ଯାତ୍ରୀଙ୍କ ପାଇଁ ଝଟକା: ଅକ୍ଟୋବରରୁ ବନ୍ଦ ହେବ ଭୁବନେଶ୍ୱର-ଦୁବାଇ ବିମାନ ସେବା!

Name – SUBHASMITA Aug 19 2025ଭୁବନେଶ୍ୱର: ଦୁବାଇ ଯାତ୍ରୀଙ୍କ ପାଇଁ ଖରାପ ଖବର । ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ୱର-ଦୁବାଇ ସିଧାସଳଖ ବିମାନ ସେବାକୁ ବନ୍ଦ କରିବାକୁ ଯୋଜନା ହୋଇଛି । ସୂଚନା ଅନୁସାରେ ଆସନ୍ତା ଅକ୍ଟୋବର ୨୪ରୁ ଏହି ସେବା ବନ୍ଦ ହେବଇଣ୍ଡିଗୋ ଏହି ରୁଟରେ ସପ୍ତାହକୁ ୩ଥର ସେବା ଦେଇଆସୁଥିଲା । କିନ୍ତୁ ‘ଏରୋରୁଟ୍‌ସ’ର ସଂଶୋଧିତ ଫ୍ଲାଇଟ୍ ସ୍କେଜୁଲରେ ଏହି ରୁଟ୍‌ର ନାମ ନଥିବାରୁ, ସେବା ବନ୍ଦ ହେବା ନିଶ୍ଚିତ ବୋଲି ଅନୁମାନ ।ଯାତ୍ରୀମାନେ … Read more

ଭାରତକୁ କେହି ଡରାଇ ପାରିବେ ନାହିଁ; ଆରଏସଏସ ନେତା ରାମ ମାଧବ

ନୂଆଦିଲ୍ଲୀ -: କିଛି ଦିନ ତ‌ଳେ ଭାରତକୁ ପରମାଣୁ ବୋମା ଆକ୍ରମଣ ଧମକ ଦେଇଥିଲେ ପାକିସ୍ତାନର ଆର୍ମି ମୁଖ୍ୟ ଆସୀମ୍ ମୁନୀର। ଏବେ ଏହାର ଜବାବ ଦେଇଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ)ର ବରିଷ୍ଠ ନେତା ରାମ ମାଧବ। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଭାରତ ଏପରି ଏକ ଦେଶ ନୁହେଁ ଯିଏ କୌଣସି ପରମାଣୁ ବିପଦକୁ ଭୟ କରେ। ଭାରତ ପ୍ରତ୍ୟେକ ପରିସ୍ଥିତିରେ ନିଜର ସ୍ୱାର୍ଥକୁ ରକ୍ଷା କରିବାକୁ ପ୍ରସ୍ତୁତ। ରାମ ମାଧବ କହିଛନ୍ତି ଯେ, … Read more

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀଙ୍କ ପ୍ରଶଂସା

By Social Talk TeamPublished 15.08.2025 ସାରା ଦେଶରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରୂପେ ପରିଚିତ l ଅପରାଧି,ଗୁଣ୍ଡା ଓ ମାଫିଆଙ୍କ ବିରୋଧରେ କୌଣସି ସାଲିସ୍ କରିବାର ନାହିଁ ତଥା ସେମାନଙ୍କୁ ମାଟିରେ ମିଶେଇ ଦେବାର ଲକ୍ଷ୍ୟ ନେଇ ଶାସନ କରୁଥିବା ଯୋଗୀଙ୍କୁ ବିରୋଧୀ ସମାଜବାଦୀ ପାର୍ଟିର ବିଧାୟିକା ଖୁବ୍ ପ୍ରଶଂସା କରିଛନ୍ତି l ତେବେ ଏହି ପ୍ରଶଂସା ତାଙ୍କୁ ଖୁବ ମହଙ୍ଗା ପଡ଼ିଛି l ଘଟଣା କ୍ରମକୁ ଲକ୍ଷ୍ୟ … Read more

ପରମାଣୁ ଧମକକୁ ଭାରତର ସତ୍ ଜବାବ :

ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଦୃଢ ସନ୍ଦେଶ!By -subhasmita Aug 15 2025 ନୂଆଦିଲ୍ଲୀ, 15 ଅଗଷ୍ଟ 2025 – ୭୯ତମ ସ୍ୱାଧୀନତା ଦିବସର ପବିତ୍ର ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ଜାତିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରମାଣୁ ଧମକ ବିରୋଧରେ ସପ୍ଷ୍ଟ ଓ ଦୃଢ ସନ୍ଦେଶ ଦେଇଛନ୍ତି। ସେ କହିଛନ୍ତି, “ଭାରତ ଆଉ କୌଣସି ପରମାଣୁ ଧମକକୁ ସହିବ ନାହିଁ, ଶତ୍ରୁଙ୍କୁ ଯଥାଯଥ ଜବାବ ମିଳିବ।”‘ଅପରେସନ ସିନ୍ଦୂର’ରେ ସେନାର ପରାକ୍ରମପ୍ରଧାନମନ୍ତ୍ରୀ ‘ଅପରେସନ ସିନ୍ଦୂର’ରେ ସାମିଲ ସାହସୀ … Read more

LICକୁ ନେଇ ବଡ଼ ଖବର:

୩% ଅଂଶଧନ ବିକ୍ରି କରିବ କେନ୍ଦ୍ର ସରକାରBy -subhasmita Das Aug -15 2025ଭୁବନେଶ୍ୱର: ଦେଶର ସର୍ବବୃହତ ବୀମା କମ୍ପାନୀ ଲାଇଫ୍ ଇନ୍ସ୍ୟୁରାନ୍ସ କର୍ପୋରେସନ୍‌ (LIC)‌ରୁ କେନ୍ଦ୍ର ସରକାର ନିଜର ୩% ଅଂଶଧନ ବିକ୍ରି କରିବାକୁ ପ୍ରସ୍ତୁତ । ସୂତ୍ର ଅନୁସାରେ, ଏହି ବିକ୍ରି ପ୍ରକ୍ରିୟାରେ ମୋତିଲାଲ ଓସୱାଲ ଓ IDBI କ୍ୟାପିଟାଲ ବ୍ୟାଙ୍କର୍‌ ଭାବେ ଭୂମିକା ନେବେ ।ବର୍ତ୍ତମାନ LICରେ କେନ୍ଦ୍ର ସରକାରଙ୍କ ୯୬.୫% ଅଂଶଧନ ରହିଛି। ପ୍ରଥମ ପର୍ଯ୍ୟାୟରେ ୨.୫% ରୁ ୩% ସେୟାର … Read more

ଦୀପାବଳିରେ ଜନସାଧାରଣ ପାଇଁ ବଡ଼ ଉପହାର :

ଜିଏସଟି ହାର ହ୍ରାସ କରିବେ ପ୍ରଧାନମନ୍ତ୍ରୀBy – subhasmita Aug 15 2025 ନୂଆଦିଲ୍ଲୀ – ୭୯ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲାରୁ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଦୀପାବଳିରେ ଦେଶବାସୀଙ୍କୁ ଏକ ବଡ଼ ଉପହାର ଦିଆଯିବ—ଜିଏସଟି ହାରକୁ ବ୍ୟାପକ ଭାବରେ ହ୍ରାସ କରାଯିବ।ମୋଦୀ କହିଛନ୍ତି, “ଗତ ୮ ବର୍ଷରେ ଜିଏସଟି ବ୍ୟବସ୍ଥାରେ ବିଶାଳ ସଂସ୍କାର କରିଛୁ ଏବଂ ଟିକସ ବୋଝ … Read more

ଲାଲକିଲ୍ଲାରୁ ‘ମିସନ ସୁଦର୍ଶନ ଚକ୍ର’ ଲଞ୍ଚ;

୨୦୩୫ ପୂର୍ବରୁ ଦେଶରେ କଡ଼ା ସୁରକ୍ଷା କବଚ By – subhasmita Aug 15 2025 ନୂଆଦିଲ୍ଲୀ: ୭୯ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରି ‘ମିସନ ସୁଦର୍ଶନ ଚକ୍ର’ ଘୋଷଣା କରିଛନ୍ତି । ସୁରକ୍ଷାକୁ ପ୍ରଥମ ସ୍ଥାନରେ ରଖି, ୨୦୩୫ ପୂର୍ବରୁ ଦେଶର ସମସ୍ତ ହସ୍ପିଟାଲ, ରେଲୱେ ଷ୍ଟେସନ୍, ସାମରିକ ଅଞ୍ଚଳ ସହିତ ଗୁରୁତ୍ୱପୂର୍ଣ୍ଣ ସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ ।ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତର ଟେକ୍ନୋଲୋଜି ଏମିତି … Read more

