ରୋଗ କାରଣରୁ ତାଙ୍କ ପରଲୋକ ହୋଇଥିବାର ସୂଚନା ମିଳୁଛି । ଗତ ୫୦ ବର୍ଷ ଧରି ଡାକ୍ତର ରାୟରୁ ନିଜ କ୍ଲିନିକରେ ମାତ୍ର ୨ ଟଙ୍କାରେ ଗରିବ ରୋଗୀଙ୍କ ଚିକିତ୍ସା କରୁଥିଲେ । ପରିବାର କହିଲେ ତାଙ୍କର ଧର୍ମପତ୍ନୀ , ଗୋଟିଏ ପୁଅ … Read more

ବଢିଲା ଦର :

ପେଟ୍ରୋଲ ଓ ଡିଜେଲର ନୂଆ ଦର , ଜାଣନ୍ତୁ କେତେ ବଢ଼ିଲା କେତେ କମିଲା ?ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି । କିଛି ସହରରେ ଦାମ ଅପରିବର୍ତ୍ତିତ ରହିଛି । ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ । ଆଉ ସେହି ଅନୁଯାୟୀ ଦେଶ ତଥା ରାଜ୍ୟମାନଙ୍କରେ ତୈଳ ଦର ନିର୍ଦ୍ଧାରଣ କରାଯାଇଥାଏ ।ଆଜି ଭୁବନେଶ୍ୱରରେ … Read more

ଚତୁର୍ଥ ଟେଷ୍ଟରେ ଭାରତୀୟ ଦଳର ଜବରଦସ୍ତ ବିଜୟ

ଇଂଲଣ୍ଡ ସହ ସିରିଜ ବରାବର | ଲଣ୍ଡନର ଓଭାଲ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା ଭାରତ-ଇଂଲଣ୍ଡ ୫ମ ଟେଷ୍ଟ । ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫିର ଏ ଥିଲା ଶେଷ ମ୍ୟାଚ୍ । ଏହି ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ସିରିଜରେ ୨-୧ରେ ଆଗୁଆ ଥିଲା । ଆଉ ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ସିରିଜ୍ ବରାବର କରିବା ଲକ୍ଷ୍ୟରେ ଥିଲା ।ଜବରଦସ୍ତ, ଚମତ୍କାର, ଶାନଦାର୍ । ଏ ସବୁ ଶବ୍ଦ ଆଜି ଟିମ୍ ଇଣ୍ଡିଆ ପାଇଁ କମ୍ ପଡ଼ିଯିବ । … Read more

ଧରାପଡ଼ିଲେ ଆନ୍ତରାଜ୍ୟ ଲୁଟେରା :

ଭୁବନେଶ୍ୱର: ଆନ୍ତରାଜ୍ୟ ଲୁଟେରା ଗିରଫ। ଭୁବନେଶ୍ୱରରୁ ଲୁଟ୍ କରି ଦିଲ୍ଲୀରୁ ବନ୍ଧା ହେଲେ ଦୁଇ ଅଭିଯୁକ୍ତ। ଆନ୍ତରାଜ୍ୟ ଚୋରି ଘଟଣାର ପର୍ଦାଫାଶ କରିବାରେ ସଫଳ ହୋଇଛି ପୁଲିସ।ଗତ ଜୁଲାଇ ୨୧ରେ ଦିନ ୧୦. ୩୦ ରୁ ସାଢ଼େ ଭିତରେ ୨୩୦ ଗ୍ରାମ ଗୋଲ ଲୁଟି ନେଇଥିଲେ ଅଭିଯୁକ୍ତ I ପାଖାପାଖି ଅଞ୍ଚଳରୁ ଡିଜିଟାଲ ଏଭିଡେନ୍ସ ପାଇଥିଲା I ଯେଉଁଥିରେ ଅଭିଯୁକ୍ତର ଗତିବିଧି ଉପରେ ନଜର ରଖାଯାଇଥିଲା I ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ୱେଷ୍ଟ ବେଙ୍ଗଲ, ଅଞ୍ଚଳରେ … Read more

କାଳ ହେଲା ବର୍ଷା :

ମୌସୁମୀ ମୃତ୍ୟୁ ସଂଖ୍ୟା ୧୭୯କୁ ବୃଦ୍ଧିଶିମଳା: ହିମାଚଳ ପ୍ରଦେଶରେ ଲଗାଣ ମୌସୁମୀ ବର୍ଷା ଜାରି ରହିଛି ଏବଂ ଏହି ଋତୁରେ ମୃତ୍ୟୁ ସଂଖ୍ୟା ୧୭୯କୁ ବୃଦ୍ଧି ପାଇଛି ରାଜ୍ୟରେ ଭୀଷଣ ବର୍ଷା ବିପର୍ଯ୍ୟାୟ ଯୋଗୁ ଭିତ୍ତିଭୂମିରେ ବ୍ୟାପକ କ୍ଷତି ହୋଇଛି ଏବଂ ଅତ୍ୟାବଶ୍ୟକ ସେବା ଗୁରୁତର ପ୍ରଭାବିତ ହୋଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଭୂସ୍ଖଳନ, ଆକସ୍ମିକ ବନ୍ୟା ଓ ବଜ୍ରପାତ ଭଳି ପାଣିପାଗଜନିତ ଘଟଣାରେ ୧୦୧ ଜଣଙ୍କ ମୃତ୍ୟୁ ଘଟିଛି। ଅବଶିଷ୍ଟ ୭୮ … Read more

ଶୁଭିଲା ଚିତ୍କାର : ଚାଲିଗଲା 5 ଜଣଙ୍କ ଜୀବନ :