ପରମାଣୁ ଧମକକୁ ଭାରତର ସତ୍ ଜବାବ :

ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଦୃଢ ସନ୍ଦେଶ!By -SUBHASMITA Aug 15 2025 ନୂଆଦିଲ୍ଲୀ, 15 ଅଗଷ୍ଟ 2025 – ୭୯ତମ ସ୍ୱାଧୀନତା ଦିବସର ପବିତ୍ର ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ଜାତିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରମାଣୁ ଧମକ ବିରୋଧରେ ସପ୍ଷ୍ଟ ଓ ଦୃଢ ସନ୍ଦେଶ ଦେଇଛନ୍ତି। ସେ କହିଛନ୍ତି, “ଭାରତ ଆଉ କୌଣସି ପରମାଣୁ ଧମକକୁ ସହିବ ନାହିଁ, ଶତ୍ରୁଙ୍କୁ ଯଥାଯଥ ଜବାବ ମିଳିବ।”‘ଅପରେସନ ସିନ୍ଦୂର’ରେ ସେନାର ପରାକ୍ରମପ୍ରଧାନମନ୍ତ୍ରୀ ‘ଅପରେସନ ସିନ୍ଦୂର’ରେ ସାମିଲ ସାହସୀ … Read more

ଭାରତ-ପାକିସ୍ତାନ ସୀମାରେ ତିବ୍ର ଟାଣାଟଣି, ବଡ଼ ଯୁଦ୍ଧ ଆଶଙ୍କା;

ଜାମ୍ମୁ-କାଶ୍ମୀରରେ ୨ କି.ମି. କର୍ଫ୍ୟୁ ଓ ସୁରକ୍ଷା ବୃଦ୍ଧିBy – subhasmita Aug 13 2025ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଧମକ ବୃଦ୍ଧି ପାଇଁ ଜାମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲା ସହ ଅନ୍ତରାଷ୍ଟ୍ରୀୟ ସୀମା ନିକଟରେ ଭାରତୀୟ ସୁରକ୍ଷା ବ୍ୟବସ୍ଥାକୁ ଉଚ୍ଚ ସ୍ତରରେ ସୁଦୃଢ଼ କରାଯାଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଦ୍ୱାରା ଭାରତକୁ ଦିଆଯାଇଥିବା ଧମକ ପରେ ଦୁଇପକ୍ଷୀୟ ସମ୍ପର୍କ ତିବ୍ର ହୋଇପଡ଼ିଛି, ଯାହା ବଡ଼ ଯୁଦ୍ଧ ଆଶଙ୍କାକୁ ଜନ୍ମ ଦେଇଛି।ଜାମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲାରେ … Read more

୫ ସାମ୍ବାଦିକ ମୃତ :

ସାମ୍ବାଦିକ ନୁହେଁ ବରଂ ଆତଙ୍କୀ ବୋଲି କହିଛି ଇଦଫା : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଲଗାତାର ଯୁଦ୍ଧ ଲାଗି ରହିଛି । ଏହି ଇସ୍ରାଏଲ ଏବଂ ହମାସ ଆକ୍ରମଣରେ ୫ଜଣ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ଅଲ-ଶିଫା ହସ୍ପିଟାଲ ନିକଟରେ ପ୍ରେସ୍ ପାଇଁ ହୋଇଥିବା ଏକ ତମ୍ବୁକୁ ଟାର୍ଗେଟ୍ କରି ଇସ୍ରାଏଲ ଆକ୍ରମଣ କରିଥିଲା ।ସୂଚନାନୁଯାୟୀ, ରବିବାର ବିଳମ୍ବିତ ରାତିରେ ଗାଜାର ଅଲ୍-ଶଫା ହସ୍ପିଟାଲର ମୁଖ୍ୟ ଗେଟ୍ ବାହାରେ ଥିବା ତମ୍ବୁ ଉପରେ ଇସ୍ରାଏଲ ଆକ୍ରମଣ … Read more