ବିହାରର ଭାଗଲପୁର ଜିଲ୍ଲାରେ ଶ୍ରାବଣ ମେଳା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରବିବାର ବିଳମ୍ବିତ ରାତି ପ୍ରାୟ ୧୨ ଟା ୫ ରେ ଏକ ଡିଜେ ଗାଡ଼ି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଏଥିରେ ପାଞ୍ଚ ଜଣ କାଉଡ଼ିଆ ଭକ୍ତଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଛି । ଦୁର୍ଘଟଣାରେ ଦୁଇ ଜଣ ଗୁରୁତରଙ୍କ ଚିକିତ୍ସା ଚାଲିଛି । ଶ୍ରଦ୍ଧାଳୁମାନେ ସୁଲତାନଗଞ୍ଜରୁ ଜ୍ୟେଷ୍ଠଗୌର ନାଥସ୍ଥାନକୁ ଗଙ୍ଗା ଜଳ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା … Read more

ଆଉ ନାହାନ୍ତି ଶିବୁ ସୋରେନ:

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ :ନୂଆଦିଲ୍ଲୀ: ଆଉ ନାହାନ୍ତି ଶିବୁ ସୋରେନ । ଆରପାରିରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ । ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ଶିବୁ ସୋରେନ । ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଆଖି ବୁଜିଲେ ।ତେବେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଜେଏମଏମର ପ୍ରତିଷ୍ଠାତା । କିଡନୀ ଜନିତ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଥିଲେ । ଆଉ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀରେ … Read more

ନୀତିନ ଗଡକରୀଙ୍କ ବାସଭବନରେ ବୋମାମାଡ଼ ଧମକ :

ନାଗପୁର: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବାସଭବନକୁ ଟାର୍ଗେଟ କରି ବୋମାମାଡ଼ କରାଯିବ ବୋଲି ଧମକ ଦେଇଥିବା ଜଣେ ବ୍ୟକ୍ତିକୁ ପୁଲିସ ରବିବାର ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳେ ପୁଲିସ କଣ୍ଟ୍ରୋଲ ରୁମକୁ ଜରୁରୀକାଳୀନ ନମ୍ବର ୧୧୨ରେ ମନ୍ତ୍ରୀଙ୍କ ବାସଭବନରେ ବୋମାମାଡ଼ କରାଯିବ ବୋଲି ଧମକପୂର୍ଣ୍ଣ କଲ୍‌ ଆସିଥିଲା। ଏହାପରେ ପୁଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଧମକ ଦେବା ପାଇଁ ବ୍ୟବହୃତ ଫୋନ୍ ନମ୍ବରକୁ ଠାବ କରିଥିଲା।ନାଗପୁରର ସକରଦାରା ଅଞ୍ଚଳର ତୁଳସୀ ବାଗ ରୋଡରେ … Read more

କାହିଁକି ମାରୁତି କୁ ପସନ୍ଦ କରୁଛନ୍ତି ଲୋକ :

ଗତବର୍ଷ ତୁଳନାରେ ଏବର୍ଷ ମାରୁତି ଇକୋ ଅଧିକ ବିକ୍ରି ହୋଇଛି ମାରୁତି ସୁଜୁକି :ଦେଶର ସର୍ବବୃହତ କାର୍ ନିର୍ମାତା ମାରୁତି ସୁଜୁକି ଜୁଲାଇ ୨୦୨୫ ପାଇଁ ଏହାର ବିକ୍ରୟ ଫଳାଫଳ ପ୍ରକାଶ କରିଛି। ପ୍ରତି ମାସ ପରି, ଏଥର ମଧ୍ୟ ମାରୁତି ଇକୋ ବିପୁଳ ପରିମାଣରେ ବିକ୍ରି ହୋଇଛି। ଏଥର କମ୍ପାନୀର ଘରୋଇ ଏବଂ ରପ୍ତାନି ବିକ୍ରୟ ଭଲ ହୋଇଛି। ଏଥର କମ୍ପାନୀର ସବୁଠାରୁ ଶସ୍ତା ୫/୭ ସିଟର୍ କାର ଇକୋ ବିକ୍ରୟରେ ଏକ ବଡ଼ ବୃଦ୍ଧି … Read more

ଫୁଣି ହେବ କି ଲଢେଇ :

ବିଶ୍ବର ୨ ମହାଶକ୍ତି ଆମେରିକା ଓ ଋଷ ମଧ୍ୟରେ ଉତ୍ତେଜନା ଶୀର୍ଷ ସ୍ତରରେ ପହଞ୍ଚିଛି । ଋଷ ରାଷ୍ଟ୍ରପତି ପୁଟିନଙ୍କ ସହଯୋଗୀ ଦିମିତ୍ରୀ ମେଦଭେଦେବଙ୍କ ଧମକ ପରେ ଏବେ ଆକ୍ସନ୍‌ ମୋଡ୍‌କୁ ଆସିଛି ଟ୍ରମ୍ପ ପ୍ରଶାସନ। ରୁଷ ନିକଟବର୍ତ୍ତୀ ସାମୁଦ୍ରିକ ଅଞ୍ଚଳରେ ଆମେରିକା ଶକ୍ତିଶାଳୀ ପରମାଣୁ ସମ୍ପନ୍ନ ଦୁଇଟି ବୁଡ଼ାଜାହାଜ ମୁତୟନ କରିଥିବା ଜଣାପଡ଼ିଛି ।ଟ୍ରମ୍ପ ପ୍ରଶାସନ ବିଭିନଦ୍ନ ରାଷ୍୍ୟ ଉପରେ ଟାରିଫ୍ ଲଗାଇବା ପରେ ସ୍ଥିତି ଜଟିଳ ହେବା ପରି ମନେ ହେଉଛି । ଆମେରିକା … Read more